Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ସାଧୁସନ୍ଥ ଜନଙ୍କର ପରମ କାରଣ ଦୁଷ୍ଟ ଜନଙ୍କର ଗର୍ବର ଗଞ୍ଜନ, ସନ୍ଥ ପ୍ରାଣୀଙ୍କର ଆରତ ତରୁଥିବ ରାମ ରାମ ବାଇଲେ କି ଛାଡିଯିବ ପାପ ଏ ଘଟରୁ ମୁକ୍ତ କର ହେ ପ୍ରଭୁ ରାମ ସଦା ତୁଣ୍ଡେ ନେଉ ଅଛି ତୁମ୍ଭରି ହେ ନାମ ।”…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ। ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ ସର୍ବେସିନା ଚଳିଯିବା ରହି କାଳବଳେ II *** *** *** *** ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ, ସତ୍ୟ…

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆରେ କାହିଁକି ଲେଖିବି ~ ସବୁ ଦେଶର ଲେଖକ-ଜାତି ଦରିଦ୍ର ! Suffering is the badge of our tribe! ଲାଞ୍ଛନା ଆମ୍ଭମାନଙ୍କର ଲାଞ୍ଛନ । ଲାଞ୍ଛନା ଓ ଦୁଃଖ, ସାଧନା ଓ ଅନୁଭୂତିର ଜନନୀ ଓ ଧାତ୍ରୀ । ସାଧନା ଓ ଅନୁଭୂତି ସାହିତ୍ୟ-ସୃଷ୍ଟିର ମେରୁଦଣ୍ଡ…

ରଚନା: ଅମୃତେଶ ଖଟୁଆ ~ ବସନ୍ତ ~ ବସନ୍ତ ଉପରେ ଏକ ଛାନ୍ଦ, ରଚନା କରିଛନ୍ତି ଯୁବକବି ଅମୃତେଶ ଖଟୁଆ । ପାଠକଙ୍କ ଉଦ୍ଦେଶ୍ୟରେ କବିତାର ଟୀକା ନିମ୍ନରେ ପ୍ରଦାନ କରାଯାଇଛି । ଝଳି ବିତାନେ ଅଇଲା ଛୁରିଅନା ଅନା ନୟନ କିଶଳୟେ କେତକୀକଢି କି ଯମଦାଢ ଭାଙ୍ଗି ଭଙ୍ଗୀ ତୋଳୁଛି ଏକଲୟେ ପାଟଳୀ, ବସନ୍ତ…

ଉପସ୍ଥାପନା: ଅରକ୍ଷିତ ପୃଷ୍ଟି ~ ଉତ୍କଳ ଇତିହାସ ~ ଉତ୍କଳମାତାଙ୍କର ସୁଯୋଗ୍ୟ ସନ୍ତାନ ଜାତିପ୍ରାଣ ବରେଣ୍ୟ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଅମର ଆତ୍ମାଙ୍କୁ କୋଟି ପ୍ରଣିପାତ ଜଣାଇ ଆସନ୍ତୁ ତାଙ୍କ ପ୍ରଣୀତ “ଉତ୍କଳ ଇତିହାସ”ରେ କଳିଙ୍ଗ ବୀରପୁତ୍ରମାନଙ୍କର ମହାଭାରତ ଯୁଦ୍ଧରେ ଅଂଶ ଗ୍ରହଣ ତଥା ବିରତ୍ୱ ପ୍ରଦର୍ଶନର ସୁନ୍ଦର ବର୍ଣ୍ଣନାକୁ ପାଠ କରିବା । ମହାଭାରତ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~ ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି…

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି ।…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ କୁଆ ଓ ତତ୍ ସମ୍ବନ୍ଧୀୟ ଅନ୍ୟ ଓଡ଼ିଆ ଶବ୍ଦ ~ କାକ ଵା କାଉର ଆଉ ଏକ ଓଡ଼ିଆ ପ୍ରତିଶବ୍ଦ କୁଆ । ପୁଣି ଲକ୍ଷଣାର୍ଥ କୁଆ ପରି ଗୋଳମାଳ ଗଣ୍ଡଗୋଳ ହୋହଲ୍ଲା କରିଵା ଵ୍ୟକ୍ତିକୁ ମଧ୍ୟ କୁଆ କୁହାଯାଏ । ଯେଉଁମାନେ ଅଇଁଠା ଓ ଅମେଧ୍ଯ…

ଲେଖା: ଶିଶିର ମନୋଜ ସାହୁ ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ’ଣ ! ୧. ଦୀପାବଳୀ ୨. ଦୀପାବଳି ୩. ଦିପାବଳୀ ୪. ଦିପାବଳି ୫. ଦୀପାୱଳୀ ୬. ଦୀପାୱଳି ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍…

ସୌରଭିତ ସୃଷ୍ଟି: ବଳରାମ ଦାସ କବି ବାଲ୍ମୀକି ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ସଂସ୍କୃତରେ ସାତଖଣ୍ଡ ରାମାୟଣ ଲେଖିଲେ। ଏହି ସଂସ୍କୃତ କାହାଣୀକୁ ପଢି ବୁଝି ଜଗନ୍ନାଥ ଦାସଙ୍କ ସାଙ୍ଗ ବଳରାମ ଦାସ ଓଡ଼ିଆମାନଙ୍କ ପାଇଁ ଓଡ଼ିଆ ଭାଷାରେ ଲେଖିଦେଲେ ରାମଚନ୍ଦ୍ରଙ୍କର ଜୀବନ କଥା। ଲେଖୁ ଲେଖୁ କିଛି ନୂଆ କଥା ବି ଖଞ୍ଜିଦେଲେ।ତାହା ହିଁ ତାଙ୍କର ମୌଳିକତା…