Category ଭାଷା ଓ ସାହିତ୍ୟ

ଜେଲିଫିସ୍

ଲେଖା: ଶିଶିର ସାହୁ ମନୋଜ ସମୁଦ୍ରରେ ବିଭିନ୍ନ ପ୍ରକାର ଭୟଙ୍କର ଜୀଵ ରୁହନ୍ତି । ସେଥି ମଧ୍ୟରୁ ସାର୍କ ଏବଂ ଜେଲିଫିସ୍ (Jellyfish) ଅନ୍ୟତମ । ସାର୍କ ତାର ଆକାର ଏବଂ ତୀକ୍ଷ୍ଣ ଦାନ୍ତ କାରଣରୁ ଲୋକମାନଙ୍କ ପାଇଁ ଵିପଦ ହୋଇଥିଵା ଵେଳେ ଜେଲିଫିସ୍ ତାର ଵିଷାକ୍ତ ଡଙ୍କ କାରଣରୁ ଵିଶ୍ୱରେ ପରିଚିତ । ଯଦି…

ଭୋଜନ

ଲେଖା: ଶିଶିର ସାହୁ ମନୋଜ ଭୋଜନ କରିଵା ଅର୍ଥକୁ ସୁଚେଇଵା ପାଇଁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି । ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ । ● ଖା, ଖାଆ→ଖାଇବା, ଖାଏମା, ଖାଦ୍ୟ (ଖାଦ୍ ଧାତୁ) ● ଭୁଞ୍ଜ→ଭୁଞ୍ଜଇ, ଭୁଜ (ଧାନ), ଭୋଜନ ● ଗିଳ୍→ଗିଳିବା, ଗିଳ୍.ବା…

ଵନିଵା

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆଭାଷା ଵିଷୟରେ ଅଜ୍ଞ ଲୋକେ ଵନେଇଵା ଶବ୍ଦକୁ ଏକ ହିନ୍ଦୀରୁ ଆନିତ ଶବ୍ଦ ମନେ କରନ୍ତି ଯେହେତୁ ତାଙ୍କ ଅଞ୍ଚଳରେ ବନେଇବା, ଵନିଵା ଆଦି ଶବ୍ଦ ବଦଳରେ କରିବା, ତିଆରି କରିଵା ଓ ଗଢ଼ିଵା ଆଦି ଶବ୍ଦ ଚଳେ କିନ୍ତୁ ଚର୍ଯ୍ୟାଗୀତି ଓ ସାରଳା ମହାଭାରତରେ ଏ ଶବ୍ଦର ପ୍ରାଚୀନ…

ସମିର ଵା ସମୀର

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ କିଛି ଉତ୍ତର ଭାରତୀୟ ସମିର ଵା ସମୀର ନାମ ଦେଖିଲେ ପଚାରନ୍ତି ଆପଣ ମୁସଲମାନ କି ? ଏମିତି ପଚାରିଵାର କାରଣ ହେଲା ଅନେକ ମୁସ୍ଲିମ୍ ସେ ଭାରତୀୟ ହୁଅନ୍ତୁ କି ଆରଵୀୟ ଏହି ସମିର ଵା ସମୀର ନାମ ରଖିଥାନ୍ତି…

କଇରି

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ ଅନୁଗୋଳରେ ଗୋରୀ କନ୍ୟାକୁ କଇରି କୁହାଯାଉଥିଲା ଵେଳେ ଢେଙ୍କାନାଳାଞ୍ଚଳରେ କହରା କେଶଯୁକ୍ତା କନ୍ୟାଙ୍କୁ ଶ୍ରଦ୍ଧାରେ କଇରି ନାମ ଦେଉଥିଵା ଦୃଷ୍ଟିଗୋଚର ହୁଏ । ଏ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଚଳୁଅଛି । ନିମ୍ନରେ ଏ ଶବ୍ଦ…

