Category ପର୍ଯ୍ୟଟନ ଆକର୍ଷଣ

ଦାସିଆ ବାଉରୀ

ଲେଖା: ଦେବୀ ପ୍ରସାଦ ଦାସ ଆସ ବୁଲିଯିବା ଦାସିଆ ବାଉରୀ ପୀଠ । ଦାସିଆ ବାଉରୀ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ । କେତେକ ଐତିହାସିକ ଓ ପୌରାଣିକ ତଥ୍ୟରୁ ଯାହା ଜଣାଯାଏ, ୧୫୦୦ ଶତାବ୍ଦୀ ବେଳକୁ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳସ୍ଥ ବାଲିଗାଁରେ ଗୋଟିଏ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମ ଗ୍ରହଣ…

ହୁକିଟୋଲା

ଲେଖା: ଋଷିରାଜ ପଟ୍ଟନାୟକ ଇତିହାସର ସ୍ମୃତିରେ ହୁକିଟୋଲା ଦ୍ୱୀପ ଓ ଓଡ଼ିଶାର ପ୍ରଥମ ବତୀଘର । କେନ୍ଦ୍ରାପଡ଼ାରୁ ୫୫କି.ମି. ଗଲାପରେ ମହାକାଳପଡ଼ା ପଡ଼ିଥାଏ l ଏଠାରୁ ଅନତି ଦୂରରେ ରାମନଗର ଓ ଖରନାସି ଅବସ୍ଥିତ । ବାଟରେ ଯିବାବେଳେ ପଡ଼ିଥାଏ ଏହି ଅଞ୍ଚଳର ଆରାଧ୍ୟ ଦେବୀଙ୍କ ପୀଠ ଯିଏ ବଙ୍ଗୋପସାଗର କୂଳରେ ମା’ ରାମଚଣ୍ଡୀଙ୍କ ରୂପେ…

ମା’ ଛିନ୍ନମସ୍ତା

ଲେଖା: ଶଶାଙ୍କ ତରାଇ ବାଖରାବାଦର ମା’ ଛିନ୍ନମସ୍ତା କାଳୀ ! ଐତିହ୍ୟ ନଗରୀ କଟକର ବିଭିନ୍ନ ସ୍ଥାନରେ ଦୀପାବଳି ସମୟରେ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଏ କିନ୍ତୁ ବାଖରାବାଦ ଅଞ୍ଚଳର ଏ ପୂଜା ସମ୍ପୂର୍ଣ୍ଣ ନିଆରା । କେବଳ ଓଡ଼ିଶା ନୁହଁ ସମ୍ପୂର୍ଣ୍ଣ ଭାରତବର୍ଷରେ କଟକର ବାଖରାବାଦରେ ମା’ ଛିନ୍ନମସ୍ତା କାଳୀଙ୍କୁ ପୂଜାମୂର୍ତ୍ତି ରୂପେ ପୂଜା…

ବାରିପଦା

ଲେଖା: ଋଷିରାଜ ପଟ୍ଟନାୟକ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆମ ବାରିପଦା ନାମକରଣ ପଛର କଥା ! ମୟୂରଭଞ୍ଜ ଜିଲ୍ଲାର ପ୍ରାଣ କେନ୍ଦ୍ର ବାରିପଦା । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ବା ସଦର ମହକୁମା ହେଉଛି ଏହି ବାରିପଦା । ଓଡ଼ିଶାର ଉତ୍ତରାଞ୍ଚଳରେ ସମୁଦ୍ର ପତନରୁ ୩୬ ମିଟର (୧୧୮ଫୁଟ) ଉଚ୍ଚରେ ଅବସ୍ଥିତ ଥିବା ଏହି…

ବକ୍ର ମନ୍ଦିର 

ଲେଖା: ଦେଵ ତ୍ରିପାଠୀ ସମ୍ବଲପୁରଠାରୁ ୨୮କି.ମି. ଦକ୍ଷିଣରେ ଚିରପ୍ରବାହମାନ ମହାନଦୀ କୂଳର ଐତିହାସିକ ହୁମା ଗ୍ରାମରେ ଘଟଣାପ୍ରବାହର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇରହିଛି ବିଶ୍ୱର ଏକମାତ୍ର ବକ୍ର ତଥା ଜିଲ୍ଲାର ଅନ୍ୟତମ ଅଷ୍ଟଶମ୍ଭୁ ବାବା ବିମଳେଶ୍ୱର ମହାଦେବଙ୍କ ମନ୍ଦିର I ୧୫ ମିଟର ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରଟି ଉତ୍ତର ପଶ୍ଚିମ ଦିଗକୁ ୪୧.୬ଂ ଢଳିଯାଇଥିବା…

ଗୁପ୍ତେଶ୍ୱର

ଉପସ୍ଥାପନା: ବିଶ୍ୱରଞ୍ଜନ ମହାପାତ୍ର ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ। ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର । ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି…

ଶିମିଳିପାଳ

ଲେଖା: ଦେଵ ତ୍ରିପାଠୀ ସେ ଏକ ଦେବଭୂମି ! ଦେବଗଣ ଓହ୍ଲାଇ ଆସନ୍ତି ସେ ପୁଣ୍ୟଭୂମିକୁ, ଘନ କୁହୁଡ଼ିର ଛାୟାରେ, ନିରବତାରେ, ନୂପୁରର ନିକ୍ୱଣରେ ଅବା କୀର୍ତ୍ତନର କୋଳାହଳରେ ! ଚମ୍ପା ଓ ବଣମଲ୍ଲୀର ମହକରେ ମହମହ ହୋଇ ମହକେ ସେ ପୁଣ୍ୟଭୂମିର ତୁଷାର ଆନତ ଧବଳ ପାର୍ବତୀୟ ଶୃଙ୍ଗ। ସେ ଭୂମିରେ ବର୍ଷକରେ ଥରେ…

ଗଙ୍ଗୁଆ 

ଲେଖା: ଦେଵ ତ୍ରିପାଠୀ ରାଜଧାନୀ ଭୁବନେଶ୍ଵରର ସୁଦୂର ଉତ୍ତର ପଶ୍ଚିମ ଚନ୍ଦକା ଅଞ୍ଚଳରେ ପ୍ରବାହିତ ଛୋଟ ଛୋଟ ଝରଣା ମିଶି ‘ବଡଯୋର’ ନାଳ ନାମରେ ପରିଚିତ । ଏଇ ବଡଯୋର ଚନ୍ଦକାର ଯାମକା, ଡେରାଶ ଓ କଣ୍ଟାବାଡ ଅଞ୍ଚଳରେ ଉତ୍ପତ୍ତି ହୋଇ କୁଜିମହଲ, ଶିଖରଚଣ୍ଡୀ ଦେଇ ରଘୁନାଥପୁର ନିକଟରେ ‘ତଳଯୋର’ ସହିତ ମିଶିଛି । ପୁନଶ୍ଚ…