Physical Address
Sai Samarpanam, Satya Vihar, Bhubaneswar

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪ ସାଲ ୧୯୧୫, ୯ ବର୍ଷର ବାଳକଟିଏ ତତ୍କାଳୀନ ସୋନପୁର ଇଷ୍ଟେଟ (ଗଡଜାତ ବା ଜମିଦାରୀ)କୁ ଉଚ୍ଚ ଶିକ୍ଷା ପାଇଁ ତାର ବଡଭାଇଙ୍କ ସହ ଯାଇଥାଏ I ବାପା ତାର ପୂର୍ତ୍ତ ବିଭାଗ ଓଭରସିଅର ଭାବେ…

ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ ଛାତ୍ରାବାସର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବରେ ମୁଖ୍ୟ ଅତିଥି । ଛାତ୍ର ନେତାମାନେ ଖବର ପାଇଲେ ଦିଲ୍ଲୀରେ ସୀମା କମିଶନ ସୁପାରିଶକୁ ନିଖିଳ ଭାରତ କଂଗ୍ରେସ କମିଟି ଗ୍ରହଣ କରି ନେବାକୁ ଯାଉଛି ।ଭାରତର…

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: “ଲଙ୍ଗଳ ଯା’ର ଜମି ତା’ର” ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା ପଟନାୟକ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ l (ସନ୍ଥକବି ଭୀମଭୋଇ) ସନ୍ଥ ଭୀମ ଭୋଇଙ୍କ ଏ ଅମୀୟ…

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ ସ୍ଵାଧୀନତା ହାସଲ ପାଇଁ । ସତ୍ୟ, ଅହିଂସା, ଅସହଯୋଗ ପନ୍ଥାରେ ବିଦେଶୀ ଶାସନ ହାତରୁ ହଜିଯାଇଥିବା ସ୍ଵାଧୀନତା ଛଡ଼ାଇ ଆଣିବା ପାଇଁ ସଂଗ୍ରାମର କ୍ଷେତ୍ର ଥିଲା ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ। ସମଗ୍ର ଦେଶର…

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି (୧୯୨୩–୧୯୭୩) ଲେଖନୀ ଚାଳନା ହିଁ ମାନସିଂହଙ୍କ ସମସ୍ତ ରଚନାର ପରିପ୍ରକାଶ। ଅଠର ବର୍ଷ ବୟସରେ ପ୍ରଥମ କବିତା ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରକାଶିତ ହୋଇଥିଲା ୧୯୨୮ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାର ବୈଶାଖ…

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ସେ ଦୁର୍ବାସା । ନ୍ୟାୟ ଓ ଶାନ୍ତି ପାଇଁ ସେ ଯୋଗେଶ୍ୱର କୃଷ୍ଣ, ଖଟିଖିଆ, କୃଷକ ପାଇଁ ସେ ଲେନିନ୍, ସ୍ଵାଧୀନତା ପାଇଁ ସେ ଗାନ୍ଧୀବାଦୀ ! ସେ ଗୌରାଙ୍ଗ ଦାସ, ଅତି ଶ୍ରଦ୍ଧାରେ,…

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ ଲେଖୁଛେ କିମ୍ବା ନିଜକୁ ଓଡ଼ିଆ ବୋଲି କହି ଗର୍ବ ଅନୁଭବ କରୁଛେ, ତାହା ପଛରେ ଅନେକ ମହାନ ଓ ମହତ ପୁରୁଷଙ୍କର ନିଃସ୍ଵାର୍ଥପର ସେବା ମନୋବୃତ୍ତି ଓ ବଳିଦାନ ଲୁଚି ରହିଛି ! ସେଭଳି…

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଭାରତୀୟ ସାହିତ୍ୟରେ ରେନେନ୍ସା ବା ଅଭ୍ୟୁଦୟ ଯୁଗର ପଦଧ୍ଵନି ଶୁଣାଗଲାଣି। ଯାହା ଫଳରେ ଲୋକଂକ ଜୀବନ ଧାରାରେ ଆଭିମୁଖ୍ୟ ପରିବର୍ତ୍ତନ ସହ ନୂତନ ସମ୍ଭାବନା ସୃଷ୍ଟି ଓ ପ୍ରାଣ ପ୍ରବାହ ଗୁଂଜରିତ ହେବାକୁ…

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଂଗତା ପ୍ରତ୍ୟେକ ଜୀବନରେ ଆସେ — ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଂଗ ତରୁଣକୁ ଯେଉଁମାନେ ସଖ୍ୟ ଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା…

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ “ଗୋଟିଏ କଥା ମନରେ ଉଠେ, ଯେଉଁ ଦେଶ ଓ ସମାଜରେ ମୂର୍ଖ ପୂଜାପାନ୍ତି ଓ ପଣ୍ଡିତେ ଉପାସେ ମରନ୍ତି, ଯେଉଁଠି ଉପର ପାହାଚର ଲୋକ ତଳ ପାହାଚର ଲୋକକୁ ଉଠେଇନେବା ପରିବର୍ତ୍ତେ ଗୋଇଠା ମାରି ଚାପିଦେବାରେ କୃତକୃତ୍ୟ ବୋଧ କରନ୍ତି, ଯେଉଁଠି…