Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଶାସ୍ତ୍ରରେ କଥିତ ଷୋଡ଼ଶ ମାତା ଏଵଂ ଓଡ଼ିଆ ଜନସମାଜରେ ତହିଁର ପ୍ରତିଫଳନ ~ ଷୋଡଶ ପ୍ରକାର ମାତାଙ୍କ କଥା ବ୍ରହ୍ମଵୈଵର୍ତ୍ତ ପୁରାଣର ଗଣପତିଖଣ୍ଡରେ କାର୍ତ୍ତିକେୟ ସଂଵାଦସ୍ଥ ୧୫ତମ ଅଧ୍ଯାୟରେ ଲେଖାଅଛି: “ସ୍ତନଦାତ୍ରୀ ଗର୍ଭଧାତ୍ରୀ ଭକ୍ଷଦାତ୍ରୀ ଗୁରୁପ୍ରିୟା । ଅଭୀଷ୍ଟଦେଵପତ୍ନୀ ଚ ପିତୁଃ ପତ୍ନୀ ଚ କନ୍ଯକା…

ଲେଖା: ଶିଶିର ମନୋଜ ସାହୁ ~ ରାଣୀଗୁମ୍ପା ଶିଳାଲେଖର ଚିତ୍ର ଓ ଖାରବେଳଙ୍କ ଜୀଵନୀ ~ ରାଣୀଗୁମ୍ଫା ଉପର ମହଲାରେ ଖୋଦିତ ଚିତ୍ରାଵଳୀ (ଫଳକ ନମ୍ବର ୨)କୁ ଅନୁଧ୍ୟାନ କରି ବରପାଲି ନିଵାସୀ ପ୍ରଖ୍ୟାତ ଐତିହାସିକ ସ୍ଵର୍ଗୀୟ ନଵୀନ କୁମାର ସାହୁ ଏ ସମ୍ବନ୍ଧରେ ନିମ୍ନୋକ୍ତ ଵର୍ଣ୍ଣନା ପ୍ରଦାନ କରିଥିଲେ । “ଥରେ ସିଂହପଥର ରାଜା…

ସୌରଭିତ ସୃଷ୍ଟି: ଅଭିମନ୍ୟୁ ସାମନ୍ତସିଂହାର ~ ବିଦଗ୍ଧ ଚିନ୍ତାମଣି ~ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଉତ୍କଳୀୟ ରୀତିଯୁଗୀୟ ସାହିତ୍ୟଜଗତର ଜଣେ ଅନ୍ୟତମ କାବ୍ୟସ୍ରଷ୍ଟା। ଅଷ୍ଟାଦଶ ଶତାବ୍ଦୀରେ ଉତ୍କଳୀୟ କାବ୍ୟାକାଶରେ ଅସାଧାରଣ ମାର୍ତ୍ତଣ୍ଡ ତୁଲ୍ୟ ଏହି ଅନନ୍ୟ ପ୍ରତିଭାଙ୍କ ବର୍ଣ୍ଣିଳ ଶୈଳୀ, ଆବେଗସ୍ନାତ ଭାଷା, ଗମ୍ଭୀର ଭାବନା, ଆଳଙ୍କାରିକ ଛଟା, ମନୋଜ୍ଞ ଚେତନା ସୃଷ୍ଟ କାବ୍ୟ-କବିତାନିଚୟ ଉତ୍କଳର…

ସୌରଭିତ ସୃଷ୍ଟି: ବ୍ୟାସକବି ଫକୀରମୋହନ ସେନାପତି ~ ସାଧୁ ସୁନ୍ଦର ଦାସଙ୍କ ଅଦ୍ଵୈତବାଦ ~ ସାଧୁ ସୁନ୍ଦର ଦାସ । ଓଡ଼ିଶାର ଏକ ଖଣ୍ଡିତ ଅଞ୍ଚଳରେ ସୀମିତ ରହିଯାଇଥିବା ସାଧୁ ସୁନ୍ଦର ଦାସ ! ଏକାଧାରରେ ଯୋଗୀ, ମହାତ୍ମା, ତ୍ୟାଗୀ, ବ୍ରହ୍ମଚାରୀ, ସନ୍ଥ, ଜ୍ଞାନୀ, ସମାଜ ସଂସ୍କାରକ, ସଂଗ୍ରାମୀ, ବୈଦାନ୍ତିକ, ସାହିତ୍ୟିକ, ଏକେଶ୍ଵରବାଦୀ, ସର୍ବଧର୍ମ ସମନ୍ୱୟର…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ବୁଢ଼ : ହଜିଯାଇଥିଵା ଏକ ଓଡ଼ିଆ ଶବ୍ଦ ~ ଓଡ଼ିଶାରେ ଲୋକଵାଣୀ ଅଛି, “ବୁଢ଼ ଗାଈ ବ୍ରାହ୍ମଣକୁ ଦାନ !” ବ୍ରାହ୍ମଣଙ୍କୁ ବୁଢୀ଼ଗାଈ ଦାନ ଯେମିତି ନିଷ୍ଫଳ ସେହିପରି କୌଣସି ଆଡ଼ମ୍ବରପୂର୍ଣ୍ଣ କଷ୍ଟସାଧ୍ୟ କାର୍ଯ୍ୟ ନିଷ୍ଫଳ ହେଵା କ୍ଷେତ୍ରରେ ସମ୍ଭଵତଃ ଏହି ଢଗଟି ପ୍ରୟୋଗ କରାଯାଏ…

