Category ପର୍ଯ୍ୟଟନ ଆକର୍ଷଣ

ବାଲେଶ୍ଵର

ଲେଖା: ଦେଵ ତ୍ରିପାଠୀ ଓଡ଼ିଶା ସମ୍ବନ୍ଧରେ ଅଜ୍ଞ ତଥା ଅବିମୃଶ୍ୟକାରୀ ସରକାର ଓଡ଼ିଶା ମାଟିରେ ପର୍ଯ୍ୟଟନର ବିକାଶ କଥା ଚିନ୍ତା କଲାବେଳକୁ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରରୁ ଆଗକୁ ଯାଇପାରେନା ! କିନ୍ତୁ ଆମ ବୁଦ୍ଧିଜୀବିମାନେ? ସେମାନେ ଭୁଲି ଯାଆନ୍ତି ଯେ, ସୁଦୀର୍ଘ ବେଳାଭୂମି, ସ୍ଥିତପ୍ରଜ୍ଞ ଅର୍କକ୍ଷେତ୍ର, ଶ୍ରୀମୟ ଶ୍ରୀକ୍ଷେତ୍ର ବାହାରେ ରହିଛି ସ୍ନିଗ୍ଧ ଭିତରକନିକା,…

ସ୍ବରାଜ ଆଶ୍ରମ

ଲେଖା: ଦେଵ ତ୍ରିପାଠୀ କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି ବିସ୍ମୃତିର ବହଳ ଚାଦର ଭିତରୁ ଉଙ୍କି ମାରି ଉଠେ । ଏଇ କୋଠାର ଛାତି ଉପରେ ତ୍ୟାଗ, ଆଦର୍ଶ, ସାଧନାର ଝାଞ୍ଜପିଟା ହୁଏ, ଏଇ କୋଠା ସହିତ…

ଭୀମନଗରୀ

ଲେଖା: ରବୀନ୍ଦ୍ର କୁମାର ରଣା ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ ପ୍ରାଚୀନ ଭୀମନଗରୀ (Bhimanagari) ବା ଏବେକାର ନାଧରା। ଢେଙ୍କାନାଳ ବଜାରରୁ ୨୦ କିମି ଏବଂ ଗୁଡ଼ିଆକାଟେଣି ବଜାରରୁ ମାତ୍ର ୫ କିମି ଦୂରରେ ଏହି ପ୍ରାଚୀନ ଅଞ୍ଚଳଟି ଅବସ୍ଥିତ। ଇତିହାସର ତଥ୍ଯ ଅନୁସାରେ ଦିନେ ଏହି ଭୀମନଗରୀ…

ପଶ୍ଚିମେଶ୍ବର

ଲେଖା: ଶ୍ରୀକାନ୍ତ ସିଂହ ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ଆମ ଏ ରାଜ୍ୟ ଓଡ୍ରଦେଶ ଓଡ଼ିଶା, ଉତ୍କଳ ବା ଉତ୍କୃଷ୍ଟ କଳାର ଦେଶ କଳିଙ୍ଗ l ପ୍ରାଗ ଐତିହାସିକ ଯୁଗୀୟ ପାହାଡ଼ ଖୋଲରେ ଥିବା ଆଦି ମାନବର ଚିତ୍ରଲେଖ ବା ତା’ର ଅଙ୍କା ବଙ୍କା ଲିପି ହେଉ ଅବା ଖ୍ରୀଷ୍ଟପୂର୍ବୀୟ ଅନେକ ଗୁମ୍ଫାର…

ତଳମୂଳ

ଲେଖା: ରବୀନ୍ଦ୍ର କୁମାର ରଣା ଅନୁଗୁଳ ଜିଲ୍ଲାର ଏକ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ଗ୍ରାମ ହେଉଛି ଗଡ଼ତଳମୂଳ। ଏହି ଗ୍ରାମରେ ଦଶମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ ମା ଦୁର୍ଗାଦେବୀ ମନ୍ଦିର ଓ ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗ ରାଜାଙ୍କ ଦ୍ଵାରା ନିର୍ମିତ ଭୋଳେଶ୍ବର ମହାଦେବ ମନ୍ଦିର ଅବସ୍ଥିତ। ଇତିହାସ କହେ ଯେ ଏହି ଗଡ ତଳମୂଳ…

ଚାଟେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଚାଟେଶ୍ୱର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ l ଏହି ମନ୍ଦିରଟିକୁ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରାଇଥିଲେ l ଏହା ଏକ ପାତାଳ ଫୁଟା ଶିବ ମନ୍ଦିର, ଭୂମିପତନ ଠାରୁ ପ୍ରାୟ ୧୫ ଫୁଟ ଗଭୀରରେ ଶିବଲିଙ୍ଗ ବିରାଜମାନ କରିଛନ୍ତି l ଏହି ଚାଟେଶ୍ୱର ମନ୍ଦିର କଟକ…

କୁମ୍ଭେଶ୍ୱର

ଲେଖା: ଶ୍ରୀକାନ୍ତ ସିଂହ ଢେଙ୍କାନାଳର ଚିରହରିତ ପ୍ରକୃତି, ଶାନ୍ତସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତା’ର ଝରଣା, ତଥା ମନ୍ଦିର ବି ସେତିକି ଅନନ୍ୟ l ଢେଙ୍କାନାଳ ଜିଲ୍ଲାର ଶେଷ ପ୍ରାନ୍ତରେ ଆଠଗଡ଼ ସନ୍ନିକଟରେ ଏକ ପୁରାତନ ମନ୍ଦିର ହେଉଛି କୁମ୍ଭେଶ୍ୱର ମହାଦେବ ମନ୍ଦିର (Kumbheswar Temple) l ଯାହାର ଇତିହାସ ସାଉଁଟିବାକୁ ଚେଷ୍ଟା…

ରାମେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ କଟକ ସହରର ଅନତି ଦୂରରେ ଅନନ୍ୟ ଏକ ଐତିହାସିକ କୀର୍ତ୍ତିରାଜି ହେଉଛି ବାରଶହ ବର୍ଷ ପୁରୁଣା ରାମେଶ୍ୱର ମନ୍ଦିର (Rameswar Temple) l କଟକର କଖଡ଼ି ଛକରୁ ବାମ ପାର୍ଶ୍ୱରେ ପାଞ୍ଚ କି.ମି. ଦୂରରେ ନୂଆସାଶନ ଗ୍ରାମରେ ଏହି ମନ୍ଦିରର ଅବସ୍ଥିତି l ପତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏହି ମନ୍ଦିରଟି ଅନେକ ଗୁରୁତ୍ୱ…

ମାଧବାନନ୍ଦ

ଲେଖା: ଶ୍ରୀକାନ୍ତ ସିଂହ କବି ଜୟଦେବ, ଗୀତଗୋବିନ୍ଦ ଓ ଶ୍ରୀଜଗନ୍ନାଥ ଏ ସଭିଙ୍କର ମୂଳ ଉତ୍ସ ହେଉଛନ୍ତି ପ୍ରାଚୀତଟରେ ବିରାଜମାନ କରୁଥିବା ପ୍ରଭୁ ମାଧବାନନ୍ଦ l କୁହାଯାଏ, ଯେଉଁ ପଦ୍ୟାଂଶ “ଦେହି ପଦପଲ୍ଲବ ମୁଦାରମ୍”କୁ ଲେଖିବାବୁ ସଂକୋଚ ବୋଧ କରି କବି ଲେଖି ପାରି ନଥିଲେ; ତାହାକୁ ସ୍ବୟଂ ମାଧବ କବିଙ୍କ ଛଦ୍ମ ରୂପରେ ଆସି…