admin

admin

ଭାଇ

ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର, ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ‘ଭାଇ’ ଲେଖାଯାଇଥିଲା । ମରଣେ ମୁଦି ସେ ନୟନଯୁଗଳ  ଅନ୍ତିମ ତଳପେ ଶୋଇଛି ଭାଇ  ସୋଦର ଵନିତା ତନୟ ସେନେହ ପରାଣୁ ନିଠୁରେ ଵିସୋରିଦେଇ…

ଗୋକର୍ଣ୍ଣେଶ୍ବର ମହାଦେବ

ଲେଖା: ଅରବିନ୍ଦ ମହାନ୍ତି ଶ୍ରୀ  ଲିଙ୍ଗରାଜଙ୍କ ଦେଉଳରୁ ପ୍ରାୟ ୧.୮ କିଲୋମିଟର ଦୂରରେ ବ୍ରହ୍ମେଶ୍ବର ଦେଉଳର ଅନତିଦୂରରେ ଗୋକର୍ଣ୍ଣେଶ୍ବର ମହାଦେବ ମନ୍ଦିର ଅବସ୍ଥିତ। ଶିଶୁପାଳଗଡ଼ଠାରେ ଗନ୍ଧବତୀ ନଦୀ ତୀରରେ ପଶ୍ଚିମମୁଖା ଗୋକର୍ଣ୍ଣେଶ୍ବର ଦେବଙ୍କ ଆସ୍ଥାନ।  ଲିଙ୍ଗ ସ୍ଵରୁପ ନିର୍ମାଣ କାଳ ପୁରାତନ ହେଲେ ମଧ୍ଯ ଏହି ଗୋକର୍ଣ୍ଣେଶ୍ବର ମହାଦେବ ଦେଉଳ ବର୍ତ୍ତମାନର ଗଜପତି ମହାରାଜାଙ୍କ କରକମଳରେ…

Papakshya Ghat

By: Shibashish Mahapatra କବି ଗଙ୍ଗାଧର ଲେଖିଲେ କବିତା ପାପକ୍ଷୟ ଘାଟ ନାମ, ସୁବର୍ଣ୍ଣପୁର ସୁନା ମାଟିର କରୁଅଛି ଗୁଣ ଗାନ । Odisha has created a different identity because of its Culture, Tradition and Heritage. One can find the presence of History in every step.…

Papanga Hills

By: Shibashish Mahapatra Odisha is surrounded by lush green forests, beautiful temples, amazing architecture and mind-blowing monuments. For Odisha and Odia, these things hold an important role. Historically and culturally, these are associated in the daily life of Odias. Back…

ତରମାକାନ୍ତ ଚା’

ଲେଖା: ଦେଵ ତ୍ରିପାଠୀ ୧୯୮୨ ମସିହା । ଆମ ରାଜ୍ୟରେ ଥିଲେ ଏକ ଦୂରଦୃଷ୍ଟିସମ୍ପନ୍ନ ସରକାର । ହିମାଳୟର ପାର୍ବତ୍ୟାଞ୍ଚଳରେ ଯେପରି ଚା’ ଚାଷ ହେଇପାରୁଛି, ଓଡ଼ିଶାର ପାର୍ବତ୍ୟ ବନାଞ୍ଚଳରେ କ’ଣ ସେପରି ହୋଇପାରନ୍ତା ନାହିଁ ? ଓଡ଼ିଶାରେ ଚା’ ଚାଷ ! ହାସ୍ୟାସ୍ପଦ ବିଚାର ଥିଲା କିଛି ସରକାରୀ କର୍ମକର୍ତ୍ତା ତଥା ବୁଦ୍ଧିଜୀବିଙ୍କ ପାଇଁ…

ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ “ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ ନିସଙ୍ଗତା ପ୍ରତ୍ୟେକ ଜୀବନରେ ଆସେ – ଏହା ପ୍ରାୟ ସାର୍ବଜନୀନ । ତେବେ ପିତୃ-ମାତୃ-ଭ୍ରାତୃହୀନ ଏକ ନିସଙ୍ଗ ତରୁଣକୁ ଯେଉଁମାନେ ସଖ୍ୟଦାନ କରି ତାକୁ ଅନୁଗୃହୀତ କଲେ, ତାଙ୍କର ମହିମ୍ନ ସ୍ତବ ଗାଇବା ତା’ ପକ୍ଷରେ କି ବିଚିତ୍ର ବ୍ୟାପାର ?” (ଧୂପ…

ତ୍ରିଲୋଚନେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା ଯାଜପୁର ନଗରରେ ବିରଜା କ୍ଷେତ୍ର ଠାରୁ ମାତ୍ର ୩କି.ମି. ଦୂରରେ ତ୍ରିଲୋଚନେଶ୍ୱର ମନ୍ଦିର ଅବସ୍ଥିତ । ଏହି ଶୈବପୀଠଟି ପ୍ରାୟତଃ ଦଶମ ଶତାବ୍ଦୀର । ତ୍ରିଲୋଚନେଶ୍ୱର ମନ୍ଦିର ଅତ୍ୟନ୍ତ ମନୋମୁଗ୍ଧକର କାରୁକାର୍ଯ୍ୟ ସମ୍ପନ୍ନ । ଏହି ମନ୍ଦିର ଭାରତୀୟ ପ୍ରତ୍ନତ୍ତତ୍ୱ ସର୍ବେକ୍ଷଣ ଅଧୀନରେ ରହିଛି । ମନ୍ଦିରର ଚତୁଃପାର୍ଶ୍ଵରେ ସୁନ୍ଦର…

ଗଙ୍ଗେଶ୍ୱରୀ ମନ୍ଦିର

ଲେଖା: ଦେଵ ତ୍ରିପାଠୀ   ଗୋପଠାରୁ ମାତ୍ର ୩କି.ମି ଦୂରର ବୟାଳିଶବାଟି ଗ୍ରାମ । ସେ ଗ୍ରାମରେ ଅବସ୍ଥିତ ମହାର୍ଘ କାରୁକାର୍ଯ୍ୟରେ ଭରା ଏକ ଭବ୍ୟ ଅଥଚ ଅବହେଳିତ, ଅପାଙ୍କ୍ତେୟ ମନ୍ଦିର ! ପ୍ରାଚୀନଦୀ ଅବବାହିକାରେ ଏହି ସୁନ୍ଦର ମନ୍ଦିରଟି ତତ୍କାଳୀନ ଗଙ୍ଗବଂଶୀ ରାଜାମହାରାଜାଙ୍କ (ଚୋଡ଼ଗଙ୍ଗ, ଲାଙ୍ଗୁଳା ନରସିଂହ ଦେବ ଇତ୍ୟାଦି) ଇଷ୍ଟଦେବୀ ମା’ ଗଙ୍ଗେଶ୍ୱରୀଙ୍କ…