Physical Address
Sai Samarpanam, Satya Vihar, Bhubaneswar
~ ମୂର୍ଖ ହେବାରେ ଆନନ୍ଦ ~ ରଚନା: ଓଁ ଅଭିଜ୍ଞାନ ସାହୁ ପ୍ରତିଦିନ ଗୋଟେ ଗଧ ତା ମାଲିକର ଜିନିଷପତ୍ର ବୋଝ ନେଇ ଜଣେ ପଣ୍ଡିତଙ୍କ ଘର ସାମ୍ନା ଦେଇ ଯାଏ । ପଣ୍ଡିତ ଗଧକୁ ଦେଖି ଭାବନ୍ତି ଆହା ଯଦି ସେ ମୋ ଭଳି ଜ୍ଞାନୀ ହୋଇଥାନ୍ତା ତେବେ କଣ ଏମିତି ବୋଝ ବୋହୁଥାନ୍ତା…
~ ନଈ ~ କବି: ଡ. ସୁଜିତ କୁମାର ନାଥ ଜୀବନଟା ଗୋଟେ ଅଙ୍କାବଙ୍କା ନଈ କୁଳୁକୁଳୁ ହୋଇ ଯାଉଥିଲା ବହି ସଙ୍ଗୀତର ମୂର୍ଚ୍ଛନା ଓ ମନର ଅସରନ୍ତି ଭାବନାକୁ ନେଇ। ଲକ୍ଷ୍ୟହୀନ ଯାତ୍ରାରେ ବି ଥାଏ ଆନନ୍ଦ ବୁଝାଏ ସେ ମୋତେ ନିତି… ନିଜେ ଥାଏ ମସଗୁଲ ନିଜ ପରିଧି ରେ ଉପରେ ନିଳାଭ,…
~ ପୁରୁଷସିଂହ ମଧୁସୂଦନ ~ ଲେଖକ : ବାଳକୃଷ୍ଣ କର ଦେଶର ପାରିପାର୍ଶ୍ବିକ ଅବସ୍ଥା ଓ ଅନୁକୂଳ ଜଳବାୟୁ ତାହାର ଜନନାୟକ ସୃଷ୍ଟି କରିବାରେ ସହାୟତା କରି ବ୍ୟକ୍ତିବିଶେଷଙ୍କର ସୁପ୍ତ ସମ୍ଭାବନାକୁ ଜାଗ୍ରତ ବାସ୍ତବରେ ପରିଣତ କରେ, ପ୍ରଚ୍ଛନ୍ନ ଶକ୍ତିକୁ ପରିସ୍ଫୁଟ କରେ, ଉଚ୍ଚକୁ ଉଚ୍ଚତର କରେ, ମହୀୟାନକୁ ଆହୁରି ମହୀୟାନ୍ କରେ; ମାତ୍ର, #ପୁରୁଷସିଂହ…
~ ବୈଷ୍ଣବ ଚରଣ ମହାନ୍ତି ~ ଉପସ୍ଥାପନା: ଦେଵ ତ୍ରିପାଠୀ ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ସେମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ସମାଜ…
~ ପୁରାତନ ମଧୁସୂଦନ ପାଠାଗାରର ପୁନରୁଦ୍ଧାର ~ ୦୫ ସେପ୍ଟେମ୍ବର ୨୦୨୫: ଯାଜପୁର ଜିଲ୍ଲାର ଐତିହାସିକ ସଂସ୍କୃତିସମ୍ପନ୍ନ କଲଣ ଗାଁ ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଗ୍ରାମରେ ବହୁ ପ୍ରତିକ୍ଷୀତ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଉଦଘାଟନ ସହିତ ଦୀର୍ଘ ୧୯୫୫ ମସିହାରେ ସ୍ଥାପିତ ଐତିହାସିକ ମଧୁସୂଦନ ପାଠାଗାରର ପୁନର୍ନିର୍ମାଣ କରାଯାଇଥିଲା। ଏକ…
~ କଲଣ ଗ୍ରାମରେ ଐତିହାସିକ ପ୍ରାଚୀନ ବୌଦ୍ଧକୀର୍ତ୍ତି ଆବିଷ୍କୃତ ~ ୧ ଏପ୍ରିଲ ୨୦୨୫: ଆଜି ପବିତ୍ର #ଉତ୍କଳ_ଦିବସ ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ #କଲଣ ଗ୍ରାମ ସ୍ଥିତ ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ଜମିରେ କିଛି ପୁରାତନ ପ୍ରସ୍ତରର ସ୍ତମ୍ଭ ଓ ଶିଳାଲେଖ ବାହାରିଛି। ଲିଟିଲ୍ ଟୁଇଙ୍କିଲ୍ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା…
~ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ଦ୍ୱାରା ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ~ ୨୪ ନଭେମ୍ବର ୨୦୨୪: ଅତୀତ, ଇତିହାସ ଓ ଐତିହ୍ୟ ପରସ୍ପର ସହିତ ସମ୍ପୃକ୍ତ ଓ ପରସ୍ପରର ପରିପୂରକ। ଇତିହାସକୁ ପଢ଼ିବା, ଜାଣିବା ଓ ଐତିହ୍ୟକୁ ଦେଖିବା ଓ ଦେଖାଇବା ଯେତିକି ମହତ୍ତ୍ୱପୂର୍ଣ୍ଣ ତା ଠାରୁ ଢେର ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା ତାର ସୁରକ୍ଷା…
~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~ ୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ ! ୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ । “ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଝରେ…
~ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟରେ ଜୀବନୀ ବହି ବଣ୍ଟନ ~ ୧୭ ଜୁଲାଇ ୨୦୨୪: ନିକଟ ଇତିହାସରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଜନଜୀବନରେ ଆସିଛି କାଇଁ କେତେ ଜୁଆର ଭଟ୍ଟା । ଓଡ଼ିଶାର ସାମାଜିକ ଜୀବନ ଠାରୁ ସାଂସ୍କୃତିକ ସ୍ରୋତରେ ଆସିଛି ଅନେକ ମୋଡ଼ । କେତେ ବେଳେ ସ୍ୱାଧୀନତାର…
~ କଟକରେ ଗଜପତି କପିଳେନ୍ଦ୍ର ଦେବଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ~ ୨୯ ଜୁନ ୨୦୨୪ : “ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ-ଉତ୍କଳ କଳବର୍ଗେଶ୍ୱର, ଅଭୟତି ଭୂତଭୈରବ, ଦୁଃସହ ଦୁଃଶାସନ, ଅନିନରଣେ ରାଉତରାଏ, ଅତୁଳବଳୀ ପରାକ୍ରମ ସଂଗ୍ରାମେ ସହସ୍ରବାହୁ, କ୍ଷତ୍ରିୟକୁଳ ଧୂମକେତୁ, ବୀରାଧିବୀରବର ମହାପ୍ରତାପୀ ଶ୍ରୀ ଶ୍ରୀ ଶ୍ରୀ ଗଜପତି କପିଳେନ୍ଦ୍ର ଦେବଙ୍କର ଜୟ…