Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିଶିର ସାହୁ ମନୋଜ କିମ୍ବଦନ୍ତୀ ଅଛି ଯେ ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚିକୁ ପରାସ୍ତ କରି ପାରିଲେନି, ଶ୍ରୀଜଗନ୍ନାଥଙ୍କ ସେବକମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ । ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ…
By: Srikanta Singh A 10th Century Monument – Tarakeswar Temple, Ganeswarpur, Govindpur, Cuttack, Odisha, India. The Tarakeswar temple is constructed on the background of Jalauka Hills and the bank of river Birupa. This temple is completely in damage condition, without…
ଲେଖା: ଶିବାଶିଷ ମହାପାତ୍ର ୧୮୯୦ ମସିହାର ଆଠମଲ୍ଲିକ ରାଜ୍ୟ । ଏକ ସ୍ବତନ୍ତ୍ର ରାଜ୍ୟର ପରିଚୟ ଲାଭ କରିବା ପୂର୍ବରୁ ଥିଲା ଏକ ଜମିଦାରୀ । ୧୮୭୪ ମସିହା ବେଳକୁ ଜମିଦାରୀ ଯାଗିରି ଉଠି ବନିଯାଇଥିଲା ଏକ ସ୍ବତନ୍ତ୍ର ରାଜ୍ୟ । କିମ୍ବଦନ୍ତୀ ଅନୁସାରେ କଦମ୍ବ ବଂଶଜ ରାଜା ପ୍ରତାପ ଦେଓ ଏଗାର ଶହ ଶତାବ୍ଦୀରେ…
ଲେଖା: କୁଳମଣି ଷଡ଼ଙ୍ଗୀ ମହାନଦୀକୁ ‘ଉତ୍କଳଗଙ୍ଗା’ ନାମରେ ନାମିତ କରିବାର ଯଥାର୍ଥତା ଅଛି। ଅମର କଣ୍ଟକରୁ ବାହାରି, ବହୁ ଦୀର୍ଘପଥ ଅତିକ୍ରମକରି ସିନ୍ଧୁରେ ବିଲୀନ ହେବା ଆଗରୁ ଉତ୍କଳ ଭୂଇଁ ଛୁଇଁ ଏହା ତିନୋଟି କାରଣରୁ ପବିତ୍ର ହୋଇଯାଇଛି । ପ୍ରଥମତଃ ସୁବର୍ଣ୍ଣପୁର ଠାରେ “ସୁବର୍ଣ୍ଣାକ୍ଷ ମହାଦେବ”ଙ୍କର ପଦଧୌତକରି ପବିତ୍ର ହେବାପରେ, ମହାନଦୀ କଣ୍ଟିଲୋ ଠାରେ…
ଲେଖା: କୁଳମଣି ଷଡ଼ଙ୍ଗୀ ନୟାଗଡ଼ଠାରୁ ୩୦ କିଲୋମିଟର ଦୂରରେ, ମହାନଦୀ କୂଳରେ ବ୍ରହ୍ମାଦ୍ରି-ନାଥ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ଅବସ୍ଥିତ। ଉତ୍ତରରେ ଉତ୍କଳ-ଗଙ୍ଗା ମହାନଦୀ,ଦକ୍ଷିଣ ପଶ୍ଚିମରେ କୁମାରୀକା (କୁଆଁରୀଆ ନଦୀ) ଏବଂ ପୂର୍ବରେ କୁସୁମୀ ନଦୀ ଦ୍ୱାରା ବେଷ୍ଟିତ ଦ୍ୱୀପ ସଦୃଶ ଏକ ଭୂଖଣ୍ଡ ଭିତରେ ‘କାଳିଆ ପଲ୍ଲୀ‘ ନାମରେ ଶବର ଅଧ୍ୟୁଷିତ ଗାଁ’ଟିଏ ଅଛି। ଏହା…
