Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ଭଗଵାନ । ତାଙ୍କୁ ଜଗତଯାକରେ ଅନେକ ନାମରେ ଡକାଯାଇଥାଏ ଏଵଂ ଭାରତରେ ତ ଭଗଵାନ ଶବ୍ଦର ଅନେକ ତତ୍ସମ, ତଦ୍ଭଵ ଓ ଦେଶଜ ପ୍ରତିଶବ୍ଦ ରହିଛି । ନିମ୍ନରେ “ଭଗଵାନ”ଙ୍କର କେତେକ ଶାସ୍ତ୍ରୀୟ ନାମର ଉଲ୍ଲେଖ କରାଗଲା… ଦେଵ, ଈଶ୍ଵର, ଯଜ୍ଞଭାଗ, ନଭଶ୍ଚର, ତ୍ରିଦିଵେଶ, ଵିଶ୍ଵାଧାୟସ, ଦୈତ୍ଯାରି, ନିଲିମ୍ପ, ଦନୁଜଦ୍ଵିଷ,…

ଲେଖା: ଶିଶିର ସାହୁ ମନୋଜ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନ୍ଯ ନାମ ଜାଣିଛନ୍ତି କି ? ଆମ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନେକ ନାମର ଅଧିକାରୀ । ଏହି ଭାଷାର ସମ୍ବଲପୁରୀ, ଦେଶିଆ, ବାଥୁଡୀ଼, ଭତ୍ରୀ, ହଲଵୀ, ସାଦ୍ରୀ, ଅଘରିଆ, ଗଞ୍ଜାମୀ, ଢେଙ୍କାନାଳୀ, ସୁନ୍ଦରଗଡୀ, ଷଡ଼ଶୀ, ବାଲେଶ୍ଵରୀ, ମେଦିନୀପୁରୀ, କୁପିଆ,…

ଲେଖା: ଶିଶିର ସାହୁ ମନୋଜ “ନେ + ଅନ = ନୟନ”, ଏହି ନୟନ ଶବ୍ଦ ଏହିପରି ଦ୍ଵନ୍ଦ୍ଵ ସମାସ ଦ୍ଵାରା ଠିକ୍ “ଜାୟା+ପତି = ଦମ୍ପତି” ଭଳି ସୃଷ୍ଟି ହୋଇଛି ବୋଲି ଅନେକ ମତ ଦିଅନ୍ତି । ତେଵେ କଳ୍ପଦ୍ରୁମ, ଵାଚସ୍ପତ୍ଯ ଓ ଶବ୍ଦସାଗର ଆଦି ଅଧିକାଂଶ ସଂସ୍କୃତ ଶବ୍ଦକୋଷରେ ନୟନ ଶବ୍ଦର ନିରୁକ୍ତି…

ଲେଖା: ଶିଶିର ସାହୁ ମନୋଜ ଆମସ୍ ସଟନ୍ ୧୮୩୧ ମସିହାରେ ପ୍ରଥମେ ଓଡ଼ିଆ ଵ୍ଯାକରଣ ସମ୍ବନ୍ଧୀୟ ପୁସ୍ତକ ‘Introductory Grammar of Oriya Language’ ଲେଖିଥିଲେ ! ଏଥିରେ ସେ ଆମ ଓଡ଼ିଆ ଭାଷା ଏବଂ ବଙ୍ଗାଳି ଭାଷା ମଧ୍ଯରେ ପ୍ରଭେଦ ଦର୍ଶେଇଵାକୁ ଯାଇ କହିଛନ୍ତି: “ବଙ୍ଗାଳୀ ପାଟି ଲଗେଇ ସ୍ତ୍ରୀ ଲୋକଙ୍କ ପରି ଶବ୍ଦ…

ଉପସ୍ଥାପନା: ଶିଶିର ସାହୁ ମନୋଜ ହିଆ ଶବ୍ଦଟି ଓଡ଼ିଆଭାଷାର ପ୍ରାଚୀନ ଶବ୍ଦ ମଧ୍ୟରୁ ଅନ୍ଯତମ ଏଵଂ ଏହା ପୁରାତନ ସାହିତ୍ୟରେ ବହୁଳ ଭାବରେ ଵ୍ଯଵହୃତ ହୋଇଛି । ପ୍ରାଚୀନ ପ୍ରାକୃତ ଭାଷାରେ “ହୃଦୟ” ପାଇଁ “ହିଅଅ” ଓ “ହିଅୟ” ଶବ୍ଦ ଚଳୁଥିଲା । ଓଡ଼ିଆ ଭାଷାରେ ସେଇ ପ୍ରାକୃତ ଶବ୍ଦରୁ ହିଆ ଶବ୍ଦ ହୋଇଥିଵା ଵେଳେ…

ଲେଖା: ଶିଶିର ସାହୁ ମନୋଜ ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ଯେତେବେଳେ ନ’ଅଙ୍କ ଦୂର୍ଭିକ୍ଷର କରାଳ କାୟାରେ କବଳିତ ହୋଇ ଅର୍ଦ୍ଧାଧିକ ଓଡ଼ିଆଙ୍କୁ ହରାଇ ନିଜ ସ୍ଥିତି ସୁରକ୍ଷିତ ରଖିବାର ପ୍ରୟାସରତ ଥିଲା, ସେତେବେଳେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷା ପାଇଁ କନ୍ଧମାଳ ଭଳି ନିଘଞ୍ଚ ଜଙ୍ଗଲ ଓ ସୁଉଚ୍ଚ…

ଲେଖା: ଶିଶିର ସାହୁ ମନୋଜ ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କ’ଣ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଂଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା । ତାଙ୍କୁ…

ଲେଖା: ଶିଶିର ସାହୁ ମନୋଜ ଆଜିକାଲି ରଜ ଶବ୍ଦର ଭାଵନାତ୍ମକ ଵ୍ଯାଖ୍ଯା କରାଯାଉଛି । ର+ଜ=ରଜ *‘ର’ ର ଅର୍ଥ ସଂସାର, *‘ଜ’ ର ଅର୍ଥ ଯୋଚିଵା ତେବେ ଏଭଳି ଶହ ଶହ ଵ୍ଯାଖ୍ଯା କରାଯାଇପାରେ, ଯଥା: *‘ର’ ର ଅର୍ଥ ରଚନା *‘ଜ’ ର ଅର୍ଥ ଜଳ କିନ୍ତୁ ଶବ୍ଦର ଏଭଳି ଵ୍ଯାଖ୍ଯା ଯେତେ…

ଲେଖା: ଶିଶିର ସାହୁ ମନୋଜ ଓଡ଼ିଶାରେ ଗୋଟାଏ ଶବ୍ଦର ଅର୍ଥ ଓ ରୂପ ସ୍ଥାନ ଵିଶେଷରେ ଭିନ୍ନ ଭିନ୍ନ ହୋଇଥାଇପାରେ । ପଶ୍ଚିମ ଓଡ଼ିଶାରେ ଖୁଚା ଶବ୍ଦର ଵିଭିନ୍ନ ଅର୍ଥ ଏହାର ଜ୍ଵଳନ୍ତ ଉଦାହରଣ । ଖୁଚା ଶବ୍ଦର କେତେକ ଅଞ୍ଚଳରେ ଅର୍ଥ କଚ୍ଛା ଏଵଂ ବହୁତ ସମ୍ଭଵ ଏହା କଚ୍ଛା ଶବ୍ଦର ସମ୍ବଲପୁରୀ ରୂପ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ଗଉଡ଼ଶ୍ରେଣୀୟ ଗ୍ରାମସେଵକଙ୍କୁ ‛ନରିହା’ କୁହାଯାଉଥିଲା ଏଵଂ ଏ ଶବ୍ଦର ଓଡ଼ିଆ ମାନକୀକରଣ ‛ନରିଆ’ ସାହିତ୍ୟରେ ମଧ୍ୟ ଵ୍ୟଵହୃତ ହୋଇଛି । ରାଜାମାନଙ୍କ ନଅରକୁ ପାଣି ବୁହାଇବା ଗଉଡ଼କୁ ପଶ୍ଚିମ ଓଡିଶାରେ ନରିଆ ଓ ପୂର୍ଵାଞ୍ଚଳରେ ପାଣିଆଁ ଗଉଡ଼ କୁହାଯାଉଥିଲା…