Physical Address
Sai Samarpanam, Satya Vihar, Bhubaneswar

ଲେଖା: ଫ୍ରାନସିସ୍ ଶତପଥୀ କଟକକୁ ଭଲପାଉଥିବା, କଟକକୁ ଜୀଇଁଥିବା, କଟକର ନାଁ ରଖିଥିବା ମଣିଷଙ୍କ ନାଁ ଯଦି ନିଆଯାଏ, ତେବେ ଅକ୍ଷୟ ମହାନ୍ତିଙ୍କ ବିନା ସେ ଅପୂର୍ଣ୍ଣ ରହିବ ନିଶ୍ଚୟ। ଯା’ର ଚାଲି କଟକୀ, ବୋଲି କଟକୀ, ପ୍ରେମ କଟକୀ ଆଉ ନଖରାମି ବି କଟକୀ । ଏଇ ଐତିହାସିକ ସହରର ଗଳିକନ୍ଦିକୁ ଅତି ପାଖରୁ…

କବି ଭାନୁଜୀ ରାଓ ଲେଖା: ଅଶୋକ ମିଶ୍ର କଟକର କାଳୀଗଳିର ଗହଳି ଭିତରେ କବିର ସେ ଛୋଟ ଗୋଲେଇ ଘର l ପିତୃପୁରୁଷରୁ ଅର୍ଜିତ ପର୍ଯ୍ୟାପ୍ତ ନାମ ଓ ଭୂସମ୍ପତ୍ତି l କବାଟ ଖୋଲି ଭିତରକୁ ପଶିଲେ ଆଖିରେ ପଡ଼େ ଯତ୍ନରେ ବଢିଥିବା ଫୁଲଗଛ l ତିନୋଟି ପ୍ରଶସ୍ତ ପାହାଚ l ତାକୁ ଡେଇଁଲେ ଗୋଟିଏ…

ଉପସ୍ଥାପନା: ଅରକ୍ଷିତ ପୃଷ୍ଟି ପୁଣ୍ୟଭୂମି ଉତ୍କଳର ମାଟି, ପାଣି, ପବନ, କଳାସଂସ୍କୃତି, ସାହିତ୍ୟ, ପରମ୍ପରା, ଭାଷା ପ୍ରଭୃତିକୁ ଅତିରୁ ଅତି ଭଲ ପାଉଥିବା, ଉତ୍କଳ ଜନନୀର ପ୍ରାଣ ସ୍ପନ୍ଦନକୁ ମର୍ମେ ମର୍ମେ ଅନୁଭବ କରିପାରୁଥିବା, ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅତୁଳନୀୟ-ତ୍ୟାଗୀପ୍ରବର-ସ୍ୱାଧୀନଚେତା ତଥା ପ୍ରଚଣ୍ଡ ସ୍ୱାଭିମାନୀ ପୁରୁଷ ହେଉଛନ୍ତି ଉତ୍କଳ ମାତାର…

ସୌରଭିତ ସୃଷ୍ଟି: ଗଙ୍ଗାଧର ମେହେର (ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି । ଭାରତୀୟ ସାହିତ୍ୟରେ ମଧ୍ୟ ସେ ଜଣେ ଯଶସ୍ଵୀ କବି ଭାବେ ପରିଚିତ। ତାଙ୍କର ଜୀବନୀ ସେ ଅତି ସଂକ୍ଷିପ୍ତ ଭାବରେ ରଚନା କରିଛନ୍ତି । ଉତ୍କଳ ଖଣ୍ଡର ସେହି ମହାନ କବି ଗଙ୍ଗାଧର ମେହେରଙ୍କ ଆତ୍ମଜୀବନୀ ଉପସ୍ଥାପନା କରି…

~ ରାମକୃଷ୍ଣ ନନ୍ଦ ~ ଲେଖା: ଅମୃତେଶ ଖଟୁଆ ଓ ଦେଵ ତ୍ରିପାଠୀ ଆହେ ଦୟାମୟ ବିଶ୍ଵବିହାରୀ । ଘେନ ଦୟାବହି ମୋ’ର ଗୁହାରି। ଜଳ, ସ୍ଥଳ, ବନ, ଗିରି, ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ। ଇଏ କେବଳ ଭକ୍ତିକବିତାଟିଏ ତ ନ ଥିଲା, ଥିଲା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଭାବପ୍ରବଣତା, ଶିଶୁକିଶୋରଙ୍କ…

ଲେଖା: ଦେଵ ତ୍ରିପାଠୀ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆଁ କହୁଛି ପାତକୀ ! ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି ବିଛୁଆତି ଅବା କେତକୀ ?” ଅଭିମାନଭରା ହୃଦୟରେ ଜୀବଦ୍ଦଶାରେ କେବେ ଲେଖିଥିଲେ ସେ ଏଇପଦକ ! ଜୀବନର ଶେଷ ସମୟ ଯାଏଁ ଏଇ ଆଶାରେ ସେ ଜୀଇଁ ଥିଲେ,…

ଲେଖା: ନିରଞ୍ଜନ ସାହୁ ୧୮୯୯ ମସିହା ନଭେମ୍ବର ମାସ ଏକୋଇଶି ତାରିଖରେ ବାଲେଶ୍ଵର ଜିଲ୍ଲା ଅଗରପଡ଼ା ରାଜବାଟୀ ଉତ୍ସବ ମୁଖର ଓ ଚଳଚଂଚଳ ହୋଇଉଠିଲା । ଜନ୍ମ ନେଲେ ରାଜଗାଦୀ ପାଇଁ ଭବିଷ୍ୟତର ବଂଶଧର । କିନ୍ତୁ ରାଜ-ଐଶ୍ୱର୍ଯ୍ୟକୁ ପାଦରେ ଆଡ଼େଇ ଦେଇ ସେହି ଶିଶୁଟି ଯେ, ଦେଶ ପାଇଁ ନିଜକୁ ସମର୍ପଣ କରିଦେବ, ଏ…

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ଲେଖା: ନିରଞ୍ଜନ ସାହୁ ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ, ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି…

ଲେଖା: ଦେଵ ତ୍ରିପାଠୀ “ମାନସ ହଂସ ମୁଁ, ମାନସେ ଯିବି ଉଡ଼ି, ଭରମେ ଅବିରତ, ମୋ ଦୋଷେ ପଥ ହୁଡ଼ି ଛାଡ଼ିବି ଦୂରେ ଯିବି ପାରାବାରେ ଭାସିବି ଲଂଘି ହିମଗିରି ଯିବିଗୋ ବେଳ ଥାଉଁ l ଜୀବନ ପାତ୍ର ମୋ ଭରିଛ କେତେ ମତେ, ନ ଦେଲ କିଛି ବୋଲି କହିବି କି ହେ ଆଉ…