Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ସମିର ଵା ସମୀର

  • adminadmin
  • November 17, 2020
  • ଭାଷା ଓ ସାହିତ୍ୟ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ

କିଛି ଉତ୍ତର ଭାରତୀୟ ସମିର ଵା ସମୀର ନାମ ଦେଖିଲେ ପଚାରନ୍ତି ଆପଣ ମୁସଲମାନ କି ? ଏମିତି ପଚାରିଵାର କାରଣ ହେଲା ଅନେକ ମୁସ୍ଲିମ୍ ସେ ଭାରତୀୟ ହୁଅନ୍ତୁ କି ଆରଵୀୟ ଏହି ସମିର ଵା ସମୀର ନାମ ରଖିଥାନ୍ତି ।

କେହି କେହି ଭାଵିପାରନ୍ତି ସମ୍ଭଵତଃ ପଵନ ଅର୍ଥରେ ପ୍ରଚଳିତ ଏହି ସମିର ଵା ସମୀର ଶବ୍ଦଟି ଆରଵୀରେ ଯାଇଚଳୁଛି ଫଳରେ ଭାରତୀୟଙ୍କ ପରି ଆରଵୀୟମାନେ ବି ଏ ନାମ ରଖୁଅଛନ୍ତି ।

ତେବେ ସତକଥା ହେଲା ଏ ଉଭୟ ଶବ୍ଦ ଏକା ଦେଖାଯାଉଥିଲେ ହେଁ ପରସ୍ପର ଠାରୁ ବହୁତ ଭିନ୍ନ ଅଟନ୍ତି ।

ପ୍ରକୃତରେ ଆରଵୀର ସମୀର(سَمِير‎ )ଶବ୍ଦଟି ଏହାର ନିଜସ୍ୱ ଶବ୍ଦ ଅଟେ । ଏଵଂ ଏ ଶବ୍ଦର ମୂଳ ଧାତୁଶବ୍ଦ ହେଲା ” س م ر‎ “(s-m-r)। ଏ ଆରଵୀ ଶବ୍ଦର ଅର୍ଥ ‛entertaining companion’ ଵା ‛ମନୋରଞ୍ଜକ ସାଥୀ’ ଅଟେ । ସବୁଵେଳେ ମଜାମଜା କଥାକହି ହସାଉଥିଵା ବନ୍ଧୁ ଆରଵରେ ସମୀର ବୋଲାଅନ୍ତି ।

ଅପରପକ୍ଷରେ ସଂସ୍କୃତ ‛ସମିର’ ଓ ‛ସମୀର’ ଶବ୍ଦର ଦୁଇଗୋଟି ନିରୁକ୍ତି ନିର୍ଣ୍ଣୟ କରାଯାଇଛି ।

★୧. ହେମଚନ୍ଦ୍ର ଓ ପ୍ରହରାଜଙ୍କ ଅଭିଧାନରେସମିର ଶବ୍ଦର ନିରୁକ୍ତି => ସମ୍=ସମ୍ଯକ୍+ଇଧାତୁ=ଗମନ କରିବା+କର୍ତ୍ତୃ. ର
★୨.  ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସମୀର ଶବ୍ଦର ନିରୁକ୍ତି=>
ସମ+ଈର ଧାତୁ=ପ୍ରେରଣ କରିବା; ଗମନ କରିବା+କର୍ତ୍ତୃ ଅ)

ସମିର ଶବ୍ଦର ଅର୍ଥ ବାୟୁ ହୋଇଥିଵାଵେଳେ ସମୀର ଶବ୍ଦର ଅର୍ଥ ବାୟୁ ଛଡ଼ା ଶମୀବୃକ୍ଷ( Acacia Suma) ଓ ହନୁମାନ ଵି ଅଟେ ।

ଆଜିକାଲି ଏ ଉଭୟ ଶବ୍ଦ ମଧ୍ୟରେ ଭିନ୍ନତା ଦର୍ଶେଇଵା ପାଇଁ ଇଂରାଜୀରେ ଲେଖିଲାଵେଳେ ଆରଵୀ ସମୀରକୁ Sameer ଓ ଭାରତୀୟ ସମିର ଵା ସମୀରକୁ Samir/Samirǝ ଦେଖାଯାଉଛି ।

© ଶବ୍ଦଭେଦ

Spread the love
Previous Post କଇରି
Next Post ଵନିଵା

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

August 17, 2026

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

August 16, 2026

ସୀତାବିଞ୍ଜ

August 16, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer