Physical Address
Sai Samarpanam, Satya Vihar, Bhubaneswar

ସୌରଭିତ ସୃଷ୍ଟି: ବ୍ୟାସକବି ଫକୀରମୋହନ ଫକୀରମୋହନଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ଏଇ ଭାଇକଳି କବିତା ! ~ ଭାଇକଳି ~ ଉତ୍କଳେ ଜନମ ଉତ୍କଳେ ମରଣ; ଉତ୍କଳ ଅନ୍ନରେ ଜୀଵନଧାରଣ । ପରାପର ଭାଵ ପୋଷିବୁଁ କିପାଁଇ, ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ ।ଭିନ୍ନାଭିନ୍ନ ଭାବ ବହିବାର ଜନ- ମୋ କ୍ଷୁଦ୍ରବୁଦ୍ଧିରେ…

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ! ~ ଉତ୍କଳ ଆହ୍ୱାନ ~ ଉଠ ହେ ଉତ୍କଳବାସୀ, ଦୂରେ ଫିଙ୍ଗି ଦୁଃଖରାଶୀ, ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା ବିଶ୍ଵରାଣୀ ବାଣୀ-ବୀଣା ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ ! ଅଶୋକ ଅଭୟ ସେ ସଂଗୀତ,…

ସୌରଭିତ ସୃଷ୍ଟି: ଭକ୍ତକବି ସାଲବେଗ ମୋ ମନ ମୋତେ ଭଗାରୀ ନ ଭଜିଲା ରାମହରି ! ଯମ ନେବ ଧରିକରି ବୋଇଲା ରେ ! ୧। ମୋହ ମନ, ମୋହରି ସେ ନୋହିଲା ରେ ! (ଘୋଷା) ଆସି ହେଲା ପ୍ରାନ୍ତକାଳ ନ ଭଜିଲୁ ନନ୍ଦଵାଳ ! ଯେତେ ଥିଲା ପୁଣ୍ୟଫଳ ସଇଲାରେ ! ୨ ।…

ଲେଖା: ଶିଶିର ସାହୁ ମନୋଜ ଚିନ୍ମୟ ଶବ୍ଦଟି ଵିଶେଷତଃ ଏକ ନାମଵାଚକ ଶବ୍ଦ ଭାଵେ ଵ୍ୟଵହୃତ ହୋଇଥାଏ । ଅନ୍ଯ ରାଜ୍ୟର ଲୋକଙ୍କ ଅପେକ୍ଷା ଏହି ନାମ ଵ୍ଯଵହାର କରୁଥିଵା ଓଡ଼ିଆ ଲୋକଙ୍କ ସଂଖ୍ୟା ଅଧିକ । ପୁଅ ପିଲାଙ୍କ ଛଡ଼ା ଝିଅ ପିଲାଙ୍କ ନାମ ମଧ୍ୟ ଚିନ୍ମୟୀ ରଖାଯାଏ । ଚିତ୍ ଶବ୍ଦରେ ସଂଜାତାର୍ଥେ ମୟ…

ଲେଖା: ଶିଶିର ସାହୁ ମନୋଜ ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି । କଳାହାଣ୍ଡୀରେ ମାଗଣା ଅର୍ଥରେ ଉଖ୍’ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ; ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍’ଲା ହେଵା ଅର୍ଥ ମାନ ମହତ ପଦାରେ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପଞ୍ଚତନ୍ତ୍ରକୁ ଏକ ଗ୍ରନ୍ଥ ବୋଲି କୁହା ଯାଇ ପାରିବ କି ? ଗ୍ରନ୍ଥ ଶବ୍ଦର ଅର୍ଥରେ ଏହାର ଉତ୍ତର ଲୁଚି ରହିଛି, ତେଣୁ ଚାଲନ୍ତୁ ଏ ଶବ୍ଦ ଵିଷୟରେ ଵିସ୍ତୃତ ଜାଣିଵା । ଗ୍ରନ୍ଥ ଏକ ସଂସ୍କୃତ ଵିଶେଷ୍ଯ ଶବ୍ଦ ଏଵଂ ଗ୍ରନ୍ଥ୍ ଧାତୁରେ କର୍ମାର୍ଥେ ଅ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପ୍ରଶ୍ନଟିଏ, ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ? ଉତ୍ତର: ଦେଶଜ ସରଗମ୍ ଶବ୍ଦଟି ବୈଦେଶିକ ଶବ୍ଦ ଭଳି ପ୍ରତିଭାତ ହୁଏ କିନ୍ତୁ ଏହା ଭାରତୀୟ ଶବ୍ଦ ଅଟେ। ହିନ୍ଦି ଶବ୍ଦସାଗର ଅଭିଧାନ ଅନୁସାରେ ସଂଗୀତରେ ସାତସ୍ୱରର ଆରୋହଣ-ଅବତରଣର କ୍ରମକୁ ସରଗମ୍ କୁହାଯାଏ। ପୂର୍ଣ୍ଣଚନ୍ଦ୍ର…
ଲେଖା: ଶିଶିର ସାହୁ ମନୋଜ ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରାକୁ ଖାଞ୍ଚା କୁହନ୍ତି । ଝୁଡ଼ି, ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି, ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କଇଁଚି…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାର କେତେକ ଅଞ୍ଚଳରେ ladle spoon ବା ଡଙ୍କି କୁ ଅଞ୍ଚଳ ଭେଦରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ । ବାଲେଶ୍ବରରେ ଡଙ୍କିକୁ କୁହନ୍ତି କୁଡ଼ୁକା । ଏହା ମାନକ କୁଡି଼କା = ଗିନା ଶବ୍ଦ ସହ ସମଧୃତ ହୋଇଥାଇପାରେ । ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଵସ୍ତରରେ ଡଙ୍କିକୁ ଚେଟୁ କୁହାଯାଏ…

ଲେଖା: ଶିଶିର ସାହୁ ମନୋଜ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିବା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତକାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିବା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା…