Category ପର୍ଯ୍ୟଟନ କ୍ଷେତ୍ର

ନିର୍ମଳଝର

ଲେଖା: ଜଗନ୍ନାଥ ଦୋରା ଐତିହାସିକ କୀର୍ତ୍ତିରାଜି ଖଲ୍ଲିକୋଟ ସ୍ଥିତ ନିର୍ମଳଝର ! ଏହି କୀର୍ତ୍ତିରାଜି ଖଲ୍ଲିକୋଟ ରାଜବଂଶର ପ୍ରଜାନୁରଞ୍ଜନ ରାଜା ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜଙ୍କ ଦ୍ଵାରା ପ୍ରାୟତଃ 1676 ମସିହାରେ ନିର୍ମାଣ ହୋଇଥିଲା l ମାରୁଆ ପର୍ବତର ପାଦଦେଶରୁ ସୃଷ୍ଟି ଏହି ପୁଣ୍ୟତୟା ନିର୍ମଳଝର ମଧ୍ୟରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର,…

କଟକର ଶ୍ରୀଚୈତନ୍ୟ ମଠ

ଲେଖା: ଶ୍ରୀକାନ୍ତ ସିଂହ ~ କଟକର ଶ୍ରୀଚୈତନ୍ୟ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ…

ଶ୍ରୀଗୋବିନ୍ଦ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋବିନ୍ଦ ମନ୍ଦିର ~ ଐତିହ୍ୟମୟୀ ନଗରୀ କଟକ, ଅଭିନଵ ବାରଣାସୀ କଟକ l ହଜାର ବର୍ଷରୁ କାହିଁ କେତେ ପୁରୁଣା ସହର ଓଡ଼ିଶାର ପ୍ରାଣକେନ୍ଦ୍ର କଟକ l ଛାତି ତଳେ ଅନେକ ଇତିହାସ, ଅନେକ କଥା ଆଉ ବୀରତ୍ୱର ଗାଥା, କେତେ ଯେ ଜୟପରାଜୟ, ଉତ୍ଥାନପତନ, ଶୌର୍ଯ୍ୟବୀର୍ଯ୍ୟ, ଆବେଗଅନୁରାଗ, ଆଘାତ…

ବିରଞ୍ଚିନାରାୟଣ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ବିରଞ୍ଚିନାରାୟଣ ମନ୍ଦିର ! ହିରଣ୍ୟଗର୍ଭା ଆମର ଏଇ ମାଟି ଓଡ଼ିଶା ମାଟି କଳିଙ୍ଗୋତ୍କଳ l ଅନନ୍ୟ ଏହାର ସଂସ୍କୃତି, ସାହିତ୍ୟ ଅତୁଳନୀୟ ଏହାର କଳା ଭାସ୍କର୍ଯ୍ୟ ଓ ଐତିହାସିକ କୀର୍ତ୍ତିରାଜି l ଆମ ରାଇଜର କୋଣାନୁକୋଣରେ ଅସଂଖ୍ୟ ମନ୍ଦିରରେ କଳାତ୍ମକ କାରୁକାର୍ଯ୍ୟର ଶ୍ରେଷ୍ଠତ୍ୱ ଦେଖିବାକୁ ମିଳେ l କେଉଁଠି ନିହାଣ ମୁନରେ…

ଭାତପଡ଼ାର ମାଧବ

ଲେଖା: ଶ୍ରୀକାନ୍ତ ସିଂହ ଭାତପଡ଼ାର ମାଧବ ! ସମୟର ପ୍ରବାହରେ ଅନେକ ଇତିହାସ ସୃଷ୍ଟି ହୋଇଛି ଏଇ ମାଟିରେ, ଅନେକ ଅତୀତ ମଧ୍ୟ ଲୁଚି ଯାଇଛି ସମୟର ତନ୍ଦ୍ରାଛାଦିତ କରାଳ ଗର୍ଭରେ ଆଉ ପୁଣି କେବେ କେମିତି ସମୟର ସ୍ରୋତରେ ପ୍ରବାହମାନ ହୋଇ ସେହି ଅତୀତ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି ବର୍ତ୍ତମାନରେ l…

ଲକ୍ଷ୍ମୀନୃସିଂହ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଲକ୍ଷ୍ମୀନୃସିଂହ ମନ୍ଦିର, କଟକ ସହରଠାରୁ ମାତ୍ର ପନ୍ଦର କିଲୋମିଟର ଦୂର ତଥା ଜଗତପୁର ଠାରୁ ମାତ୍ର ସାତ କିଲୋମିଟର ଦୂର ପୂର୍ଵକଚ୍ଛ ଗ୍ରାମରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିର l ମନ୍ଦିରରେ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ପ୍ରତିଷ୍ଠିତ ଓ ପୂଜିତ l ବହୁ ପ୍ରାଚୀନ ମନ୍ଦିର ହେଲେ ବି ଏହାର ନିର୍ମାଣ ସମ୍ପର୍କରେ…

ମା’ ସମଲେଶ୍ୱରୀ

ଲେଖା: ବିଶ୍ଵରଞ୍ଜନ ମହାପାତ୍ର  ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଥିବା ମା’ ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର । ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ…

ଲଡ଼ୁକେଶ ମହେଶ

ଲେଖା: ରବୀନ୍ଦ୍ର କୁମାର ରଣା ନୟାଗଡ ଜିଲ୍ଲାର ଦର୍ଶନୀୟ ସ୍ଥାନ ମଧ୍ୟରେ ସରଣକୂଳର ଲଡ଼ୁବାବା ଓ ଓଡଗାଁର ଶ୍ରୀ ରଘୁନାଥଜୀଉ ପୀଠ ଅନ୍ୟତମ I  ୧ . ଲଡ଼ୁକେଶ ମହେଶ – ଶରଣକୁଳର ମୁଖ୍ୟ ବଜ଼ାରରେ ଅବସ୍ତିତ ପବିତ୍ର ଶୈବପୀଠ ହେଇଛି ଲଡ଼ୁକେଶ ମହେଶ ମହାଦେବଙ୍କ ମନ୍ଦିର I ମୁଖ୍ୟ ମନ୍ଦିରକୁ ଛାଡ଼ି ମଧ୍ୟ ଚତୁଃପାର୍ଶରେ…