ଲେଖା: ରବିନାରାୟଣ ସାହୁ ସୁନ୍ଦର ଭାଷା ଭାବପୂର୍ଣ୍ଣ ପୂଣ୍ୟତୋୟା ମା’ ଉତ୍କଳ ଜନନୀଙ୍କ ବର୍ଣ୍ଣନା, ଉତ୍କଳ ମାତାର ପଦପଙ୍କଜରେ ଅପୂର୍ବ ଶବ୍ଦଭେଟି, ସୁନ୍ଦର ଦେଶପ୍ରେମ ସଂଗୀତ ‘ତୁଙ୍ଗ ଶିଖରୀ ଚୁଳ କୁଞ୍ଜ କାନନ ମାଳ’ ବୃତ୍ତରେ ଅମ୍ଳାନପ୍ରତିଭା କବି ରବିନାରାୟଣ ସାହୁଙ୍କ ମନଛୁଆଁ ଆତ୍ମ ବିଭୋର ସୃଜନୀ ‘ବନ୍ଦେ ଉତ୍କଳ ଭାରତୀ’ . . ~…

ସୌରଭିତ ସୃଷ୍ଟି: କବିକୁଳକଞ୍ଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ~ ବୈଦେହୀଶ ବିଳାସ ~ ମହାକାବ୍ୟ “ବୈଦେହୀଶ ବିଳାସ” ମହାକବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସର୍ବଶ୍ରେଷ୍ଠ ଅବଦାନ। ଭାବର ଗାମ୍ଭୀର୍ଯ୍ୟରେ, ଭାଷାର ମାଧୁର୍ଯ୍ୟରେ, ଛନ୍ଦର ଲାଳିତ୍ୟରେ, ଅପରୂପ ଶବ୍ଦବିନ୍ୟାସ ଓ ଆଳଙ୍କାରିକ ଶୈଳୀରେ ଏହା ପ୍ରାଚୀନ ଉତ୍କଳ ସାହିତ୍ୟର ଏକ ଅମୂଲ୍ୟ ରତ୍ନ। କେବଳ ଉତ୍କଳ ସାହିତ୍ୟ…

ଲେଖା: ନିରଞ୍ଜନ ସାହୁ ~ ସତ୍ୟନାରାୟଣ ପାଲା ~ ଓଡ଼ିଶାର ପାଲା ବହୁ ପ୍ରାଚୀନ । ପରବର୍ତ୍ତୀ ସମୟରେ ସତ୍ୟପୀର ପାଲା ଓଡ଼ିଶାରେ ପ୍ରବେଶ କରିଥିବା ସହଜେ ଅନୁମେୟ । କିନ୍ତୁ ସତ୍ୟନାରାୟଣ ପାଲା , ଯାହା ଓଡ଼ିଶାର ଆତ୍ମା, ତାହାର ଉଦ୍ଭବ ଗଂଗବଂଶ ରାଜୁତି ସମୟର । ଗବେଷକ ନୀଳମଣି ମିଶ୍ରଙ୍କ ଏହି ଉକ୍ତିକୁ…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଲେଖା: ବନ୍ଧନ ଦଳେଇ ~ ଆମ ଲୋକସାହିତ୍ୟ ~ “ଚଇତି ସକାଳ ନିର୍ମଳ ଜଳ, ଜଳେ ହସୁଛନ୍ତି କଇଁ କମଳ । ଦଳ ପିମ୍ପୁଡ଼ି ଡାହୁକ ଗର୍ଜନ, କୁମ୍ଭାଟୁଆ ହୁଁ ହୁଁ କରୁଚି ଶୁଣ । ବିଲ ମାଳେ ଗଲେ ଟିଁ ଟିଁ ଗାଇ, ଜାଲ ନେଇଗଲେ କେଉଟ ରାଇ।” (#ଚଇତିଘୋଡ଼ା_ଗୀତ) ଚଇତିଘୋଡ଼ା ଗୀତ !…