ଲେଖା: ଦେଵ ତ୍ରିପାଠୀ ୧୯୦୩ ମସିହା । ମାନ୍ଦ୍ରାଜରେ କଂଗ୍ରେସ ଅଧିବେଶନରେ ଓଡ଼ିଆ ପ୍ରତିନିଧି ତଥା ସ୍ବାଭିମାନୀ ଓଡ଼ିଆ ମଧୁବାବୁ ଯୋଗଦେଇ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରାଇବାର ପ୍ରସ୍ତାବ ରଖିଥିଲେ । ତେଲୁଗୁ ପ୍ରତିନିଧିଗଣ ଏକଜୁଟ ହୋଇ ଗଞ୍ଜାମ ଜିଲ୍ଲା ଓ ମାନ୍ଦ୍ରାଜ ପ୍ରଦେଶର କୌଣସି ଅଂଶ ଓଡ଼ିଶା ସହ ମିଶିବ…
ଲେଖା: ଦେଵ ତ୍ରିପାଠୀ ଅଢ଼େଇ ହଜାର ବର୍ଷର ନଗର ଏଇ କଟକ । ଏଠାକାର ବାଲି, ଗୋଡ଼ି ମାଟିରେ ରହିଛି ଇତିହାସର ମହକ । ସେଥିପାଇଁ ତ ଓଡ଼ିଶା ମାଟିର ଗାରିମାର କଥା ପଢ଼ିବାକୁ ହେଲେ ସର୍ବାଗ୍ରେ ଆସେ ଐତିହ୍ୟ ନଗରୀ କଟକର ଇତିହାସ ! ମହାନଗରୀରେ ଥିବା ଅନେକ ପ୍ରାଚୀନ ମନ୍ଦିର ମଧ୍ୟରୁ ଦେବୋତ୍ତର…
ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଓ ମୁକ୍ତେଶ୍ଵର ଦେଉଳର ଠିକ୍ ପାର୍ଶ୍ୱରେ ସିଦ୍ଧେଶ୍ୱର ଦେଉଳ ଅବସ୍ଥିତ। ଜଗନ୍ନାଥ ସଡକର ଦକ୍ଷିଣ ପଟକୁ ଲାଗି ଏହି ସ୍ଥାନ। କେଦାରେଶ୍ବର, ଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ଦେଉଳକୁ ଲୋକ ଯେମିତି ଜାଣନ୍ତି ପ୍ରାୟ ସମସ୍ତେ ଏହାଙ୍କୁ ସେମିତି ଜାଣନ୍ତି…
ଲେଖା: ପ୍ରଭାସ ରଞ୍ଜନ ଖଟୁଆ ପୁରାଣପ୍ରସିଦ୍ଧ ପଵିତ୍ର ଜଳୌକା ପାହାଡ଼ କଟକରୁ ପ୍ରାୟ ୩୦ କି.ମି. ଦୂର ଛତିଆର ଦକ୍ଷିଣ-ପୂର୍ବ ଓ ଟାଙ୍ଗିର ଉତ୍ତର-ପୂର୍ଵ କୋଣରେ ବିରୂପା ନଦୀକୂଳରେ ଦଣ୍ଡାୟମାନ । ମାଣ୍ଡୁକା ପାହାଡ଼ ଓ ଜଳୌକା ପାହାଡ଼ ସମାନ୍ତରାଳ ଭାବେ ରହିଛି । ଏହି ଦୁଇ ପାହାଡ଼ର ମଧ୍ୟବର୍ତ୍ତୀ ପ୍ରଶସ୍ଥ ସ୍ଥାନ ଅତ୍ୟନ୍ତ ମନୋରମ…
ଉପସ୍ଥାପନା: ଆଫ଼ତାବ ହୋସେନ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଲଡୁବାବା ଅନ୍ୟତମ। ଏହିଠାରେ ଭଗବାନ ଶିବ ଲଡୁକେଶ୍ବର ନାମରେ ପୂଜା ପାଆନ୍ତି। ଏହି ମନ୍ଦିର ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଅବସ୍ଥିତ। ଏହି ମନ୍ଦିରର ଭାସ୍କର୍ଯ୍ଯକଳା ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀର ସମିଶ୍ରଣ । ଶିବରାତ୍ରିରେ ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି। ଲଡ଼ୁକେଶ୍ବର…