admin

admin

ଓରିଆ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା, ପଞ୍ଜାବୀଙ୍କୁ ପଞ୍ଜାଵୀ, ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି…

ଐତିହାସିକ ସହର ବୌଦ୍ଧ

ଲେଖା: ଶ୍ରୀକାନ୍ତ ସିଂହ ଅତୁଳନୀୟ ପ୍ରାକୃତିକ ବିଭବରେ ଭରା ବୌଦ୍ଧ ଅଞ୍ଚଳ l ଘନ ଜଙ୍ଗଲର ସୁନ୍ଦର ସବୁଜିମା ସହ ଶାଳ, ପିଆଶାଳ ଓ ମହୁଲ ଫୁଲର ମହୁଲି ବାସ୍ନା, ମହାନଦୀର ସ୍ୱଚ୍ଛ ଜଳରାଶି, ଅନେକ ବୌଦ୍ଧ କୀର୍ତ୍ତିରାଜୀ, ପ୍ରାଚୀନ ମନ୍ଦିର, ମୂର୍ତ୍ତି ଓ ରାଜବାଟୀକୁ ନେଇ ସୁସମୃଦ୍ଧ ଏକ ଛୋଟିଆ ଐତିହାସିକ ସହର ବୌଦ୍ଧ…

ଚିନ୍ତା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କାର୍ଯ୍ୟାଳୟରେ ଥରେ ଜଣେ ଶିକ୍ଷିତ ବିହାରୀ ଭାଇଙ୍କ ସହିତ କଥା ହେଉଥାଏ । କହୁ କହୁ କହିଲେ, ଏଇ କାମରେ ବହୁତ tension, ଆଖି ବୁଜିଵାକୁ ବି ସମୟ ମିଳୁନାହିଁ । ଆମର ଏଠି ଦଶଟା ଝିଅ ହେଲେ ଚିନ୍ତା ବଢ଼େ କିନ୍ତୁ ୟୁରୋପରେ ଦଶଟା ପୁଅ…

ଘଇତା

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଘଇତା/ଘଏତା ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଚଳିଆସୁଛି କିନ୍ତୁ ଅଧୁନା ଅନେକ ଓଡ଼ିଆ ଲୋକେ ଏ ଶବ୍ଦକୁ ଅଶ୍ଳୀଳ ଵିଚାର କରୁଅଛନ୍ତି ଓ ଏହି ଶବ୍ଦ ପରିଵର୍ତ୍ତେ ପତି ଓ ସ୍ଵାମୀ ଆଦି ତତ୍ସମ ଶବ୍ଦର ଆଜି ଵିଶେଷ ଭାବେ ପ୍ରୟୋଗ ହୋଇଥାଏ ।…

ବୁଦ୍ଧନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ ପୁଣ୍ୟତୋୟା ପ୍ରାଚୀନଦୀ ଅବବାହିକାରେ ହାତଗଣତି କେତୋଟି ସୁକ୍ଷ୍ମ କାରୁକାର୍ଯ୍ୟସମ୍ପନ୍ନ ମନ୍ଦିର ନିର୍ମାଣ ହୋଇଛି ତନ୍ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀ ବୁଦ୍ଧନାଥ ମନ୍ଦିର ହେଉଛି ଅନ୍ୟତମ l ଏହି ମନ୍ଦିରଟି ଏକାଦଶ ଶତାବ୍ଦୀରେ ତତ୍କାଳୀନ ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ଯାହାକି…

ଚମ୍ପାନାଥ ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ କଟକ ଜିଲ୍ଲାର କେତୋଟି ଗଡ଼ଜାତ ଅଞ୍ଚଳ ମଧ୍ୟରେ ନରସିଂହପୁର ଗଡ଼ଜାତ ହେଉଛି ଅନ୍ୟତମ l ପାହାଡ଼, ପର୍ବତ, ଝରଣା, ଅରଣ୍ୟ, ପ୍ରାଚୀନ ମନ୍ଦିର ଓ ବୌଦ୍ଧ କିର୍ତ୍ତୀରାଜି ପାଇଁ ଏହି ଅଞ୍ଚଳ ସୁପରିଚ l କଟକ ଜିଲ୍ଲାର ପ୍ରସିଦ୍ଧ ଦେଓଝର ଓ ଡାବରଖୋଲ ଜଳପ୍ରପାତ ଏହି ଅଞ୍ଚଳରେ ଅବସ୍ଥିତ l ଦେବଭୂମି…

ଭଟ୍ଟାରିକା

ଲେଖା: ଶ୍ରୀକାନ୍ତ ସିଂହ ଗୋଟେ ପାଖରେ କଣ୍ଟିଲୋର ନୀଳମାଧବ ଓ ଅନ୍ୟ ପାଖରେ ରତ୍ନଗିରି ପାଦଦେଶରେ ଥିବା ଭଟ୍ଟାରିକା ଦେଵୀପୀଠ ଆଉ ମଝିରେ ମହାନଦୀର ସୁ-ବିସ୍ତାର ବକ୍ଷ l ମହାନଦୀର ଉତ୍ପତ୍ତି ସ୍ଥଳରୁ ସାଗର ବିଲୟ ପର୍ଯ୍ୟନ୍ତ ସୁଦୀର୍ଘ ଯାତ୍ରା ପଥରେ ଏହି ବଡମ୍ବାଠାରେ ହିଁ ନଦୀର ଶଯ୍ୟା ବୋଧହୁଏ ସବୁଠୁ ଅଧିକ ଚଉଡ଼ା ଓ…

Lakshmi Purana

By: Er. Bijaya Ketan Sahu First Thursday of Indian month ‘Margashir’. In Odishan holy culture, all the Thursdays of Margashir month is dedicated to Goddess mother Lakshmi. The very internal purpose of Lakshmi puja in Odishan house is that every…

Odia Language

By: Er. Bijay Ketan Sahu “The Oriya Language can boast of a rich vocabulary in which respect neither Bengali nor Hindi nor Telugu can vie with it. The richness of the vocabulary is the index by which the vastness of…