Category ପର୍ଯ୍ୟଟନ କ୍ଷେତ୍ର

ବାଲେଶ୍ଵର

ଲେଖା: ଦେଵ ତ୍ରିପାଠୀ ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା ! କିନ୍ତୁ ଆମ ବୁଦ୍ଧିଜୀବିମାନେ? ସେମାନେ ଭୁଲି ଯାଆନ୍ତି ଯେ, ସୁଦୀର୍ଘ ବେଳାଭୂମି, ସ୍ଥିତପ୍ରଜ୍ଞ ଅର୍କକ୍ଷେତ୍ର, ଶ୍ରୀମୟ ଶ୍ରୀକ୍ଷେତ୍ର ବାହାରେ ରହିଛି ସ୍ନିଗ୍ଧ ଭିତରକନିକା,…

ସ୍ବରାଜ ଆଶ୍ରମ

ଲେଖା: ଦେଵ ତ୍ରିପାଠୀ କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି ବିସ୍ମୃତିର ବହଳ ଚାଦର ଭିତରୁ ଉଙ୍କି ମାରି ଉଠେ । ଏଇ କୋଠାର ଛାତି ଉପରେ ତ୍ୟାଗ, ଆଦର୍ଶ, ସାଧନାର ଝାଞ୍ଜପିଟା ହୁଏ, ଏଇ କୋଠା ସହିତ…

ପଶ୍ଚିମେଶ୍ବର

ଲେଖା: ଶ୍ରୀକାନ୍ତ ସିଂହ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା, ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ କଳିଙ୍ଗ l ପ୍ରାଗ ଐତିହାସିକ ଯୁଗୀୟ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ ବା ତା’ର ଅଙ୍କା ବଙ୍କା ଲିପି ହେଉ ଅବା ଖ୍ରୀଷ୍ଟପୂର୍ବୀୟ ଅନେକ ଗୁମ୍ଫାର…

ତଳମୂଳ

ଲେଖା: ରବୀନ୍ଦ୍ର କୁମାର ରଣା ଅନୁଗୁଳ ଜିଲ୍ଲାର ଏକ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ଗ୍ରାମ ହେଉଛି ଗଡ଼ତଳମୂଳ। ଏହି ଗ୍ରାମରେ ଦଶମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ ମା ଦୁର୍ଗାଦେବୀ ମନ୍ଦିର ଓ ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ରାଜାଙ୍କ ଦ୍ଵାରା ନିର୍ମିତ ଭୋଳେଶ୍ବର ମହାଦେବ ମନ୍ଦିର ଅବସ୍ଥିତ। ଇତିହାସ କହେ ଯେ ଏହି ଗଡ ତଳମୂଳ…

ଚାଟେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଚାଟେଶ୍ୱର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ l ଏହି ମନ୍ଦିରଟିକୁ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରାଇଥିଲେ l ଏହା ଏକ ପାତାଳ ଫୁଟା ଶିବ ମନ୍ଦିର, ଭୂମିପତନ ଠାରୁ ପ୍ରାୟ ୧୫ ଫୁଟ ଗଭୀରରେ ଶିବଲିଙ୍ଗ ବିରାଜମାନ କରିଛନ୍ତି l ଏହି ଚାଟେଶ୍ୱର ମନ୍ଦିର କଟକ…

କୁମ୍ଭେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ଢେଙ୍କାନାଳର ଚିରହରିତ ପ୍ରକୃତି, ଶାନ୍ତସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତା’ର ଝରଣା, ତଥା ମନ୍ଦିର ବି ସେତିକି ଅନନ୍ୟ l ଢେଙ୍କାନାଳ ଜିଲ୍ଲାର ଶେଷ ପ୍ରାନ୍ତରେ ଆଠଗଡ଼ ସନ୍ନିକଟରେ ଏକ ପୁରାତନ ମନ୍ଦିର ହେଉଛି କୁମ୍ଭେଶ୍ୱର ମହାଦେବ ମନ୍ଦିର (Kumbheswar Temple) l ଯାହାର ଇତିହାସ ସାଉଁଟିବାକୁ ଚେଷ୍ଟା…

ରାମେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ କଟକ ସହରର ଅନତି ଦୂରରେ ଅନନ୍ୟ ଏକ ଐତିହାସିକ କୀର୍ତ୍ତିରାଜି ହେଉଛି ବାରଶହ ବର୍ଷ ପୁରୁଣା ରାମେଶ୍ୱର ମନ୍ଦିର (Rameswar Temple) l କଟକର କଖଡ଼ି ଛକରୁ ବାମ ପାର୍ଶ୍ୱରେ ପାଞ୍ଚ କି.ମି. ଦୂରରେ ନୂଆସାଶନ ଗ୍ରାମରେ ଏହି ମନ୍ଦିରର ଅବସ୍ଥିତି l ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହି ମନ୍ଦିରଟି ଅନେକ ଗୁରୁତ୍ୱ…

ମାଧବାନନ୍ଦ

ଲେଖା: ଶ୍ରୀକାନ୍ତ ସିଂହ କବି ଜୟଦେବ, ଗୀତଗୋବିନ୍ଦ ଓ ଶ୍ରୀଜଗନ୍ନାଥ ଏ ସଭିଙ୍କର ମୂଳ ଉତ୍ସ ହେଉଛନ୍ତି ପ୍ରାଚୀତଟରେ ବିରାଜମାନ କରୁଥିବା ପ୍ରଭୁ ମାଧବାନନ୍ଦ l କୁହାଯାଏ, ଯେଉଁ ପଦ୍ୟାଂଶ “ଦେହି ପଦପଲ୍ଲବ ମୁଦାରମ୍”କୁ ଲେଖିବାବୁ ସଂକୋଚ ବୋଧ କରି କବି ଲେଖି ପାରି ନଥିଲେ; ତାହାକୁ ସ୍ବୟଂ ମାଧବ କବିଙ୍କ ଛଦ୍ମ ରୂପରେ ଆସି…

Trutiyadeva Temple

By: Srikanta SinghTrutiyadeva Temple (ତୃତୀୟଦେଵ ମନ୍ଦିର) at Subarnapur village (near Ansupa lake) in Athagarh block of Cuttack district is one of the oldest Jagannath Temple. This marvellous Trutiyadeva Temple was built by Ganga King Anangabhima Deba III and this beautiful…