Physical Address
Sai Samarpanam, Satya Vihar, Bhubaneswar
~ ନିଶବଦ ଶାରଦ ପ୍ରାତେ ~ ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଏକ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ନିଶବଦ ଶାରଦ ପ୍ରାତେ ~ ନିଶବଦ ଶାରଦ ପ୍ରାତେ ଅତିଥି କେ ଗଲାରେ ଗାଇ। ରଖି ତୋର ଅନଳ ଖେଳା ଫେରି ଥରେ ଚାହିଁଲୁ…
~ ବିରହିଣୀ ~ ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ବିରହିଣୀ’ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ। ~ ବିରହିଣୀ ~ ବରଷା ଆଜି ନଭେ ବ୍ୟଥିତ ହିଆ ସମ ପରାଣେ ମମ ଆହା ବାଧିଲା ପଉଷେ ଏ ପବନ ଅବଶ ଦେହ ମନ ସହିତେ…
ଲେଖା: ନିରଞ୍ଜନ ସାହୁ ପ୍ରସ୍ଫୁଟିତ ହେଲେ ବଣମଲ୍ଲୀ ଭାବେ । ବାସ ଚହଟାଇଲେ ଏବଂ ଝଡି଼ଗଲେ କବି ଶରଣ ଦାସ ! ଋତୁରାଜ ବସନ୍ତଙ୍କ ଆଗମନ । ଶ୍ରୀମନ୍ଦିରରୁ ପ୍ରଭୁ ମଦନଗୋପାଳ ଫାଲଗୁନ ଶୁକ୍ଲ ଏକାଦଶୀ ରାତ୍ରିରେ ଫଗୁ ଖେଳିବା ପାଇଁ ବାହାରିଛନ୍ତି, ଚାଚେରୀ ଭ୍ରମଣରେ । ପୃଥିବୀ ବୈକୁଣ୍ଠରେ ଆରମ୍ଭ ହୋଇଯାଇଛି ଶ୍ରୀକୃଷ୍ଣ ରୂପରେ…
ସୌରଭିତ ସୃଷ୍ଟି: ଛନ୍ଦକବି ରାଧାମୋହନ ଗଡ଼ନାୟକ ଆମ୍ଭେମାନେ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ “ମାଟି” କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା । ଆମ ଅନଗୁଳ ମାଟିର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା . . ~ ମୁଁ କି କେବେ ଦୀନହୀନ ? ~ (୧) ଯେ ଦେଶର ପ୍ରଭୁ…
ଲେଖା: ଶିଶିର ସାହୁ ମନୋଜ ଲକ୍ଷ ଲକ୍ଷ ବ୍ଯକ୍ତି ବୋଲୀର ସମାହାରରେ ଆଞ୍ଚଳିକ ବୋଲୀ ଆଦିର ଗଠନ ଏବଂ ଅନେକାନେକ ଆଞ୍ଚଳିକ ବୋଲୀ ଏକତ୍ରିତ ହୋଇ ଏକ ଉପଭାଷା ବା ଭାଖା ଶୈଳୀ ସୃଷ୍ଟି ହୋଇଥାଏ ପୁଣି କେତେଗୋଟି ଭାଖାଶୈଳୀର ମାନକୀକରଣରୁ ଏକ ମାନକ ଭାଷା ପ୍ରକଟ ହୋଇଥାଏ । ଆମ ଦେଶର ନାରୀମାନେ ଶଶୁର…