ଲୁ

ଲେଖା: ଶିଶିର ସାହୁ ମନୋଜ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ପଦ୍ଯରେ ଗୋଟିଏ କାଳ୍ପନିକ କାହାଣୀ ଲେଖିଛନ୍ତି ଲାଵଣ୍ଯଵତୀ, ଯାହାର ନାମ ସାରା ଓଡ଼ିଶାରେ ଲୋକପ୍ରିୟ । ଏକଦା କନ୍ୟାମାନଙ୍କର ଲାଵଣ୍ଯବତୀ ନାମ ରଖାଯାଉଥିଲା । ସାଧାରଣତଃ ଲାଵଣ୍ଯଵତୀ ଶବ୍ଦର ଅର୍ଥ “ଅତିସୁନ୍ଦରୀ ନାରୀ” । ଲାଵଣ୍ୟବତୀ କାଵ୍ଯର ନାୟିକା ବାଞ୍ଛାଵତୀ ମଧ୍ୟ ପରମା ସୁନ୍ଦରୀ ଥିଵା…

ସନ୍ନିପାତ

ଲେଖା: ଶିଶିର ସାହୁ ମନୋଜ ସନ୍ନିପାତ (ସମ୍+ନି+ପତ୍ ଧାତୁ+ଭାବ ଅ) ଶବ୍ଦର ବହୁ ଅର୍ଥ ହୋଇଥିଲେ ହେଁ ଏହା ଓଡ଼ିଆ ଭାଷାରେ ସାଧାରଣତଃ “ବାତ-ପିତ୍ତ-କଫ”ର ପ୍ରକୋପ-ଜନିତ ଜ୍ୱରରୋଗର ମାରାତ୍ମକ ଆବସ୍ଥା ଅର୍ଥରେ ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଏ ଶବ୍ଦର ଆନ ଅର୍ଥ ଗୁଡ଼ିକ ଯଥା: ୧. ସମ୍ୟକ୍ ରୂପେ ପତନ ୨. ବିନାଶ…

ଝିଟ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଆ ଦେଶଜ ଶବ୍ଦ ଝିଟ, ଶାସ୍ତ୍ରୀୟ ସଂସ୍କୃତଭାଷାର ଶବ୍ଦ ‛ଧୃଷ୍ଟ’ ସହିତ ସମଦ୍ଧୃତ ଅଟେ । ଏ ଶବ୍ଦଟି ସାଧାରଣତଃ ଚେମରଚଟୁ, ଧିଟ, ଧୃଷ୍ଟ, ଜିଗରିଆ, ବେହିଆ, ନିର୍ଲଜ୍ଜ, ନଗଣ୍ଯ ଓ ଅଶ୍ଳୀଳ ଆଦି ଅର୍ଥରେ ଏ ଶବ୍ଦ ପ୍ରୟୋଗ ହୋଇଥାଏ । ହିନ୍ଦୀରେ ଏହା ସହିତ ସମଦ୍ଧୃତ ଶବ୍ଦ…

ପଖାଳ

ଲେଖା: ଶିଶିର ସାହୁ ମନୋଜ ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ଧାନଚାଷ ହୁଏ ଓ ଧାନଚାଷ ହେଉଥିଵା ହେତୁ ଏଠାରେ ଧାନ୍ଯ ସମ୍ଵନ୍ଧୀୟ ଖାଦ୍ୟ ମଧ୍ୟ ମିଳିଥାଏ । ଵିଶ୍ଵରେ ସର୍ଵପ୍ରଥମେ ଆମ କୋରାପୁଟରେ ଧାନଚାଷ ହୋଇଥିଵା ପ୍ରମାଣ ମିଳେ । ଧାନଗଛର ଵିଭିନ୍ନ ଜାତି ରହିଛି ପ୍ରାୟତଃ ୩୦୦ରୁ ଅଧିକ ଜାତିର…

ଗୁରିଆ

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ କୋଟି କୋଟି ଜଣା ଅଜଣା ଶବ୍ଦ ରହିଛି ପୁଣି ପ୍ରତ୍ୟେକ ଶବ୍ଦର ଥାଏ ଦୁଇ ଵା ତତୋଽଧିକ ଅର୍ଥ । ଅଞ୍ଚଳ ଭେଦରେ ଗୋଟାଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ହୋଇପାରେ । ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଏକା ପରି ଦେଖାଯାଉଥିଵା ଶବ୍ଦଟିଏ ଭିନ୍ନ ଭିନ୍ନ ମୂଳରୁ ନାନା…