Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି ହଳଦୀର ରଙ୍ଗ ଗାଢ଼ ହେବ ବୋଲି । କିନ୍ତୁ ଏହିଁ ବଳି ହଳଦୀ କିଆରି ପାଇଁ ଭାବିବା ହିଁ ମୁର୍ଖତା ବୋଲି ବହୁ ଗବେଷକ ମତ ଦିଅନ୍ତି । କାରଣ କନ୍ଧମାନଙ୍କର ମେରିଆ ବଳି…

~ ମା’ ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼, ଖଲ୍ଲିକୋଟ, ଧରାକୋଟ ଏବଂ ମହୁରୀ ରାଜାଙ୍କ ମିଳିତ ଆକ୍ରମଣରେ ବାଣପୁର ରାଜା ପରାଜିତ ହେବା ଏବଂ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଆଠଗଡ଼ ଆଗମନ, ତଥା ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ସେଇ ପ୍ରଥମ…

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ “ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ ଖେଳି ଉଠେ ସଘନେ, ପ୍ରାଚୀ ଗଗନ ଶିରେ ଭାସି କନକ ନୀରେ ଆସ ତପନ ଉଇଁ ଏ ଉତ୍କଳ ଭୁବନେ ||” “ଏ ବିଦ୍ୟାଳୟ ଧନରେ ଗଢା ହେଉ ନାହିଁ। ରକ୍ତମାଂସ ମସ୍ତିଷ୍କରେ ଗଢାଯାଉଛି।”…

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ “ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ ପରି ଦଣ୍ଡାୟମାନ ହୋଇ ରହି ପାରିବନି । ସ୍ବଳ୍ପ ବେତନଭୋଗୀ କିରାଣୀ ପାଇଁ ଗୋଟିଏ ଓଭରକୋଟ୍ ହରେଇବା ନିଶ୍ଚିତ ଭାବରେ ତାଙ୍କ ପ୍ରତି ପ୍ରଗାଢ଼ ସହାନୁଭୂତି ଆଣିବ । ହେଲେ ପରିସ୍ଥିତି ପରିପ୍ରେକ୍ଷୀରେ ଏହାର…

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର ଗ୍ରାମପଞ୍ଚାୟତ ଅଧୀନ କଟିକିଆ ସାହି ବିଜେ ଶ୍ରୀ ଶ୍ରୀ ସର୍ପେଶ୍ୱର ମହାଦେବ ଦ୍ଵାପର ଯୁଗର ଦିଅଁ l ଚନ୍ଦ୍ରବଂଶୀୟ ରାଜା ନହୁଷଙ୍କୁ ଅଭିଶପ୍ତ ସର୍ପ ଯୋନିରୁ ମୁକ୍ତି ଦେବା ଅଭିପ୍ରାୟରେ ମହାଭାରତ ଯୁଗରେ ଧର୍ମରାଜ…

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l ଜଗତପିତା ନାରାୟଣ (ଜଗନ୍ନାଥ)ଙ୍କ ବାମା l ପ୍ରାଚୀନତମ ଗ୍ରନ୍ଥ ରୁକବେଦର “ଶ୍ରୀସୁକ୍ତ” ମାଆ ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ସମର୍ପିତ l ଅମର ସିଂହଙ୍କ ରଚିତ ଅମରକୋଷରେ ମାଆଙ୍କର ଅନେକ ନାମ ଉଲ୍ଲେଖ ଅଛି ଯଥା ଲକ୍ଷ୍ମୀ…

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ l ତାଙ୍କ ବିନା ଓଡ଼ିଶା ଓ ଓଡ଼ିଆ ଉଭୟ ପରିଚୟ ଶୂନ୍ୟ l ଉତ୍କଳରେ ଗଙ୍ଗବଂଶର ରାଜତ୍ଵ ସମୟରେ ବଡ଼ଦେଉଳର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଶ୍ରୀଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତାର ପଦ ଅଳଙ୍କୃତ…

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ “ପହିଲିଭୋଗ” ଲାଗି ହୁଏ l ଲୋକବିଶ୍ୱାସ ଅନୁସାରେ ଧନୁସଂକ୍ରାନ୍ତି ଠାରୁ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ମାଆ ମହାଲକ୍ଷ୍ମୀ ପିତ୍ରାଳୟକୁ ଗମନ କରିଥାନ୍ତି l ମାଆ ପିତ୍ରାଳୟ ଯାତ୍ରା କରିଥିବାରୁ ସ୍ନେହମୟୀ ମାଆ ଯଶୋଦା କାଉ କା’ ନ…

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ ବଳଦେବ ଉପାସନା ସହ ଉତ୍କଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ମହନୀୟ ଉପାସନା ଆଦୃତ l ଓଡ଼ିଶାର ପ୍ରାଚୀନ ବଳଦେବ ବିଗ୍ରହଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେବଜୀଉ, ଢେଙ୍କାନାଳର ଅଧିଷ୍ଠାତା…

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି କୋଳାହଳ, ଆସେ ପଟୁଆର ଗଜ ବାଜୀ ଶତ ଆସୁଛି ସୈନ୍ୟ ଦଳ । ଛତ୍ରି ତରାସ ଊର୍ଦ୍ଧ୍ୱେ ଦିଶୁଛି ବାଜୁଛି ସଘନେ ବାଜା, ହସ୍ତୀ ଆରୋହି ଆସେ ମର୍କତ ଉତ୍କଳ ଦେଶ ରାଜା ।…