Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ଭିଏତନାମରେ ଭାରତମଣି ! ଶିରୋନାମା ପଢି ଆଚମ୍ବିତ ହେବା ସ୍ୱାଭାବିକ I ମାତ୍ର ଇଏ ଆମ ପାଇଁ ଗୌରବର କଥା ନିଶ୍ଚୟ I ସତୁରୀ ଦଶକ । ହୋଚିମିନ୍ ମହାନଗରୀ । ଭିଏତନାମ । ବିପ୍ଳବର ସମୟ ! ଭୟ, ଆତଙ୍କ, ହତାଶା, ହାହାକାର, ହିଂସା, ଦ୍ୱେଷ, ବିଭୀଷିକା, ଅତ୍ୟାଚାରର କାଳିମା…
ଲେଖା: ଦେଵ ତ୍ରିପାଠୀ ଦିନ ଥିଲା, ରଣପୁର ଆଦି ଗଡ଼ଜାତ ଅଞ୍ଚଳ ଅନ୍ଧାରୀ ମୁଲକ ଭାବେ କୁଖ୍ୟାତ ଥିଲା, ସେଠାକାର ଅଧିବାସୀ ନିଜ ଅଧିକାର ବିଷୟରେ ଥିଲେ ଅନଭିଜ୍ଞ, ତେଣୁ ରାଜା ଏବଂ ତାଙ୍କ ଅମାତ୍ୟମାନଙ୍କ ଦ୍ଵାରା ସେମାନେ ହେଉଥିଲେ ଅତ୍ୟାଚାରିତ । ସେପରି ଏକ ଦୁର୍ବିସହ ସମୟରେ ରଣପୁର ର ପ୍ରପୀଡ଼ିତ ପ୍ରଜାଙ୍କ ତ୍ରାଣକର୍ତ୍ତା…
ଲେଖା: ଦେଵ ତ୍ରିପାଠୀ କଟକ ସହରର କୁମ୍ଭାରସାହିର ପିଲାଟିଏ । ପାଠପଢାରେ ମନ ଲାଗୁ ନଥିଲା ସିନା, ହେଲେ ବିଧାତା ତା’ଠି ଖଞ୍ଜିଥିଲେ ଅପୂର୍ବ ପ୍ରତିଭା ! ଆଠ ବର୍ଷର କୋମଳ ବୟସରେ ସେ କିନ୍ତୁ ମନ ବଳାଇଲା ମୂର୍ତ୍ତି ତିଆରି ପାଇଁ ! ପରିବାରରେ ବାପାଭାଇଙ୍କ ସହ ମିଶି ପାରମ୍ପରିକ ମୂର୍ତ୍ତି ତିଆରି କରି…
ଲେଖା: ଦେଵ ତ୍ରିପାଠୀ ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ । ଅନେକ କହିଲେ ଏହା ଅଶୁଭ । କେହି କେହି ତାକୁ ଘଉଡାଇବା ପାଇଁ ପାଟିଗୋଳ କଲେ । ବାଳକଟି ମଧ୍ୟ ଟେକାଟିଏ ମାରିବାକୁ ଉଦ୍ୟତ ହେଲା…
ଲେଖା: ଦେଵ ତ୍ରିପାଠୀ ଆମ କଟକ ଜିଲ୍ଲାର କଥା ! ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ପରିସ୍ଥିତିରେ ପଡ଼ି ଘରଦ୍ଵାର ଛାଡ଼ି ଦିନେ ବିଦେଶମାଟିରେ ଜୀବନ ଜୀଇଁବା ପାଇଁ ହୋଟେଲରେ କାମ କଲା । ବ୍ରାହ୍ମଣ…
ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…
ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ରୋମାଣ୍ଟିକ ଚିରସବୁଜ ସୁପରଷ୍ଟାର ଅଭିନେତା, ନିର୍ଦ୍ଦେଶକ, ସମାଲୋଚକ, ଲେଖକ, ଅଧ୍ୟାପକ ଓ ସଂଗଠକ ତଥା ସମ୍ମାନନୀୟ ଜୟଦେବ ପୁରସ୍କାର ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ଓ ଉଦ୍ଭାସିତ ଅମର ପ୍ରତିଭା ଶରତ ପୂଜାରୀ ! ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଜନ୍ମିତ ଏହି…
ଲେଖା: ଅମ୍ରିତେଶ ଖଟୁଆ ଗୋଟିଏ ସାକ୍ଷାତକାରରେ ସେ କହିଥିଲେ, “Theatre is mediation to me. . . I have a long straight nose and I would like to follow the long, straight path.” ଦେହାବସାନ ପୂର୍ବରୁ ଭୁବନେଶ୍ଵରରେ ବିଦଗ୍ଧ ବିଶ୍ଵନାଟକ ପ୍ରଯୋଜନା ପର୍ଯ୍ୟାୟରେ ତିନୋଟି ନାଟକ ମଞ୍ଚସ୍ଥ…
ଲେଖା: ଦେବ ତ୍ରିପାଠୀ ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରେ ଦିଗପହଣ୍ଡି । ଢୁମ୍ପା, କଳାସଂସ୍କୃତି, ସାହିତ୍ୟ, ଗଡ଼ଜାତୀୟ ଇତିହାସ ଓ ଐତିହ୍ୟ ସୁରଭିତ ଦିଗପହଣ୍ଡି ମାଟି ମଧ୍ୟ…
ଲେଖା: ଓଁ ଅଭିଜ୍ଞାନ ସାହୁ ଫୁଟାଡଙ୍ଗାର ନାଉରୀ ! ଫତୁରାନନ୍ଦଙ୍କ ଭଳି ଏକ ବିରାଟ କ୍ୟାନଭାସ୍ କୁ ଅଳ୍ପରେ ଆଙ୍କିବାକୁ ଚେଷ୍ଟା କରିବା ହୁଏତ ମୋ ପକ୍ଷରେ ଧୃଷ୍ଟତା ହୋଇପାରେ । ଚେଷ୍ଟା କରୁଛି ଅଳ୍ପରେ ତାଙ୍କ ପ୍ରତି ଥିବା ମୋର ପ୍ରଗାଢ ଭକ୍ତି ଓ ଭଲ ପାଇବାକୁ ଚିତ୍ରଣ କରିବା ପାଇଁ । ଆଧୁନିକ…