Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ହୁତାତ୍ମା ଦିଵାକର ପରିଡ଼ା ରଣପୁର ପ୍ରଜା ଆନ୍ଦୋଳନର ଅମର ସୂତ୍ରଧର ସ୍ଵାଧୀନତା ସଂଗ୍ରାମୀ ହୁତାତ୍ମା ଦିଵାକର ପରିଡ଼ା ବ୍ରିଟିଶ୍ ପଲିଟିକାଲ ଏଜେଣ୍ଟ “ମେଜର ବେଜେଲଗେଟ୍” ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ କାରାରୁଦ୍ଧ ଅଵସ୍ଥାରେ “ଉତ୍କଳ ସରଗ ମୋର ଜନ୍ମସ୍ଥାନ” ନାମକ ଗୋଟିଏ ଦେଶାତ୍ମବୋଧକ କଵିତା ରଚନା କରିଥିଲେ । ସେହି କଵିତା ରଚନା…
ଲେଖା: ଶିଶିର ସାହୁ ମନୋଜ ଶିକ୍ଷିତ ଓଡ଼ିଆ ଲୋକଙ୍କ ମଧ୍ୟରେ ସଂଧ୍ୟା ଓ ସନ୍ଧ୍ୟା ମଧ୍ୟରେ କେଉଁଟି ଶୁଦ୍ଧ ଓ ସଠିକ ବୋଲି ବହୁ ଦିନ ହେବ ଏକ ଅନ୍ତହୀନ ତର୍କ ଵିତର୍କ ଲାଗିରହିଛି ! ଓଡ଼ିଆ ଲୋକେ ସାଧାରଣତଃ ସନ୍ଧ୍ୟା ଉଚ୍ଚାରଣ ଅନୁସାରେ ଲେଖିଥାନ୍ତି, ପୁଣି ବହୁ ଆଧୁନିକ ଭାଷାବିତ ମଧ୍ଯ ଏହାକୁ ଵ୍ୟାକରଣସିଦ୍ଧ…
ଲେଖା: ଶିଶିର ସାହୁ ମନୋଜ ସମ୍ବଲପୁରୀରେ ପ୍ରଚଳିତ ଖରନ୍ ଶବ୍ଦର ମୂଳ ଖର ଏଵଂ ଏହି ଶବ୍ଦରୁ ଏ ଶବ୍ଦଟି ଆସିଛି । ମୁର୍ଦଙ୍ଗରେ ଖର ଦେଵା ଓ ଉତ୍ପାତ ହେଲେ ଖର ଛଡା଼ତେଲ ପିଟାମରା କରି ଦେଵା ହେଉଛି ଏହି ଖରନ୍ ଶବ୍ଦର ମୁଖ୍ୟ ଅର୍ଥ । ଏଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ…
ଲେଖା: ଶିଶିର ସାହୁ ମନୋଜ ଅନେକଙ୍କ ଭ୍ରମ ଧାରଣା ଯେ କାଶ୍ମୀର ଏକ ଆରବୀ ପାର୍ସୀ ଶବ୍ଦ ତେଵେ ପ୍ରକୃତରେ ଏହା ଏକ ଭାରତୀୟ ଶବ୍ଦ ଅଟଇ । କାଶ୍ମୀର ଏକ ସଂସ୍କୃତ ନାମଵାଚକ ଶବ୍ଦ ଏଵଂ ଏହାର ନିରୁକ୍ତି କାଶ୍ ଧାତୁ + ମୀର = କାଶ୍ମୀର । କାଶ୍ ଧାତୁର ନିମ୍ନଲିଖିତ ଅର୍ଥ ରହିଛି ୧. ଦୀପ୍ତି…
ଲେଖା: ଶିଶିର ସାହୁ ମନୋଜ ଆନୁମାନିକ ଖ୍ରୀଷ୍ଟଜନ୍ମର ଚାରିଶହ ଵର୍ଷ ପୂର୍ବେ ରଚିତ ଭରତମୁନୀଙ୍କ କର୍ତ୍ତୁକ ନାଟ୍ୟଶାସ୍ତ୍ରରେ ଉଡ୍ର ଵିଭାଷାର ଉଲ୍ଲେଖ ମିଳେ, ଯାହାକୁ ଓଡ଼ିଆ ଭାଷାର ପ୍ରାଚୀନରୂପ ବୋଲି ମାନାଯାଏ । ଭରତମୁନୀଙ୍କ ସମୟରେ ମୁଖ୍ୟତଃ ସାତୋଟି ଆଞ୍ଚଳିକ ଭାଷା ଥିଲା, ତେଣୁ ସେ ତାଙ୍କ ନାଟ୍ୟଶାସ୍ତ୍ରରେ ଲେଖିଛନ୍ତି, “ମାଗଧ୍ୟାବନ୍ତିକା ପ୍ରାଚ୍ୟ ଶୌରସେନାର୍ଧମାଗଧୀ ବାହ୍ଲିକା ଦାକ୍ଷିଣତ୍ୟାଚ…
