Category ପର୍ଯ୍ୟଟନ ଆକର୍ଷଣ

ବୁଦ୍ଧନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ପୁଣ୍ୟତୋୟା ପ୍ରାଚୀନଦୀ ଅବବାହିକାରେ ହାତଗଣତି କେତୋଟି ସୁକ୍ଷ୍ମ କାରୁକାର୍ଯ୍ୟସମ୍ପନ୍ନ ମନ୍ଦିର ନିର୍ମାଣ ହୋଇଛି ତନ୍ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀ ବୁଦ୍ଧନାଥ ମନ୍ଦିର ହେଉଛି ଅନ୍ୟତମ l ଏହି ମନ୍ଦିରଟି ଏକାଦଶ ଶତାବ୍ଦୀରେ ତତ୍କାଳୀନ ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ଯାହାକି…

ଚମ୍ପାନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ କଟକ ଜିଲ୍ଲାର କେତୋଟି ଗଡ଼ଜାତ ଅଞ୍ଚଳ ମଧ୍ୟରେ ନରସିଂହପୁର ଗଡ଼ଜାତ ହେଉଛି ଅନ୍ୟତମ l ପାହାଡ଼, ପର୍ବତ, ଝରଣା, ଅରଣ୍ୟ, ପ୍ରାଚୀନ ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜି ପାଇଁ ଏହି ଅଞ୍ଚଳ ସୁପରିଚ l କଟକ ଜିଲ୍ଲାର ପ୍ରସିଦ୍ଧ ଦେଓଝର ଓ ଡାବରଖୋଲ ଜଳପ୍ରପାତ ଏହି ଅଞ୍ଚଳରେ ଅବସ୍ଥିତ l ଦେବଭୂମି…

ଭଟ୍ଟାରିକା

ଲେଖା: ଶ୍ରୀକାନ୍ତ ସିଂହ ଗୋଟେ ପାଖରେ କଣ୍ଟିଲୋର ନୀଳମାଧବ ଓ ଅନ୍ୟ ପାଖରେ ରତ୍ନଗିରି ପାଦଦେଶରେ ଥିବା ଭଟ୍ଟାରିକା ଦେଵୀପୀଠ ଆଉ ମଝିରେ ମହାନଦୀର ସୁ-ବିସ୍ତାର ବକ୍ଷ l ମହାନଦୀର ଉତ୍ପତ୍ତି ସ୍ଥଳରୁ ସାଗର ବିଲୟ ପର୍ଯ୍ୟନ୍ତ ସୁଦୀର୍ଘ ଯାତ୍ରା ପଥରେ ଏହି ବଡମ୍ବାଠାରେ ହିଁ ନଦୀର ଶଯ୍ୟା ବୋଧହୁଏ ସବୁଠୁ ଅଧିକ ଚଉଡ଼ା ଓ…

ଶିମିଳି

ଲେଖା: ଅମ୍ବରୀଶ ମଙ୍ଗରାଜ ସୂର୍ଯ୍ୟ ନମସ୍କାର କରୁ କରୁ ଦିନେ Hello Gang କହିଲେ ଭାଇ ବୁଲିବାକୁ ଗଲେ ହୁଅନ୍ତାନ୍ତି, ବହୁତ ଦିନ ହେଲା କୁଆଡ଼େ ଯାଇନେ ବାହାରକୁ, କଥା ଟା ବି ଠିକ ଥିଲା । ଗୁରୁଜୀ ହାପି ଭାଇ ବି ସମ୍ମତି ଦେଲେ ଯିବା ପାଇଁ । ହେଲେ ସୁନ୍ଦରୀ ଓଡ଼ିଶାର କିଛି…