ଲେଖା: ଶିଶିର ସାହୁ ମନୋଜ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧନ କଲାଵେଳେ ମଣିମା ଶବ୍ଦର ପ୍ରୟୋଗ ହୋଇଥାଏ । ଏହି ମଣିମା ଶବ୍ଦର ମୂଳକୁ ନେଇ ଅନେକ ମତ ରହିଛି । ଯଥା: ଆରଵୀ ମୂଳରୁ: ଆରଵୀରେ ମୁନିମା ଶବ୍ଦରୁ ମୁନିବ ଶବ୍ଦ ଆସିଅଛି । ଏହି ଶବ୍ଦରୁ ଶ୍ରୀଜଗନ୍ନାଥଙ୍କୁ ସମ୍ବୋଧିତ ମଣିମା ଶବ୍ଦ ସୃଷ୍ଟି ହୋଇଥାଇପାରେ ।…
ଲେଖା: ଶିଶିର ସାହୁ ମନୋଜ ଆଜି ଭାରତଵର୍ଷରେ City ପାଇଁ ଵୈଦେଶିକ “ସହର” ଶବ୍ଦଟେ (ନଗର) ଆସି ବହୁପ୍ରଚଳିତ ହେଲାଣି । ପ୍ରାଚୀନ ଵୈଦିକକାଳରେ କିନ୍ତୁ ନଗର/ସହର ଓ ଗାଆଁ ଭେଦ ନଥିଲା ତେଣୁ ମାନବ ଆପଣା ଜନଵସତିକୁ ସାଧାରଣତଃ ଜନପଦ କହୁଥିଲା । ସମୟ ସହିତ ଗାଆଁ ନଗରର ଭେଦ ଉତ୍ପନ୍ନ ହେଲା । ଏମିତି…
ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ନଗରକୁ ନେଇ ଆମ ଓଡ଼ିଆ ଚଳଣିରେ ପ୍ରଚଳିତ କିଛି ନାଁଦିଆ ଵା ପ୍ରହେଳିକା । ପ୍ରହେଳିକା ଗୁଡ଼ିକର ଉତ୍ତର ବନ୍ଧନୀ ମଧ୍ୟରେ ଦର୍ଶାଯାଇଛି । ୧. କଟକରୁ ଅଇଲା ଟୋକାଟାଏ ତା ମୁଣ୍ଡରେ ଟୋପାଟାଏ ।। (ତାଳ) ୨. କଟକରୁ ଅଇଲା ବାବୁ ତା ମୁଣ୍ଡରେ ଗୋଟାଏ ଆବୁ…
ଲେଖା: ଶିଶିର ସାହୁ ମନୋଜ ଆଜିକାଲିରେ କିଛି ସରକାରୀ ଚାକିରିଆ, ଗଣମାଧ୍ଯମ ଓ ଧନିଘରର ଛୁଆ କୌଣସି ଵ୍ଯକ୍ତିର ବାହାର ରାଜ୍ଯରେ ଯାଇ କୌଣସି ବେସରକାରୀ ସଂସ୍ଥାରେ କାର୍ଯ୍ଯକରିବାକୁ ଦାଦନ ଖଟଣି କହିଦିଅନ୍ତି ! କିନ୍ତୁ ସତକଥା ହେଲା ଜଣେ ଓଡ଼ିଆ ଯଦି ଓଡ଼ିଶା ବାହାରେ କୌଣସି ଲିମିଟେଡ୍ ସଂସ୍ଥାରେ କାର୍ଯ୍ଯ କରେ ସେ ଆଦୌ…
ଲେଖା: ଶିଶିର ସାହୁ ମନୋଜ Buprestidae ପରିଵାରର ପୋକଗୁଡି଼କୁ ଇଂରାଜୀରେ jewel beetles ଓ ଆମ ଭାଷାରେ ଗୁଞ୍ଜରା ଵା ଗୁଞ୍ଜୁରା କୁହାଯାଏ । ଯେମିତି ଜୀଵ ଭେଦରେ ଉକୁଣୀଙ୍କ ଵିଭିନ୍ନ ଜାତି ରହିଛି ଠିକ୍ ସେଇଭଳି ଵୃକ୍ଷଭେଦରେ ଭିନ୍ନ ଭିନ୍ନ ଗୁଞ୍ଜରା ଦେଖାଯାଇଥାନ୍ତି । ଏହି ଜୀଵପରିଵାରର Sternocera ଜାତୀୟ ପୋକଙ୍କୁ ଆମେ ଚାକୁଣ୍ଡାଦି…