Physical Address
Sai Samarpanam, Satya Vihar, Bhubaneswar

By: Bishnu Mohan Adhikary Tarjani Hanuman or Paikrai swami is one of the oldest, but less known sculpture of 5th century in Odisha. Built in the period of Maathara Dynasty rule in Kangoda, Now in Patikota village of Odisha. ~…

ଲେଖା: ଡାକ୍ତର କିଶୋର ବିଶ୍ବଜିତ୍ ଜେନା ଗଙ୍ଗବଂଶୀୟ ଶାସକ, ଉତ୍କଳୀୟ ନରପତି ଲାଙ୍ଗୁଳା ନରସିଂହଦେବ ବାହାମଣିର ଶାସକ ହୁମାୟୁନ ଶାହାଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ବାଟରେ ଓଡ଼ିଶା ଓ ବଙ୍ଗର ସୀମାନ୍ତ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶକ୍ତି ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର…

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

By: Er. Bijaya Ketan Sahu Once the “Bay of Bengal” was named as “Kalinga Sagar” (The ocean of Kalinga), but by the influence of British later, it was known as “Bay of Bengal” or “Bangopasagar”. In history the Kalinga Sagar…

ଲେଖା: ଜଗନ୍ନାଥ ଦୋରା ଅବହେଳିତ ଜଉଗଡ଼ (Jaugada), କଳିଙ୍ଗ ଇତିହାସର ଶିଳାଲେଖ । କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଜଉଗଡ଼, ଯାହାକି ଗାରିମାମୟ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତରେ ଅବସ୍ଥିତ । ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ…
ଲେଖା: ଶ୍ରୀକାନ୍ତ ସିଂହ “ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ” ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ…

ଲେଖା: ଦେଵ ତ୍ରିପାଠୀ ୧୮୬୬ ମସିହା । କଟକ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ କାଳ । ଓଡ଼ିଆ ଲୋକଙ୍କ ପାଇଁ ବଙ୍ଗଦେଶ କିମ୍ବା ଅନ୍ୟାନ୍ୟ ଅଞ୍ଚଳରୁ ଆବଶ୍ୟକୀୟ ପଦାର୍ଥ ଆଣିବା କିମ୍ବା ପଠାଇବା ପାଇଁ ନିର୍ଭର କରିବାକୁ ପଡ଼ୁଥିଲା ଜଳପଥ ଉପରେ । ଓଡ଼ିଶାରେ ଏକ ଅନୁକୂଳ ସାମୁଦ୍ରିକ ବନ୍ଦରର ଆବଶ୍ୟକତା ଅନୁଭବ କରି…

ଲେଖା: ଦେଵ ତ୍ରିପାଠୀ ଆମ କଟକ ସହରର ବାଲିଗୋଡ଼ି, ମାଟିରେ ଯେପରି ମିଶି ରହିଛି ଇତିହାସର ମହକ, ଆମ ଜନମାନସରେ ସେମିତି ଉଜ୍ଜୀବିତ ରହିଛି ଅସୁମାରୀ ଲୋକକଥା । ସେମିତି କିଛି କଥା ଆମ ଦର୍ପଣୀ ରାଜାଙ୍କୁ ନେଇ ! ଚାନ୍ଦିନୀଚୌକର ପ୍ରାଣବନ୍ତ ଇତିହାସକୁ ନେଇ ! ସଉକିଆ ହେଲେ ମଧ୍ୟ ଦର୍ପଣୀ ରାଜା ଥିଲେ…

ଲେଖା: ଶିଶିର ସାହୁ ମନୋଜ ପବିତ୍ର ଭୂମି ଓଡ଼ିଶାରେ ମୁସଲମାନ ଆକ୍ରମଣ ! ସମସ୍ତ ଓଡ଼ିଆ ପ୍ରାଣଙ୍କ ଗୋଚରାର୍ଥେ ଏଠାରେ ଉଲ୍ଲେଖ କରାଗଲା । ୧. ୧୨୧୨ରେ ଦିଲ୍ଲୀ ସୁଲତାନ୍ ଗୟାସୁଦ୍ଦିନ ବଙ୍ଗକୁ କର ମାଗିଲା, ତାପରେ ଓଡ଼ିଶା ପାଳି ପଡିଲା । ଲାଙ୍ଗୁଳା ନରସିଂହ ଦେବ କର ଦେବାକୁ ଅଗ୍ରାହ୍ଯ କରିଦେଲେ । ଗୟାସୁଦ୍ଦିନ…

ଲେଖା: ଶିଶିର ସାହୁ ମନୋଜ ଚୀନର ଜଣେ ଵୀରାଙ୍ଗନା 花木蘭 (ହୁଆ ମୁଲାନ)ଙ୍କୁ ଅଳ୍ପ ବହୁତେ ସମସ୍ତେ ଜାଣିଥିଵେ । ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ Guo Maoqian ପ୍ରଥମେ ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ । ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ “ଉତ୍ତର…