ଲେଖା: ଶିଶିର ସାହୁ ମନୋଜ ମାନକ ଓଡ଼ିଆ ଭାଷା ଵା ଯାହାକୁ ବହି ଭାଷା କୁହାଯାଏ ତା ଵିଷୟରେ ଆମ ଗଡ଼ଜାତିଆଙ୍କ ମଧ୍ୟରେ ଅନେକ ଭ୍ରମ ଧାରଣା ରହିଛି । ଭ୍ରମ ଧାରଣା (୧) ବହି ଭାଷା ଵା ମାନକ ଓଡ଼ିଆ (ଶାସ୍ତ୍ରୀୟ) ଭାଷା = କଟକୀ ଭାଷା ★ପ୍ରକୃତ ସତ୍ଯ★ ବହି ଭାଷା କଟକୀ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କାଵ୍ୟକଵିତାରେ ଏକ ପ୍ରକାରର ଅଳଙ୍କାରକୁ ଅତିଶୟୋକ୍ତି କୁହାଯାଏ । ଉପମେୟ ଵା ପ୍ରକୃତ ବିଷୟର ଅଧଃକରଣ ହେତୁରୁ ଉପମାନ ଵା ଅପ୍ରକୃତ ବିଷୟରେ ଯେଉଁ ସିଦ୍ଧ ଅଧ୍ଯବସାୟ ହୁଏ ତାହାକୁ ଅତିଶୟୋକ୍ତି ବୋଲାଯାଏ । କୌଣସି ଵସ୍ତୁକୁ ଵର୍ଣ୍ଣନା କଲାବେଳେ ଯେଵେ ତାକୁ ଅସମ୍ଭଵ ଵା ଅଵାସ୍ତଵ…
ଲେଖା: ଶିଶିର ସାହୁ ମନୋଜ ଭିତରେ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାଵ ଥାଇ ଯେଉଁ ଲୋକ ଦେଖାଣିଆ କଳିଗୋଳ ଲାଗନ୍ତି ସେଇ ପ୍ରକାରର କଳି ଝଗଡ଼ାକୁ ଠକାର କଳି କୁହନ୍ତି । ଆମ୍ଭ ଦେଶରେ ଅତି ବୁଦ୍ଧିଆ ଲୋକଙ୍କ ଠାରୁ ଵିଧାନସଭା ଓ ସଂସଦଭଵନର ନେତା ଯାଏଁ ଏଭଳି ଅସଂଖ୍ୟ ଲୋକ ଅଛନ୍ତି ଯେଉଁମାନେ ଦାଣ୍ଡରେ ବାଟରେ…
ଲେଖା: ଶିଶିର ସାହୁ ମନୋଜ ସରକାର କିଂଵା ଅନ୍ଯ ସକ୍ଷମ ପ୍ରାଧିକରଣ ଦ୍ଵାରା କୌଣସି ଵ୍ଯକ୍ତି ଅଥଵା ପ୍ରତିଷ୍ଠାନକୁ ଵ୍ଯାପାର, ଵ୍ଯଵସାୟ ଅଵା ଉଦ୍ଯୋଗ ସ୍ଥାପିତ କରିଵା ପାଇଁ ଦିଆଯାଉଥିଵା ଅନୁମତିପତ୍ରକୁ ଲାଇସେନ୍ସ (License) କୁହାଯାଏ । ସ୍ଵାମ୍ଯ (petent) ଵା ରାଜପ୍ରଦତ୍ତ ଅଧିକାର ଥିଵା ଵ୍ଯକ୍ତି ଦ୍ଵାରା ନିଜ ଵସ୍ତୁ, ପ୍ରକ୍ରିୟା ଵା ଡିଜାଇନ…
ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଜନ୍ମଭୂମିର ଜୟଗାନ, ଭକ୍ତକବିଙ୍କର ଏଇ କାଳଜୟୀ କବିତାରେ . . ~ ଜୟଗାନ ~ ୧) ଜୟ ଦେବୀ ! ଜନ୍ମଭୂମି କୀର୍ତ୍ତି-କୀରୀଟଧାରିଣୀ । ବନ୍ଦେ ଦେବୀ ! ଆଶାମୟୀ ନିଗୂଢ଼ ଶକ୍ତିଶାଳିନୀ । (୨) ଯୁଗ ଯୁଗାନ୍ତ ମୋହ-ଅନ୍ତେ ଯାଗ ମା ବୀର୍ଯ୍ୟଶାଳିନୀ ବିଭୁ ପ୍ରସାଦେ ଜ୍ୟୋତିର୍ମୟୀ …