Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଡ. ଜୟଶ୍ରୀ ନନ୍ଦ ~ ଚକୁଳି ~ “ଏଇଠି ଆମର ରୋଷେଇ ଘର ଏ ଘର ଭିତର ସଫା ସୁତର ଏଇ ଘରେ ମାଆ ପରିବା କାଟେ ବେସର ବାଟେ ଜାଇ ରଗଡେ ଶାଗ ଖରଡେ ଗଢଇ ପିଠା . . . ” ଆମ ଓଡ଼ିଆ ଘରେ ପିଠାପଣା ପରା ବରଷକ ବାରମାସ…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ଗଇଁଠା ~ କଳାସାଆନ୍ତେ ଆମର ଖାଦ୍ୟପ୍ରିୟ ସଙ୍ଗୀତପ୍ରିୟ ଋତୁପ୍ରିୟ ଫୁଲପ୍ରିୟ। ବିଭିନ୍ନ ଋତୁରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବପର୍ବାଣୀ । ଋତୁ ଅନୁସାରେ ଭିନ୍ନ ଭିନ୍ନ ଫଳ ଫୁଲ ପନିପରିବା ଆଦି ଉତ୍ପାଦନ ହୁଏ । ତେଣୁ ଶୀତ ବର୍ଷା ବସନ୍ତ ଶରତ ଭିନ୍ନ ଋତୁରେ ଯେଉଁ ପର୍ବପର୍ବାଣି ପାଳନ…
ଲେଖା: ଡ. ଜୟଶ୍ରୀ ନନ୍ଦ ଆମ ପାରମ୍ପରିକ ଖାଦ୍ୟ: ଚୁଡା ଗୋଟିଏ ଜାତିର ଉତ୍ଥାନ କେବଳ ଜାତିର ଭାଷା, ସଂସ୍କୃତି, ଖାଦ୍ୟ, ବସ୍ତ୍ର, ଚଳନୀ ଏ ସବୁକୁ ନେଇ ହୋଇଥାଏ । ଆମେ ଯେତେବେଳେ ଆମର ମାଆ ମାଟିର ପାରମ୍ପରିକ ଭାଷା କହୁ, ଶିଖୁ, ପଢୁ ସେତେବେଳେ ଆମ ମାତୃଭାଷାର ପ୍ରଚାର ପ୍ରସାର ଯେମିତି ହୁଏ…
ଲେଖା: ଡ. ଜୟଶ୍ରୀ ନନ୍ଦ ଆମ ପାରମ୍ପରିକ ଖାଦ୍ୟ: ମୁଢ଼ି “ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ ଉଷୁମ ଥିବ ମୁଢ଼ି ହୋ, ନଡିଆ ପାତି ଥିବ ପଡି ଘାଣି ସୋରିଷ ତେଲ, ତା ତୁଲେ ଥିବ ଜଡି ଚାଖିଲେ ଲାଗୁଥିବ ବଢିଆ ହୋ ମୁଢ଼ିନଡ଼ିଆ.. ତାକୁ ଭଲ କି ଚିନ୍ହିଛି ଓଡ଼ିଆ” ସଙ୍ଗୀତ…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ଆମ ପାରମ୍ପରିକ ଖାଦ୍ୟ ଖଇ ~ କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥ ହେଉଛନ୍ତି ଭୋଜନ ପ୍ରିୟ। ଆମ ମହାପ୍ରଭୁ ଯେମିତି ଭୋଜନ ପ୍ରିୟ ଆମେ ଓଡ଼ିଆ ଲୋକମାନେ ସେମିତି ଭୋଜନ ପ୍ରିୟ । ଆମର ସବୁ ପାରମ୍ପରିକ ଖାଦ୍ୟ ସୁଷମ ଓ ସ୍ବାସ୍ଥ୍ୟକର । କେଉଁ ଯୁଗ ଯୁଗରୁ…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ଏଣ୍ଡୁରି ପିଠା ~ ଆମ ଓଡ଼ିଆ ଘରେ ବାର ମାସେ ତେର ପରବ। ଆମ ଓଡ଼ିଆ ଘରର ଆରାଧ୍ୟ ଦେବତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଯେମିତି ବିସ୍ତୃତ ଆମ ଓଡ଼ିଆ ଘରର ପରମ୍ପରା ସଂସ୍କୃତି ଠିକ୍ ସେହିପରି ବିସ୍ତୃତ । ପ୍ରତି ଘରେ ଘରେ ଅନେକ ପର୍ବପର୍ବାଣୀ ଆମେ…
ଲେଖା: ଡ. ଜୟଶ୍ରୀ ନନ୍ଦ ~ ତୁଳସୀ ଚଉଁରା ~ ଶ୍ରୀତୁଳସୀ ପ୍ରତିଘରେ ପୂଜା ପାଆନ୍ତି। ସୁଖ ଶାନ୍ତି ପ୍ରଦାୟିନୀ । ଓଡିଆ ଘରରେ ପ୍ରତିଦିନ ପ୍ରଥମ ପୂଜା ଆରମ୍ଭ ମାଆ ବୃନ୍ଦାବତୀଙ୍କ ପାଖରେ ହୁଏ । ଶ୍ରୀଜଗନ୍ନାଥଙ୍କର ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ମହାପ୍ରଭୁ ଶ୍ରୀଜଗନ୍ନାଥ/ଶ୍ରୀହରି/ଶ୍ରୀବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ…
ଲେଖା: ଅମ୍ବିକା ପଟ୍ଟନାୟକ ~ ଆମ ଓଡ଼ିଆ ଖାଦ୍ୟ: ପାଟିସୁଆଦିଆ ‘କଡ଼କଡ଼ା’ ନା . . ଏ ଚିତ୍ର ମସଲା ମୁଢ଼ି଼ର ଚିତ୍ର ନୁହେଁ l ଧାନ ଆମ ଓଡ଼ିଶାର ମୁଖ୍ୟ ଖାଦ୍ୟ ଶସ୍ୟ l ଧାନରୁ ପ୍ରସ୍ତୁତ ଚାଉଳ, ଖୁଦ ତ ଭାତ, ଖେଚୁଡ଼ି ପଲାଉ, କ୍ଷୀରି,ଖୁଦ ଜାଉ, ଖୁଦ କାଞ୍ଜି, ଚିତଉ ପିଠା, ବିରି…
ଲେଖା: ଅମ୍ବିକା ପଟ୍ଟନାୟକ ~ ହଜିଯାଉଥିବା ଖେଳ – ଧାଡ଼ି ଧୁକୁଡ଼ି ~ ଦିନ ଥିଲା ଗଞ୍ଜାମର ଗ୍ରାମାଞ୍ଚଳରେ ଏକ ପ୍ରକାର ବୁଦ୍ଧିର ଖେଳ ହେଉଥିଲା । ବିନା ଖର୍ଚ୍ଚରେ ଘରୁଆ ଖେଳ । ଖଣ୍ଡେ ଚକ ଖଡ଼ି କିଛି ଭଙ୍ଗା ଚୁଡ଼ି ଆଉ ଦୁଇ ଜଣ ବ୍ୟକ୍ତି । ସାନ ବଡ଼ ହୋଇ ତିନୋଟି…
ଲେଖା: ଅଶୋକା ନାୟକ ~ ଆମ ପରମ୍ପରା ଖଡ଼ିଛୁଆଁ ~ ଗଣେଶ ପୂଜା ଆସିଗଲେ ଛୋଟ ଛୋଟ ପିଲାଙ୍କର ବିଦ୍ୟାରମ୍ଭ କଥା ବି ବାପା ମା’ମାନେ ଚିନ୍ତା କରନ୍ତି। ବହୁ ବର୍ଷ ଆଗରୁ ବିଦ୍ୟାରମ୍ଭ ପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରା ହେଉଥିଲା। ଶିଶୁକୁ ଚାରି ବର୍ଷ, ଚାରି ମାସ ଓ ଚାରି ଦିନରେ ବିଦ୍ୟାରମ୍ଭ…