Category ପର୍ଯ୍ୟଟନ ଆକର୍ଷଣ

ବଉଦର ପଶ୍ଚିମ ସୋମନାଥ ମନ୍ଦିରସମୂହ

ଲେଖା: ରବୀନ୍ଦ୍ର କୁମାର ରଣା ନବମ ଶତାବ୍ଦୀରେ ସୋମବଂଶୀ ରାଜାମାନଙ୍କ ଦ୍ଵାରା ବୌଦ୍ଧ ସହରରେ ନିର୍ମିତ ପଶ୍ଚିମ ସୋମନାଥ ମନ୍ଦିରସମୂହ ମଧ୍ୟଯୁଗୀୟ ଓଡ଼ିଶାର କଳା ଓ ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ। ଗୋଟିଏ ପରିସରରେ ଏକ ସୁନ୍ଦର ପରିବେଶରେ ଚାରୋଟି ମନ୍ଦିର ଦେଖିବାକୁ ମିଳେ। ୧. ପଶ୍ଚିମ ସୋମନାଥ ମନ୍ଦିର ୨. ଭୁବନେଶ୍ୱର ମହାଦେବ ମନ୍ଦିର…

କେଶରକ୍ଷେତ୍ର ଚଣ୍ଡେଶ୍ୱର ମହାଦେବ ପୀଠ

ଲେଖା: ରବୀନ୍ଦ୍ର କୁମାର ରଣା କେଶରକ୍ଷେତ୍ର ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଚଣ୍ଡେଶ୍ୱର ଗ୍ରାମରେ ଥିବା ଚଣ୍ଡେଶ୍ୱର ମହାଦେବ ମନ୍ଦିର ବା ଚଣ୍ଡିହର ମହାଦେବ ମନ୍ଦିର । ଇତିହାସର ତଥ୍ଯ ଅନୁସାରେ ସୋମବଂଶୀ ରାଜା ଦ୍ଵିତୀୟ ଯଯାତି ଯିଏକି ଚଣ୍ଡିହର ଦେବ ଓ ମହଶିବଗୁପ୍ତ ତୃତୀୟ ନାମରେ ମଧ୍ୟ ପରିଚିତ ତାଙ୍କ ରାଜତ୍ଵ…

ଯୋଗିନ୍ଦ୍ର ରାଜପ୍ରାସାଦ – ବଉଦ 

ଲେଖା: ଶିବାଶିଷ ମହାପାତ୍ର ବଉଦ ରାଜ୍ୟର ପୁରାତନ ଇତିହାସ ପୃଷ୍ଠାକୁ ଦେଖିଲେ ଜଣାଯାଏ ଢ଼େଙ୍କାନାଳ ରାଜ୍ୟରୁ ଆସି ଏଠାରେ ଖିଂଜଳି ରାଜବଂଶ ସ୍ଥାପନ କରିଥିଲେ । ଓଡ୍ର ଦେଶର ରାଜା ଯଯାତି ନିଜ ରାଜ୍ୟର ରାଜଧାନୀ ଯଯାତି ନଗର ବର୍ତମାନ ବୋୖଦ୍ଧ ଜିଲ୍ଲାର ଯଗତି ଗ୍ରାମରେ ଥିବାର ପ୍ରମାଣ ରହିଛି ।  ୧୪ଶ ଶତାବ୍ଦୀରେ କେଉଁଝର…

ପଞ୍ଚଧାର ପର୍ବତ (Panchadhara Hills)

ଲେଖା: ସଞ୍ଜୀବ ନନ୍ଦ ପଞ୍ଚଧାର,  ପ୍ରକୃତିର ଲୀଳାୟିତ ବୈଚିତ୍ରମୟୀ ଅନନ୍ତ ସୃଷ୍ଟି ମଧ୍ୟରେ ପର୍ବତମାଳା ଅନ୍ୟତମ ଆକର୍ଷଣ । ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କଳ ଜନନୀର ମଧ୍ୟଭାଗରେ ଶୋଭା ପାଉଥିବା ଗିରିବର ପଞ୍ଚଧାର ପର୍ବତ,  ଆଠମଲ୍ଲିକ ନିକଟସ୍ଥ ଚିରସ୍ରୋତା ପୁଣ୍ୟତୋୟା ମହାନଦୀର ଟିକରପଡା ସାତକୋଶିଆଠାରେ ମା’ ବିନିକେୟି ପୀଠଠାରେ ନଦୀ ଉପରେ ମୁଁଣ୍ଡଟେକି ଆବହମାନ କାଳରୁ ଦଣ୍ଡାୟମାନ…

ଜୟପୁର ରାଜ୍ୟ ଓ ଏହାର ଇତିହାସ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ଜୟପୁର ହେଉଛି ଓଡିଶାର ଏକ ପ୍ରାଚୀନ ସହର ଯାହାକି ଓଡ଼ିଶା ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରିଅଛି । ପୁରାତନ କାଳରେ ଏହି ସହର ଭିନ୍ନ ଭିନ୍ନ ରାଜବଂଶୀୟ ରାଜାଙ୍କ ରାଜଧାନୀ ଥିଲା । ଏହା ପ୍ରାଚୀନ ଦୁର୍ଗ, ପ୍ରାସାଦ ଏବଂ ମନ୍ଦିର ପାଇଁ ଜଣାଶୁଣା ।…

ନନ୍ଦପୁରର ବତ୍ରିଶ ସିଂହାସନ (Batrisha Singhasana)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ ନନ୍ଦପୁରର ବତ୍ରିଶ ସିଂହାସନ ଅବିଭକ୍ତ କୋରାପୁଟ ତଥାର ଓଡ଼ିଶାର ଅନ୍ୟତମ ଐତିହାସିକ ସ୍ଥଳ, ଯାହା ତ୍ରୟୋଦଶ ଶେଷ/ଚତୁର୍ଦଶ ଶତାବ୍ଦୀର ପ୍ରାରମ୍ଭରେ ଶିଳା ବଂଶୀୟ ନରପତିଙ୍କ ଦ୍ଵାରା ନିର୍ମାଣ ହୋଇଥିଲା। ଇତିହାସ କୁହେ, ଯେ ଖ୍ରୀଷ୍ଟପୂର୍ବ ୩୫୦ ବେଳେ ଏହି ଅଞ୍ଚଳ ମହାକାନ୍ତର ରୂପେ ପରିଚିତ ଥିଲା। ଖ୍ରୀଷ୍ଟାବ୍ଦ ୨୦ …

ସୁବର୍ଣ୍ଣପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ଵରୀ

ଉପସ୍ଥାପନା: ଶିବାଶିଷ ମହାପାତ୍ର ଶଙ୍ଖ ଚକ୍ର ତ୍ରିଶୂଳ ଡମ୍ବରୁ ଖଡ଼ଗ ଖର୍ପର ଧାରିଣୀ ଧନୁର୍ବାଣ କୁଠାର ମଙ୍କୁଶ ଦାନବ କୁଳ ଛେଦିନୀ ଜଟାଜୁଟ ସୁଚାରୁ ମଣ୍ଡିତ ରକ୍ତବସ୍ତ୍ର ସୁମେ ଖଳା ଘୋର ଘର୍ଘର ଘୋର ଗର୍ଜିତଂ ଧୂମ୍ରଲୋଚନୀ ତ୍ରାହିମାଂ …. ଶୁକ ଗୌତମ ବ୍ରହ୍ମା ନାରଦ ବ୍ୟାସ କଶ୍ୟପ ଧ୍ୟାୟିନୀ ଇନ୍ଦ୍ର ଚନ୍ଦ୍ର କୁବେର ଦଶଦିଗପାଳ…

ସୋନପୁର ଜିଲ୍ଲାର ମେଟା ଲୁହୁରା ଓ ପଣତ କାନିର ଦେବୀ ମା’ ମେଟାକାନି 

ଲେଖା: ଶିବାଶିଷ ମହାପାତ୍ର ଉତ୍କଳ ଏପରି ଏକ ପ୍ରଦେଶ ଯାହା ନିଜର କଳା, ସଂସ୍କୃତି, ପରମ୍ପରା ତଥା ସ୍ଥାପତ୍ୟ ପାଇଁ ପରିଚିତ। ଓଡ଼ିଶାର କୋଣ ଅନୁକୋଣରେ ଏପରି ଲୋକକଥା ତଥା ପରମ୍ପରା ସବୁ ଦେଖିବାକୁ ମିଳେ ଯାହାର କେବେହେଲେ ପୁନରାବୃତ୍ତି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶା ପ୍ରଦେଶର ଏକ ଛୋଟ…

ଶ୍ରୀକ୍ଷେତ୍ର ରାଜେଶ୍ଵରୀ ମା’ ବିମଳା

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀକ୍ଷେତ୍ରାଧିଶ୍ଵରୀ ଦେବୀ ବିମଳା ଓ କ୍ଷେତ୍ରାଧିଶ୍ବର ଜଗନ୍ନାଥ ହେଉଛନ୍ତି ଶଙ୍ଖକ୍ଷେତ୍ରର ପ୍ରାଣକେନ୍ଦ୍ର। ଦେବୀ ବିମଳା ଶ୍ରୀମନ୍ଦିର ପରିସରରେ ସିଦ୍ଧତମା ବେଶରେ ଦଣ୍ଡାୟମାନ ଭଙ୍ଗୀରେ ପୂଜିତା। ଏହି ପୀଠରେ ସତୀଙ୍କ ପାଦ ପତନ ହେଇଥିବାରୁ ଏହା ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ପାଦପୀଠ ପରମ ଗୋପନୀୟ ଓ ସିଦ୍ଧ…

ପୁଣ୍ୟପୀଠ ପାରଳା: ଗଜପତିଙ୍କ ସମାଧିସ୍ଥଳ

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ନିଗାଡ଼ିଯେ ଏ ଜାତିର ଏ ଦେଶର ଅନ୍ଧ ରନ୍ଧ୍ରକୂପେ ଭରିଦେଲା ଆଲୋକର ଉଛ୍ୱlସ ପ୍ଲାବନ ସ୍ତରେ ସ୍ତରେ ।। ସହଜାତ ମୁକୁଟ ଓହ୍ଲାଇ ମାଥୁ ଯେ ଶିରେ ସାଦରେ ।। ଜନତାର ଶିରସ୍ତ୍ରାଣ ପିନ୍ଧି ଚଳାଇଲା ଜାତି ଚୈତ୍ର ରଥ ବିରଗର୍ଭା ବସୁନ୍ଧରା ଗର୍ଭେ ଆଜି ଏଠି ସେ…