admin

admin

ରବିନାରାୟଣ ଏକାଦଶୀ

ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ ଓଡ଼ିଶାରେ ଶାକ୍ତ, ଶୈବ ଓ ବୈଷ୍ଣବ ପର୍ବଭଳି ସୌର ଉପାସନା ମଧ୍ୟ ଭାରି ଆଦୃତ। ପୌଷ ରବିବାର, ଶାମ୍ବ ଦଶମୀ, ତିଳ ସପ୍ତମୀ, ରବିନାରାୟଣ ଏକାଦଶୀ ଭଳି ଅନେକ ପର୍ବ ଏହାର ପରିଚୟ ଦିଏ। ଯେଉଁ ଦିନ ଶୁକ୍ଳ ପକ୍ଷ ଏକାଦଶୀ ରବିବାରରେ ପଡିଥାଏ। ସେହି ଦିନ ରବିନାରାୟଣ ଏକାଦଶୀ ବ୍ରତ…

କିଶନ ପଟ୍ଟନାୟକ

~ କିଶନ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “କବି, ଦାର୍ଶନିକ ବା ବୁଦ୍ଧିଜୀବୀ ଯେ ରାଜନୈତିକ କ୍ଷମତା ନ ଚାହିଁବ ତାହା ନୁହେଁ। କୌଣସି ଦାର୍ଶନିକ ବା କବି ନିଜର ବୁଦ୍ଧି ଓ ବିଶ୍ଵାସ ପ୍ରତି ବିଶ୍ଵସ୍ତ ରହି ରାଜନୀତିର କର୍ମପ୍ରବାହ ଭିତରୁ କ୍ଷମତାକୁ ଉଠି ନିଜର ଆଦର୍ଶ ଅନୁଯାୟୀ ତା’ର ବ୍ଯବହାର କଲେ…

ଦୟାନିଧି ମିଶ୍ର

~ ଦୟାନିଧି ମିଶ୍ର ~ ଲେଖା: ଅମୃତେଶ ଖଟୁଆ “ବୀର ଦରଶନ ମାତ୍ରେ ପ୍ରେମର ପ୍ରବାହେ ଭାସି ଦିବାରାତ୍ର, ସତୀ, ବୀର ପାଦପଦ୍ମେ, ସମର୍ପିଛ ମନପ୍ରାଣ, ଉନ୍ମାଦିନୀ ପ୍ରାୟେ ସ୍ଥାପିଅଛ ବୀରମୂର୍ତ୍ତି ପୂତ ହୃଦସଦ୍ମେ। ×        ×          ×     ହୃଦ-ଉପବନେ ପ୍ରେମ ମାରୁତ ମଳୟ, ସ୍ଵର୍ଗେ ପ୍ରେମ, ପ୍ରେମ ପୁଣି ତ୍ରିଦଶ-ଆଳୟ। (କବିତା – “ସୁଭଦ୍ରା”)…

ଓଡି଼ଆ ପର୍ଯ୍ୟଟନ ସାହିତ୍ୟ

ଉପସ୍ଥାପନା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ,…

କନିକା ପ୍ରଜାମେଳି

ଲେଖା: ନିରଞ୍ଜନ ସାହୁ           ୧୯୨୧-୧୯୨୨ ମସିହାରେ କନିକା ଗଡ଼ଜାତରେ ଅଞ୍ଚଳରେ କନିକା ପ୍ରଜାମେଳି ସଙ୍ଗଠିତ ହୋଇଥିଲା । ଏହା ଥିଲା ରାଜା ଶ୍ରୀ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ବିରୋଧରେ, ଯିଏ କି କୃଷକ ମାନଙ୍କ ଉପରେ ଆଖିବୁଜା କର ବସାଇଥିଲେ । ଏହାହିଁ ହେଉଛି ସେ ସମୟର ଇଂରେଜ…

କୃଷ୍ଣପ୍ରସାଦ ବସୁ

~ କୃଷ୍ଣପ୍ରସାଦ ବସୁ ~ ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା,                           ଧନଧାନ୍ୟ ବରାଭୟ-ଦାୟିନୀ ତବ ଶଙ୍ଖ-କମଳ-ଦଳବାରି ଢାଳ                                 କଳକଳ ସେ ଏହି ମେଦିନୀ।            ଜନନୀ ଗୋ, କେତେ ଯୁଗ ବିତିଗଲାଣି   ବଣିଜ କୃଷକ, ଶିଳ୍ପୀ ମୁଖଶାଳା, ଉତ୍କଳ କଙ୍କାଳ ହେଲାଣି।” ଓଡ଼ିଆମାଟିର ସ୍ଵନାମଧନ୍ଯ କଳାବିତ୍। ଉଚ୍ଚ ବୁନିଆଦି ବଂଶଜଙ୍କ…

ଘୁମୁରା

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ’ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…

କବିସମ୍ରାଟଙ୍କ ଷଠିଘର

ଲେଖା: ଦେଵ ତ୍ରିପାଠୀ ୧୮୪୮ ମସିହା, ସେପ୍ଟେମ୍ବର ୨୮, ଅଣଚାଶ ଅଙ୍କ, ୧୨୫୬ ସାଲ କନ୍ୟା ୧୫ ଦିନ, ଆଶ୍ୱିନ ଶୁକ୍ଳ ଦ୍ଵିତୀୟା, ଗୁରୁବାରର ବର୍ଷଣମୁଖର ସନ୍ଧ୍ୟା । କେଦାରପୁର ଗ୍ରାମ । ଜିଲ୍ଲା ବାଲେଶ୍ବର । ଗ୍ରାମର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ସୁନ୍ଦର ନାରାୟଣ ରାୟଙ୍କ ଧର୍ମପତ୍ନୀ ତାରିଣୀ ଦେବୀଙ୍କ ଗର୍ଭରୁ ଜନ୍ମ ନିଏ…

ଗୋଲୋକ ବିହାରୀ ଧଳ

ଲେଖା: ନିରଞ୍ଜନ ସାହୁ “ମନୁଷ୍ୟ ସିନା ଜିଭରେ କଥା କୁହେ, କିନ୍ତୁ ଆଖିରେ କ’ଣ କଥା କହେ ? ଆଶା ଓ ଭାଷା ଉଭୟ ବି ଆଖିରେ ପ୍ରକାଶ କରେ । ପୁଣି ଖାଲି ଆଶା ନୁହେଁ, ଗୋପନ ଆଶା ବି । ସମସ୍ତେ ଜାଣନ୍ତି ଆଶାକୁ ପ୍ରକାଶ କରିବା ପାଇଁ ଭାଷା ତିଆରି ।…

ଖୁଲଣା ସୁନ୍ଦରୀ

ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର ।…