Category କଳିଙ୍ଗର କାହାଣୀ

ବାରିପଦାର ରଥଯାତ୍ରା

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

ଜଉଗଡ଼

ଲେଖା: ଜଗନ୍ନାଥ ଦୋରା ଅବହେଳିତ ଜଉଗଡ଼ (Jaugada), କଳିଙ୍ଗ ଇତିହାସର ଶିଳାଲେଖ । କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଜଉଗଡ଼, ଯାହାକି ଗାରିମାମୟ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତରେ ଅବସ୍ଥିତ । ଏଠାକାର ଶିଳାଲେଖଗୁଡିକ ୨୦୬୦ ବର୍ଷ ପୁରୁଣା, ଯାହାକି ଖ୍ରୀଷ୍ଟପୂର୍ଵ ୨୬୧ରେ ଅଶୋକଙ୍କ ସମୟରେ ଲେଖା ଯାଇଥିଲା ବୋଲି ପ୍ରତ୍ନତାତ୍ତ୍ୱିକ…

ଚୌକଲେଖା

ଲେଖା: ଶ୍ରୀକାନ୍ତ ସିଂହ “ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ” ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ…

ଚାନ୍ଦବାଲି

ଲେଖା: ଦେଵ ତ୍ରିପାଠୀ ୧୮୬୬ ମସିହା । କଟକ । ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ କାଳ । ଓଡ଼ିଆ ଲୋକଙ୍କ ପାଇଁ ବଙ୍ଗଦେଶ କିମ୍ବା ଅନ୍ୟାନ୍ୟ ଅଞ୍ଚଳରୁ ଆବଶ୍ୟକୀୟ ପଦାର୍ଥ ଆଣିବା କିମ୍ବା ପଠାଇବା ପାଇଁ ନିର୍ଭର କରିବାକୁ ପଡ଼ୁଥିଲା ଜଳପଥ ଉପରେ । ଓଡ଼ିଶାରେ ଏକ ଅନୁକୂଳ ସାମୁଦ୍ରିକ ବନ୍ଦରର ଆବଶ୍ୟକତା ଅନୁଭବ କରି…

ଚାନ୍ଦିନୀଚୌକ

ଲେଖା: ଦେଵ ତ୍ରିପାଠୀ ଆମ କଟକ ସହରର ବାଲିଗୋଡ଼ି, ମାଟିରେ ଯେପରି ମିଶି ରହିଛି ଇତିହାସର ମହକ, ଆମ ଜନମାନସରେ ସେମିତି ଉଜ୍ଜୀବିତ ରହିଛି ଅସୁମାରୀ ଲୋକକଥା । ସେମିତି କିଛି କଥା ଆମ ଦର୍ପଣୀ ରାଜାଙ୍କୁ ନେଇ ! ଚାନ୍ଦିନୀଚୌକର ପ୍ରାଣବନ୍ତ ଇତିହାସକୁ ନେଇ ! ସଉକିଆ ହେଲେ ମଧ୍ୟ ଦର୍ପଣୀ ରାଜା ଥିଲେ…

ଓଡ଼ିଶାରେ ମୁସଲମାନ ଆକ୍ରମଣ

ଲେଖା: ଶିଶିର ସାହୁ ମନୋଜ ପବିତ୍ର ଭୂମି ଓଡ଼ିଶାରେ ମୁସଲମାନ ଆକ୍ରମଣ ! ସମସ୍ତ ଓଡ଼ିଆ ପ୍ରାଣଙ୍କ ଗୋଚରାର୍ଥେ ଏଠାରେ ଉଲ୍ଲେଖ କରାଗଲା । ୧. ୧୨୧୨ରେ ଦିଲ୍ଲୀ ସୁଲତାନ୍ ଗୟାସୁଦ୍ଦିନ ବଙ୍ଗକୁ କର ମାଗିଲା, ତାପରେ ଓଡ଼ିଶା ପାଳି ପଡିଲା । ଲାଙ୍ଗୁଳା ନରସିଂହ ଦେବ କର ଦେବାକୁ ଅଗ୍ରାହ୍ଯ କରିଦେଲେ । ଗୟାସୁଦ୍ଦିନ…

ଧୂସି

ଲେଖା: ଶିଶିର ସାହୁ ମନୋଜ ଚୀନର ଜଣେ ଵୀରାଙ୍ଗନା 花木蘭 (ହୁଆ ମୁଲାନ)ଙ୍କୁ ଅଳ୍ପ ବହୁତେ ସମସ୍ତେ ଜାଣିଥିଵେ ।  ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ Guo Maoqian ପ୍ରଥମେ ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ । ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ “ଉତ୍ତର…

ଗଞ୍ଜାମ

ଉପସ୍ଥାପନା: ଶିଶିର ସାହୁ ମନୋଜ ଆଜି ଯେଉଁ ଅଞ୍ଚଳକୁ ଗଞ୍ଜାମ କୁହାଯାଉଛି, ପ୍ରାଚୀନ କାଳରେ ଏହି ଅଞ୍ଚଳ କଳିଙ୍ଗ, କଙ୍ଗୋଦ ନାମରେ ପରିଚିତ ଥିଲା । ୧୮୦୬ ମସିହାରେ ଗଞ୍ଜାମ ଜିଲ୍ଲା ଗଠନ ବେଳେ ଏହାର ସୀମା ଥିଲା ପୂର୍ବରେ ମାଣିକପାଟଣାଠାରୁ ଦକ୍ଷିଣ ପଶ୍ଚିମରେ ମୋପଂଜା ବନ୍ଦର ଅର୍ଥାତ ନାଗାବଳୀ ନଦୀ ମୁହାଣ, ଯାହା ବର୍ତ୍ତମାନର…

ସମ୍ବଲପୁର

ଲେଖା: ଶିଶିର ସାହୁ ମନୋଜ ଏକଦା ସମ୍ବଲପୁର ଗଡ଼ଜାତ ରାଜ୍ୟ “ହୀରାଖଣ୍ଡ ସାମ୍ରାଜ୍ୟ” ନାମରେ ପରିଚିତ ଥିଲା । ଏଠାରୁ ପ୍ରାପ୍ତ “ହୀରା”ରୁ “ହୀରାଖଣ୍ଡ ସାମ୍ରାଜ୍ୟ”ର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି । ଏକ କିମ୍ବଦନ୍ତୀ କଥାନୁସାରେ ଵିଶ୍ଵଵିଖ୍ଯାତ କୋହିନୂର ହୀରା ଏହିଠାରୁ ପ୍ରାପ୍ତ ହୋଇଥିଵାରୁ ଯେତେଵେଳେ ତାହା ରାଜା ରଣଜିତ ସିଂହଙ୍କ ପାଖରେ…