Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରାଣରେ ସୁରାକୁ ଦେବତାଙ୍କର ଏବଂ ମଦୀରାକୁ ରାକ୍ଷସଙ୍କର ନିଶାପାନୀୟ ଦ୍ରବ୍ୟ କୁହାଯାଇଛି । ତେବେ ଏ ଉଭୟ ପ୍ରକାରର ମଦ୍ୟ ଭାରତୀୟ ପ୍ରଜା ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । କିଛି ଆତ୍ମମୁଗ୍ଧ ବ୍ୟକ୍ତିବିଶେଷ ମଦ୍ୟ ବିଷୟରେ କିଛି ନଜାଣି ତାହାକୁ ବୈଦେଶିକଙ୍କ ଦ୍ବାରା ଭାରତ ଆଣି…

ରଚନା: ଡ. ସନତ କୁମାର ଦାସ [କାଳଜୟୀ କାଳୀଜାଇ ଗାଥା କବିତାର କବି, ସତ୍ୟବାଦୀ ବନବିଦ୍ୟାଳୟର ସାଧକ, ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଶ୍ରଦ୍ଧାଞ୍ଜଳି ବାଢ଼ିଦେଲା ବେଳେ ରସଗ୍ରାହୀ ହୃଦୟବନ୍ତମାନଙ୍କୁ ଅନୁରୋଧ, ଏ’ କାଳୀଜାଇ କବିତାର ଅନ୍ତଃସ୍ବର “କାଳୀଜାଇ: ଇପ୍ସିତ ଝଡ଼ର ଦେବୀ” ଶୁଣିବା ହେବେ । ] ~ କାଳୀଜାଇ: ଇପ୍ସିତ ଝଡ଼ର ଦେବୀ ~…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି, ଯେପରି କି, “ଭଲ ନା ଭାଲିଆତଇଳା” । ଯେତେବେଳେ ବ୍ଯକ୍ତିବିଶେଷ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଅବଶୋଷ, ଅବଶୋଶ ନା ଅବସୋସ ! ଏଠାରେ କେଉଁ ଶବ୍ଦଟି ଠିକ ନିର୍ଣ୍ଣୟ କରିବା ସହଜ ନୁହେଁ । ହିନ୍ଦୀରେ ଅଫସୋସ୍ ଲେଖାଯାଏ, ଯାହାକି ପାର୍ସୀ ଭାଷାରୁ ଆନୀତ ହୋଇଥିବା ଅନେକ ଉତ୍ତର ଭାରତୀୟ ଭାଷାଵିଦ ମତ ଦିଅନ୍ତି । ପ୍ରଥମେ ଦେଖିବାକୁ ହେବ ଯେ କ’ଣ…

ସୌରଭିତ ସୃଷ୍ଟି: କୁଳବୃଦ୍ଧ ମଧୁସୂଦନ ଦାସ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଅମଳିନ ରଚନା ଗଙ୍ଗା ଗୋଦାବରୀ I ଗଙ୍ଗା ଗୋଦାବରୀ ଯମୁନା କାବେରୀ ପୂଜା ପାଇ ନାନା ଘାଟେ ଛାଡି଼ ନିଜ ମାନ ଲୋଡି଼ ଜାତିପ୍ରାଣ ପ୍ରବେଶିଲେ ସିନ୍ଧୁତଟେ । କୋଟି ଜଳବିନ୍ଦୁ ମିଶି ହୋଇ ସିନ୍ଧୁ ଦେଖାଉଛି ଜାତି ବଳ ତଟ ସୀମା…

ସୌରଭିତ ସୃଷ୍ଟି: କଵି ବାଞ୍ଛାନିଧି ମହାନ୍ତି ଜାତୀୟ କଵି ବାଞ୍ଛାନିଧି ମହାନ୍ତି ଦେଶ ମିଶ୍ରଣ କାଳରେ ଏହି କଵିତାଟି ଲେଖିଛନ୍ତି । ଆଜି ଭାରତକୁ ସ୍ଵାଧୀନତା ମିଳିଥିଲା ସତ କିନ୍ତୁ ଭାରତର ଏକ ମହାନ ଜାତିର ଜାତୀୟତା କେତେକାଂଶରେ କ୍ଷୁଣ୍ଣ ମଧ୍ୟ ହୋଇଥିଲା । ଗୋଟିଏ ଜାତିର ଲୋକଙ୍କୁ ତିନୋଟି ରାଜ୍ଯରେ ବାଣ୍ଟି ଦିଆଯାଇଛି ।…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା, ପଞ୍ଜାବୀଙ୍କୁ ପଞ୍ଜାଵୀ, ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କାର୍ଯ୍ୟାଳୟରେ ଥରେ ଜଣେ ଶିକ୍ଷିତ ବିହାରୀ ଭାଇଙ୍କ ସହିତ କଥା ହେଉଥାଏ । କହୁ କହୁ କହିଲେ, ଏଇ କାମରେ ବହୁତ tension, ଆଖି ବୁଜିଵାକୁ ବି ସମୟ ମିଳୁନାହିଁ । ଆମର ଏଠି ଦଶଟା ଝିଅ ହେଲେ ଚିନ୍ତା ବଢ଼େ କିନ୍ତୁ ୟୁରୋପରେ ଦଶଟା ପୁଅ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଘଇତା/ଘଏତା ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଚଳିଆସୁଛି କିନ୍ତୁ ଅଧୁନା ଅନେକ ଓଡ଼ିଆ ଲୋକେ ଏ ଶବ୍ଦକୁ ଅଶ୍ଳୀଳ ଵିଚାର କରୁଅଛନ୍ତି ଓ ଏହି ଶବ୍ଦ ପରିଵର୍ତ୍ତେ ପତି ଓ ସ୍ଵାମୀ ଆଦି ତତ୍ସମ ଶବ୍ଦର ଆଜି ଵିଶେଷ ଭାବେ ପ୍ରୟୋଗ ହୋଇଥାଏ ।…