Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ~ ଆଵାହନ ~ ଉଠହେ ପୁଲକେ ଉଠହେ ମାତି, କେତେ ନଵ ଆଶା ନଵୀନ ସାହସ ନଵ ଜାଗରଣେ ଜାତିର ଭଵିଷ୍ୟ ମରମେ ମରମେ ଉଠଇ ଭାତି ।।ଘୋଷା।। ଅତୀତ ଗରଭେ ଯେତେ ଗଉରବ ଜ୍ଞାନ ବଇଭଵ ସମ୍ପଦଶିରୀ ସେ ଵିଭବ ବାରେ ଚାହିଁ ଦେଖ ଭାଇ ଘେନ…
ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଉତ୍କଳ ଜନନୀଙ୍କର ଗାରିମା ଗାୟନ ଏଇ କାଳଜୟୀ କବିତା ‘ଉତ୍କଳ ସଙ୍ଗୀତ’ରେ . . ~ ଉତ୍କଳ ସଙ୍ଗୀତ ~ ୧ ବାରେ ଡାକ ହେ ଉତ୍କଳ ସୁତେ ମା ଉତ୍କଳଭୂମି ଜନନୀ ପାନ କର ମା-ନାମ-ଅମୃତେ ଗାଅ ମା ମା ରଜନୀ୨ ବାରେ ଚିନ୍ତ ପ୍ରେମ ଭକ୍ତିଭରେ …
ସୌରଭିତ ସୃଷ୍ଟି: ବ୍ୟାସକବି ଫକୀରମୋହନ ଫକୀରମୋହନଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ଏଇ ଭାଇକଳି କବିତା ! ~ ଭାଇକଳି ~ ଉତ୍କଳେ ଜନମ ଉତ୍କଳେ ମରଣ; ଉତ୍କଳ ଅନ୍ନରେ ଜୀଵନଧାରଣ । ପରାପର ଭାଵ ପୋଷିବୁଁ କିପାଁଇ, ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ ।ଭିନ୍ନାଭିନ୍ନ ଭାବ ବହିବାର ଜନ- ମୋ କ୍ଷୁଦ୍ରବୁଦ୍ଧିରେ…
ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ ଭକ୍ତକବିଙ୍କର ଏକ ଅନନ୍ୟ ସୃଷ୍ଟି ଉତ୍କଳ ଆହ୍ୱାନ ! ~ ଉତ୍କଳ ଆହ୍ୱାନ ~ ଉଠ ହେ ଉତ୍କଳବାସୀ, ଦୂରେ ଫିଙ୍ଗି ଦୁଃଖରାଶୀ, ଛେଦି ଜଡତାର ନାଗପାଶ, ସକଳ ଦୁରିତଜିଣା ବିଶ୍ଵରାଣୀ ବାଣୀ-ବୀଣା ବାଜେ ପୂରି ଉତ୍କଳ ଆକାଶେ ହେ ନରନାରୀ ! ଅଶୋକ ଅଭୟ ସେ ସଂଗୀତ,…
ସୌରଭିତ ସୃଷ୍ଟି: ଭକ୍ତକବି ସାଲବେଗ ମୋ ମନ ମୋତେ ଭଗାରୀ ନ ଭଜିଲା ରାମହରି ! ଯମ ନେବ ଧରିକରି ବୋଇଲା ରେ ! ୧। ମୋହ ମନ, ମୋହରି ସେ ନୋହିଲା ରେ ! (ଘୋଷା) ଆସି ହେଲା ପ୍ରାନ୍ତକାଳ ନ ଭଜିଲୁ ନନ୍ଦଵାଳ ! ଯେତେ ଥିଲା ପୁଣ୍ୟଫଳ ସଇଲାରେ ! ୨ ।…
ଲେଖା: ଶିଶିର ସାହୁ ମନୋଜ ଚିନ୍ମୟ ଶବ୍ଦଟି ଵିଶେଷତଃ ଏକ ନାମଵାଚକ ଶବ୍ଦ ଭାଵେ ଵ୍ୟଵହୃତ ହୋଇଥାଏ । ଅନ୍ଯ ରାଜ୍ୟର ଲୋକଙ୍କ ଅପେକ୍ଷା ଏହି ନାମ ଵ୍ଯଵହାର କରୁଥିଵା ଓଡ଼ିଆ ଲୋକଙ୍କ ସଂଖ୍ୟା ଅଧିକ । ପୁଅ ପିଲାଙ୍କ ଛଡ଼ା ଝିଅ ପିଲାଙ୍କ ନାମ ମଧ୍ୟ ଚିନ୍ମୟୀ ରଖାଯାଏ । ଚିତ୍ ଶବ୍ଦରେ ସଂଜାତାର୍ଥେ ମୟ…
ଲେଖା: ଶିଶିର ସାହୁ ମନୋଜ ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି । କଳାହାଣ୍ଡୀରେ ମାଗଣା ଅର୍ଥରେ ଉଖ୍’ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ; ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍’ଲା ହେଵା ଅର୍ଥ ମାନ ମହତ ପଦାରେ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପଞ୍ଚତନ୍ତ୍ରକୁ ଏକ ଗ୍ରନ୍ଥ ବୋଲି କୁହା ଯାଇ ପାରିବ କି ? ଗ୍ରନ୍ଥ ଶବ୍ଦର ଅର୍ଥରେ ଏହାର ଉତ୍ତର ଲୁଚି ରହିଛି, ତେଣୁ ଚାଲନ୍ତୁ ଏ ଶବ୍ଦ ଵିଷୟରେ ଵିସ୍ତୃତ ଜାଣିଵା । ଗ୍ରନ୍ଥ ଏକ ସଂସ୍କୃତ ଵିଶେଷ୍ଯ ଶବ୍ଦ ଏଵଂ ଗ୍ରନ୍ଥ୍ ଧାତୁରେ କର୍ମାର୍ଥେ ଅ…
ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପ୍ରଶ୍ନଟିଏ, ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ? ଉତ୍ତର: ଦେଶଜ ସରଗମ୍ ଶବ୍ଦଟି ବୈଦେଶିକ ଶବ୍ଦ ଭଳି ପ୍ରତିଭାତ ହୁଏ କିନ୍ତୁ ଏହା ଭାରତୀୟ ଶବ୍ଦ ଅଟେ। ହିନ୍ଦି ଶବ୍ଦସାଗର ଅଭିଧାନ ଅନୁସାରେ ସଂଗୀତରେ ସାତସ୍ୱରର ଆରୋହଣ-ଅବତରଣର କ୍ରମକୁ ସରଗମ୍ କୁହାଯାଏ। ପୂର୍ଣ୍ଣଚନ୍ଦ୍ର…
ଲେଖା: ଶିଶିର ସାହୁ ମନୋଜ ଅନୁଗୋଳରେ ପଞ୍ଜୁରୀ ବା ପିଞ୍ଜରାକୁ ଖାଞ୍ଚା କୁହନ୍ତି । ଝୁଡ଼ି, ପାଛିଆ ଆଦି ବାଉଁଶରେ ତିଆରି ପାତ୍ରକୁ ଖାଞ୍ଚି କୁହନ୍ତି ! ଚାଲୁଣୀ ବି ବାଉଁଶରେ ତିଆରି ହୁଏ ଯାହାକୁ ଖଇଁଞ୍ଚି, ବାଉଁଶ ତିଆରି ମାଛଧରା ଯନ୍ତ୍ରକୁ ବି ଖଇଞ୍ଚା କୁହନ୍ତି ! ବାଉଁଶ ପାତିରେ ଛକି ବାଡ଼କୁ କଇଁଚି…