ଗୋକର୍ଣ୍ଣେଶ୍ବର ମହାଦେବ

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ  ଲିଙ୍ଗରାଜଙ୍କ ଦେଉଳରୁ ପ୍ରାୟ ୧.୮ କିଲୋମିଟର ଦୂରରେ ବ୍ରହ୍ମେଶ୍ବର ଦେଉଳର ଅନତିଦୂରରେ ଗୋକର୍ଣ୍ଣେଶ୍ବର ମହାଦେବ ମନ୍ଦିର ଅବସ୍ଥିତ। ଶିଶୁପାଳଗଡ଼ଠାରେ ଗନ୍ଧବତୀ ନଦୀ ତୀରରେ ପଶ୍ଚିମମୁଖା ଗୋକର୍ଣ୍ଣେଶ୍ବର ଦେବଙ୍କ ଆସ୍ଥାନ।  ଲିଙ୍ଗ ସ୍ଵରୁପ ନିର୍ମାଣ କାଳ ପୁରାତନ ହେଲେ ମଧ୍ଯ ଏହି ଗୋକର୍ଣ୍ଣେଶ୍ବର ମହାଦେବ ଦେଉଳ ବର୍ତ୍ତମାନର ଗଜପତି ମହାରାଜାଙ୍କ କରକମଳରେ…

Papakshya Ghat

By: Shibashish Mahapatra କବି ଗଙ୍ଗାଧର ଲେଖିଲେ କବିତା ପାପକ୍ଷୟ ଘାଟ ନାମ, ସୁବର୍ଣ୍ଣପୁର ସୁନା ମାଟିର କରୁଅଛି ଗୁଣ ଗାନ । Odisha has created a different identity because of its Culture, Tradition and Heritage. One can find the presence of History in every step.…

Papanga Hills

By: Shibashish Mahapatra Odisha is surrounded by lush green forests, beautiful temples, amazing architecture and mind-blowing monuments. For Odisha and Odia, these things hold an important role. Historically and culturally, these are associated in the daily life of Odias. Back…

ତ୍ରିଲୋଚନେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ଯାଜପୁର ନଗରରେ ବିରଜା କ୍ଷେତ୍ର ଠାରୁ ମାତ୍ର ୩କି.ମି. ଦୂରରେ ତ୍ରିଲୋଚନେଶ୍ୱର ମନ୍ଦିର ଅବସ୍ଥିତ । ଏହି ଶୈବପୀଠଟି ପ୍ରାୟତଃ ଦଶମ ଶତାବ୍ଦୀର । ତ୍ରିଲୋଚନେଶ୍ୱର ମନ୍ଦିର ଅତ୍ୟନ୍ତ ମନୋମୁଗ୍ଧକର କାରୁକାର୍ଯ୍ୟ ସମ୍ପନ୍ନ । ଏହି ମନ୍ଦିର ଭାରତୀୟ ପ୍ରତ୍ନତ୍ତତ୍ୱ ସର୍ବେକ୍ଷଣ ଅଧୀନରେ ରହିଛି । ମନ୍ଦିରର ଚତୁଃପାର୍ଶ୍ଵରେ ସୁନ୍ଦର…

ଗଙ୍ଗେଶ୍ୱରୀ ମନ୍ଦିର

ଲେଖା: ଦେଵ ତ୍ରିପାଠୀ   ଗୋପଠାରୁ ମାତ୍ର ୩କି.ମି ଦୂରର ବୟାଳିଶବାଟି ଗ୍ରାମ । ସେ ଗ୍ରାମରେ ଅବସ୍ଥିତ ମହାର୍ଘ କାରୁକାର୍ଯ୍ୟରେ ଭରା ଏକ ଭବ୍ୟ ଅଥଚ ଅବହେଳିତ, ଅପାଙ୍କ୍ତେୟ ମନ୍ଦିର ! ପ୍ରାଚୀନଦୀ ଅବବାହିକାରେ ଏହି ସୁନ୍ଦର ମନ୍ଦିରଟି ତତ୍କାଳୀନ ଗଙ୍ଗବଂଶୀ ରାଜାମହାରାଜାଙ୍କ (ଚୋଡ଼ଗଙ୍ଗ, ଲାଙ୍ଗୁଳା ନରସିଂହ ଦେବ ଇତ୍ୟାଦି) ଇଷ୍ଟଦେବୀ ମା’ ଗଙ୍ଗେଶ୍ୱରୀଙ୍କ…