ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ

ଉତ୍କଳ ସମ୍ମିଳନୀରେ ଗାନ ହେବା ନିମିତ୍ତ ଏହି ଭାରତ ଗୀତିକା ରଚନା କରିଥିଲେ କବିବର ରାଧାନାଥ ରାୟ ।

୧୯୦୮ ମସିହା ଏପ୍ରିଲ ମାସରେ ପୁରୀ ନଗରୀରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ତିନି ପଦ ଯୁକ୍ତ ହୋଇଥିଲା ଏହି ଭାରତ ଗୀତିକାରେ । ଦୁଃଖର କଥା ଏହି ଅଧିବେଶନର ପୂର୍ବ ଦିନ କବିବରଙ୍କର ସ୍ଵର୍ଗପ୍ରାପ୍ତି ହୋଇଥିଲା ।

ସର୍ବେଷାଂ ନୋ ଜନନୀ ଭାରତ
                  ଧରଣୀକଳ୍ପଲତେୟଂ,
ଜନନୀ ବତ୍ସଳ ତନୟଗଣୈସ୍ତତ୍
                  ସମ୍ୟକ ଶର୍ମ୍ମ ବିଧେୟଂ ।ଧ୍ରୁବଂ।

ହିମଗିରି – ସୀମନ୍ତିତ – ମସ୍ତକମିଦ
                  ମମ୍ବୁଧିପରିଗତ ପାର୍ଶ୍ଵମ୍ ,
ଅସ୍ମଜନ୍ମଦମନ୍ନଦମନିଶଂ
                  ଶ୍ରୌତପୁରାତନମାର୍ଷମ୍ । ୨।

ବିଜନିତହର୍ଷଂ ଭାରତବର୍ଷଂ
                    ବିଶ୍ୟୋତ୍କର୍ଷନିଦାନମ୍ ,
ଭାରତଶର୍ମ୍ମଣି କୃତମସ୍ମାଭି
                    ର୍ନବମିଦମୈକ୍ୟ ବିଧାନମ୍ ।୩।

ଉତ୍କଳଗୌଡା଼ନ୍ଧ୍ରୀୟାଃ ସଂସଦି
                     ଯେ ବୟମତ୍ର ସମେତାଃ ,
ଏତେ ଚାପରଜନପଦଜା ନନୁ
                      ଭାରତ-ବିହିତ-ନିକେତାଃ ।୪।


ଭାରତହିତ ସମ୍ପାଦନମେବ ହି
                       କାର୍ଯ୍ୟ ମିଷ୍ଟମବିପାକମ୍ ,
ଭାରତବର୍ଜ୍ଜଂ କିମପି ନ କାର୍ଯ୍ୟଂ
                       ନିଶ୍ଚିତମିତ୍ୟସ୍ମାକମ୍ ।୫।

ଭାରତପଙ୍କଜଦଳମିଦମୁତ୍କଳ
                       ମଣ୍ଡଳମିତି ବିଦିତଂ ଯତ୍ ,
ତସ୍ୟ କୃତେ ବୟମତ୍ର ସମେତା 
                      ବିହିତାତ୍ରୋତ୍କଳ – ସଂସତ୍  ।୬।

ଭାରତମେକା ଗତିରସ୍ମାକଂ
                        ନାପରାସ୍ତି ଭୁବି ନାମ ,
ସର୍ବାଦୌ ପରିଷଦ୍ କର୍ମଣି ତତ୍
                         ଭାରତ ମେବ ନମାମଃ ।୭। 

ଗର୍ଜିତ ଫେନିଳନୀଳନୀର ନିଧି
                             ସିକତା ସ୍ତୁପ ବିଚିତ୍ରେ ,
ଇନ୍ଦ୍ରଦ୍ୟୁମ୍ନାଙ୍ଗଭୀମ ନୃପ
                             ଶାଶ୍ଵତ କୀର୍ତ୍ତି ପବିତ୍ରେ ।୮।

ଚୈତନ୍ୟାଦିକ ଭକ୍ତବୃନ୍ଦ ପଦ
                            ରଜସା ଚିରପରିପୂତେ ,
ପଦ୍ମନାଭ କୃତ ସଦ୍ମତୟା
                           ତୀର୍ଥାନାଂ ତୀର୍ଥୀଭୂତେ ।୯।

ନୀଳାଚଳନଗରେ ପରିଗୀତଂ
                            ଭାରତ ଭକ୍ତି ପରାଣାଂ ,
ଭାରତବନ୍ଦନ ମିଦମସ୍ମାକଂ
                        ମୁଦମାବହୁତୁ ନରାଣାଂ ।୧୦।

Bharat Geetika Kabibara Radhanath Ray Sarbesang No Janani

ଉପସ୍ଥାପନା: ନିରଞ୍ଜନ ସାହୁ (Niranjan Sahu)

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago