admin

admin

ତାରାତାରିଣୀ

ଲେଖା: ଜଗନ୍ନାଥ ଦୋରା ଐତିହ୍ୟ, କଳା, ସଂସ୍କୃତି ଓ ଧର୍ମସ୍ଥଳୀରେ ଭରା ଗରିମାମୟ ଗଞ୍ଜାମ ଜିଲ୍ଲାର ଅନନ୍ୟ ଏକ ଶକ୍ତିପୀଠ ହେଉଛି “ମା’ ତାରାତାରିଣୀ ମନ୍ଦିର” l ଏହି ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରୁ ମାତ୍ର ୭ କିଲୋମିଟର ଏବଂ ଗଞ୍ଜାମର ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ଠାରୁ ୩୦ କିଲୋମିଟର ଦୂରରେ…

ପାଣ୍ଡବବଖରା

ଲେଖା: ରବୀନ୍ଦ୍ର କୁମାର ରଣା ଡମପଡ଼ାର ତଳ ପାଥପୁର ଗ୍ରାମରେ ଦ୍ଵାପର ଯୁଗର ଅତି ପ୍ରାଚୀନ ପାଣ୍ଡବବଖରା ଓ ପାଣି ଗୁମ୍ଫା ଦେଖିବାକୁ ମିଳେ । ପାହାଡ଼ର ତୀଖରେ ଏକ ଛୋଟ ଜାଗାରେ ପାଞ୍ଚଟି ଛୋଟ ଛୋଟ ଗୁମ୍ଫା ଦେଖିବାକୁ ମିଳେ । ଏହି ଗୁମ୍ଫାରେ ପ୍ରାଚୀନ କାଳର ଚିତ୍ରକଳା ଚିତ୍ରିତ ହୋଇଥିବା ଦେଖାଯାଏ ଏବଂ…

ଅଇଘରା ପୁନେଇଁ

ଲେଖା: ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଅଇଘରା ବା ଅଇଘରା ପୁନେଇଁ (ଲୋକମୁଖରେ ଅଗିରା ପୁନେଇଁ ଭାବେ ପରିଚିତ) ଏକ ପାରମ୍ପରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ…

ଆମ ଓଡ଼ିଆ ଭାଷା

ଲେଖା: ଅମ୍ବିକା ପଟ୍ଟନାୟକ ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l…

ବୀର ସୁରେନ୍ଦ୍ର ସାଏ

ଲେଖା: ଅମ୍ବିକା ପଟ୍ଟନାୟକ ‌ଓଡ଼ିଆ ଜାତିର ମହା ବିପ୍ଲବୀ ବୀର ସୁରେନ୍ଦ୍ର ସାଏ l ୨୩ ଜାନୁଆରୀ ୧୮୦୯ରେ ଜନ୍ମିତ ସମ୍ବଲପୁର ରାଜ ସିଂହାସନର ଦାବୀଦାର ଏଇ ଚୌହାନ ଯୋଦ୍ଧାଙ୍କୁ ଇଂରେଜମାନେ ଅନ୍ୟାୟ ଭାବେ ବଞ୍ଚିତ କରିଥିଲେ l ପ୍ରତିବାଦରେ ଇଂରେଜ ରାଜଶକ୍ତି ବିରୁଦ୍ଧରେ ମାତ୍ର ୧୮ ବର୍ଷ ବୟସ ବେଳୁ ସଶସ୍ତ୍ର ବିଦ୍ରୋହ l…

ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ

ସୃଷ୍ଟି: ଜ୍ଞାନେନ୍ଦ୍ର କୁମାର ପଣ୍ଡା ବ୍ୟାସକବି ଫକୀରମୋହନଙ୍କ ଉପରେ ଆମ ସମୟର ଯୁବକବି ଜ୍ଞାନେନ୍ଦ୍ରଙ୍କର ଏକ ଅନନ୍ୟ ପ୍ରତିବେଦନ ଏଇ କବିତା ‘ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ’ ! ~ ଜଣେ ଈଶ୍ବରଙ୍କ ଜନ୍ମ ହେବାର ବେଳ ~ କେହି ଯଦି ସତରେ ବଞ୍ଚିଛ ତେବେ ଥରେ ଆସ ଦେଖିବ ସ୍ପଷ୍ଟ ଦିବାଲୋକର ଆକାଶ…

ରାଜା ଶ୍ୟାମାନନ୍ଦ ଦେ

ଲେଖା: ନିରଞ୍ଜନ ସାହୁ ସମାଜସେବା, ସ୍ବଦେଶପ୍ରୀତି, ବଦାନ୍ୟତାର ପ୍ରତୀକ ଏହି ରାଜନ୍ ଙ୍କୁ ୧୮୮୭ ମସିହା ଫେବୃଆରୀ ମାସ ୧୬ ତାରିଖରେ ବ୍ରିଟିଶ ସରକାର ଅତ୍ୟନ୍ତ ପ୍ରୀତ ହୋଇ ଦେଇଥିଲେ ଏକ ସନନ୍ଦ: ROYAL MEMORIAL BEARING SANAND To Raja Shyamananda Dey of Balasore, Orissa I hereby confer upon you…

ଆନନ୍ଦ ଚନ୍ଦ୍ର ଜେନା

ଲେଖା: ନିରଞ୍ଜନ ସାହୁ “ପଡ଼ିବ ଯଦି ଦରକାର, ଲେଖିବି ସବୁ ଅତ୍ୟାଚାର । ହାକିମ ଚିଡ଼ିଲେ ଚିଡ଼ନ୍ତୁ, ରାଇଜ ଭିତରୁ ତଡ଼ନ୍ତୁ । ତନୁରୁ ମାଉଁସ ଝାଡ଼ନ୍ତୁ, ଅଥବା ମସ୍ତକ ମୋଡ଼ନ୍ତୁ । ଜୀବନ ପଛେ ଗଲେ ଯାଉ, କଥନେ ନ ଡ଼ରିବି ଆଉ । ମରଣ ପଛେ ମୋତେ ହେଉ, କାହାରି ବିପଦ ନ…

ଦେବଦୁର୍ଲ୍ଲଭ ଦାସ

ଲେଖା: ନିରଞ୍ଜନ ସାହୁ ସେ ଥିଲେ ଜଣେ ଗୃହୀ ବୈଷ୍ଣବ । ବୈଷ୍ଣବ ଜନୋଚିତ ନମ୍ରତାର ପରିଚାୟକ ମଣିଷ ଗୋଟିଏ । ସେଥିପାଇଁ ନିଜର ବାସସ୍ଥାନ, ପରିବାର ସମ୍ପର୍କରେ ଏକାନ୍ତ ଭାବରେ ନୀରବ । ତେଣୁ ରହସ୍ୟ ଘେର ଭିତରେ ରହିଗଲେ ରହସ୍ୟ ମଞ୍ଜରୀର କବି । ଏମିତିକି ତାଙ୍କର କାଳ ନିରୂପଣ ମଧ୍ୟ ଆଜି…

ଯଦୁମଣି ମହାପାତ୍ର

~ ଯଦୁମଣି ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଉତ୍କଳମାଟିରେ ମହମ୍ମଦ ତକି ଖାଁର ଆକ୍ରମଣ ସମୟରେ ତଦାନୀନ୍ତନ ଗଜପତି ରାମଚନ୍ଦ୍ର ଦେବଙ୍କ ପରିବାର ଓ ଓଡିଶାର ସାର୍ବଭୌମାଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସସମ୍ମାନେ ଆଶ୍ରୟ ଦେଇଥିଲେ ଗଞ୍ଜାମର ଆଠଗଡ଼ ରାଜା । ୧୫୪୦ ମସିହାରେ ମହାରାଜା ପ୍ରତାପରୁଦ୍ରଙ୍କ ନିଧନାନ୍ତେ ତାଙ୍କ ସେନାପତି ବେନୁ କ୍ଷତ୍ରିବର ସିଂହଙ୍କ…