Category ପର୍ଯ୍ୟଟନ କ୍ଷେତ୍ର

Biswanath Temple

By: Rabindra Kumar Rana Biswanath Temple/Iswaradev Temple of Jiunti, Astarang is a Beautiful one. It was  built in 10th Century AD. As per the data revealed from Department of Culture, government of Odisha, the Temple is named as Iswaradeva Temple,…

ବୁଦ୍ଧନାଥ

ଲେଖା: ଶ୍ରୀକାନ୍ତ ସିଂହ ପାହାଡ଼ ପର୍ବତର ସବୁଜିମା, ଘଞ୍ଚ ଅରଣ୍ୟ, ମହାନଦୀ ବକ୍ଷର ସୁବିସ୍ତାର ଜଳରାଶି ତଥା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ପ୍ରସିଦ୍ଧ ବୌଦ୍ଧ ସହର ଓ ଜିଲ୍ଲା l କେବଳ ବୌଦ୍ଧ କୀର୍ତ୍ତିରାଜି ନୁହେଁ, ବିଭିନ୍ନ ଧର୍ମଧାରାର ପ୍ରବାହ ଏଠାରେ ଦେଖିବାକୁ ମିଳେ l ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ମତର ପ୍ରାଚୀନ…

ପ୍ରାଚୀତଟର ଦ୍ଵାଦଶଶମ୍ଭୁ

ଲେଖା: ରବୀନ୍ଦ୍ର କୁମାର ରଣା ପ୍ରାଚୀନଦୀ ସହିତ ଦୀର୍ଘ ୨୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଜଡ଼ିତ। ପ୍ରାଚୀନ କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ଏଇ ପ୍ରାଚୀ ଉପତ୍ୟକାରେରେ ରହିଛି ଶହ ଶହ ପ୍ରାଚୀନ କିର୍ତ୍ତିରାଜି। ତେବେ ‘ପ୍ରାଚୀ ମାହାତ୍ମ୍ୟ‘ରେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଅତି ପ୍ରାଚୀନ। ପୀଠଗୁଡି଼କୁ ଦେଖିଲେ ଜଣାପଡ଼େ, ପ୍ରାୟ ସମସ୍ତ ମନ୍ଦିର କେତେଥର…

ସିଂହସିନୀ ପୀଠ

ଲେଖା: ରବୀନ୍ଦ୍ର କୁମାର ରଣା ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଲ୍ଲିକୋଟ ପର୍ବତମାଳାର ଅଗ୍ରଭାଗରେ ମା’ ସିଂହସିନୀ ପୀଠ । ଓଡ଼ିଶାର ଅନେକ ଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ ।  ମନ୍ଦିରର ପରିବେଶ ଅତ୍ୟନ୍ତ ଶାନ୍ତିଦାୟକ । ମନ୍ଦିରଟି ନୂତନ ହେଲେ ମଧ୍ୟ ଗଠନଶୈଳୀ ମନୋମୁଗ୍ଧକର । ମନ୍ଦିରର ଚତୁଃପାର୍ଶ୍ୱରେ ବଣଭୋଜି ପାଇଁ…

କୁମାରେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା କୁମାରେଶ୍ୱର ମନ୍ଦିର, ଇନ୍ଦିପୁର, ଡେଲାଙ୍ଗ, ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଅତି ପ୍ରାଚୀନ ମନ୍ଦିର । ଦଶମ ଶତାବ୍ଦୀରେ ନିର୍ମିତ ଏହି ପ୍ରାଚୀନ କୁମାରେଶ୍ୱର ମନ୍ଦିର ମୁଖ୍ୟତଃ କଳା ମାଙ୍କଡ଼ା ପଥରରେ ତିଆରି ଓ କିଛି ଅଂଶ କଳାମୁଗୁନି ପଥରରେ ତିଆରି । ଡ଼େଲାଙ୍ଗ ରେଳ ଷ୍ଟେସନ ଛକରୁ…

ବିରୂପାକ୍ଷ ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ରାବଣ ପୂଜିତ କନ୍ଧମାଳ ଜିଲ୍ଲା ଚକାପାଦର ବିରୂପାକ୍ଷ ମନ୍ଦିର, ଓଡ଼ିଶାର ଏକ ପ୍ରାଚୀନ ଓ ପ୍ରତ୍ୟକ୍ଷ ଶୈବପୀଠ । ପୁରାଣ କିମ୍ବଦନ୍ତୀ ଅନୁସାରେ ଲଙ୍କାର ରାଜା ରାବଣ ଭଗବାନ ଶିବଙ୍କୁ ତପସ୍ୟା କରି ତୋଷ କରିବା ପରେ ନିଜ ରାଜ୍ୟରେ ଶିବଙ୍କୁ ପ୍ରତିଷ୍ଠା କରିବା ପାଇଁ ନେଇ ଯାଉଥିବା ବେଳେ…

ଐତିହାସିକ କୁରାଳ ଗ୍ରାମ

ଲେଖା: ରବୀନ୍ଦ୍ର କୁମାର ରଣା ଓଡ଼ିଶାର ଅନେକ ଐତିହାସିକ ଗ୍ରାମ ମଧ୍ୟରେ ନୟାଗଡ ଜିଲ୍ଲାର କୁରାଳ ଗ୍ରାମ ଅନ୍ୟତମ । ଏହି ଗ୍ରାମରେ ପ୍ରାୟତଃ ଦୁଇରୁ ତିନୋଟି ୨୦୦ ବର୍ଷର ପୁରୁଣା ମନ୍ଦିର ଅବସ୍ଥିତ । ସେଥିମଧ୍ୟରୁ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଚୈତନ୍ୟ ମନ୍ଦିର ଅନ୍ୟତମ । ଚୈତନ୍ୟ ମନ୍ଦିରର କାନ୍ଥରେ ଅନେକ ଆକର୍ଷଣୀୟ…