Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ (ଭାଗ ୨) ଆମେ ଜାଣୁ ଆମ ଲୋକସାହିତ୍ୟ ଅବା ଲୋକଗୀତର ରଚୟିତା ଜଣେ ନୁହେଁ, ଅଗଣିତ । ପୁଣି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ନୁହେଁ । ଏହା ଅନେକ ଗ୍ରାମ୍ୟ ଅଶିକ୍ଷିତ ଜନତାଙ୍କ ବିଚକ୍ଷଣ…

ଗବେଷଣା ଓ ଲେଖା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ ଓଡ଼ିଆ ଭାଷାରେ ବିଧିବଦ୍ଧ ସାହିତ୍ୟ ଲିଖିତ ହେବାର ବହୁପୂର୍ବରୁ #ଢଗଢ଼ମାଳି, ନୀତିବଚନ, #କାନ୍ଦଣା, #କୃଷକଗୀତ, #ଦୋଳିଗୀତି, ନାନା ପ୍ରକାର #ଲୋକକାହାଣୀ ଇତ୍ୟାଦି ଲୋକମୁଖରେ ପ୍ରଚଳିତ ହୋଇ ଆସୁଥିବାରୁ ଏସବୁକୁ ମୌଖିକ ସାହିତ୍ୟ, କଥିତ ସାହିତ୍ୟ ବା #ଲୋକସାହିତ୍ୟ ଭାବରେ ଗ୍ରହଣ…

ସୌରଭିତ ସୃଷ୍ଟି: ଜାତୀୟଗୌରବ କୁଳବୃଦ୍ଧ ମଧୁସୂଦନ ଦାସ କିଏ କହେ ତାଙ୍କୁ ଶତାବ୍ଦୀର ସୂର୍ଯ୍ୟ, କିଏ କହେ ଜାତିଐରାବତ, କିଏ କହେ ଉତ୍କଳଗୌରବ, କିଏ କହେ ଓଡ଼ିଶାର ମୁକୁଟବିହୀନ ସମ୍ରାଟ, କିଏ କହେ ଏ ଜାତି ଗାଲମାଧବ, କିଏ କେତେ କ’ଣ ଉପାଧି/ନାମରେ ନାମିତ କରାନ୍ତି ସେହି ଉତ୍କଳ ଖଣ୍ଡର ଅଗ୍ର ସାରଥୀଙ୍କୁ ! ତେବେ ଏ ଜାତିର ପ୍ରମୁଖ ଭାଷ୍ୟକାର ଆମର…

ଲେଖା: ଶ୍ରୀକାନ୍ତ ସିଂହ ~ ବୁଦ୍ଧଖୋଲ ~ ପ୍ରକୃତିର ଅପରୂପ ନୈସର୍ଗିକ ରୂପ ଦେଖିବାକୁ ମିଳେ, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ନିକଟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ଠାରେ l ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲା ପରି, ଯେ କୌଣସି ପ୍ରକୃତି ପ୍ରେମୀ ପାଇଁ ଏହି ସ୍ଥାନଟି ସ୍ୱର୍ଗ ଠାରୁ କିଛି କମ୍ ନୁହେଁ l…

ଲେଖା: ଅମ୍ବିକା ପଟ୍ଟନାୟକ ~ ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ: ଡ. ଦିନନାଥ ପାଠୀ ~ ସେ ଥିଲେ ଏକାଧାରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର, ଲେଖକ, ଗବେଷକ, ଅଧ୍ୟାପକ, ସଂଗଠକ, ସମ୍ପାଦକ, କଳା ଐତିହାସିକ, ଅନୁଷ୍ଠାନ ନିର୍ମାତା, କବି ଏବଂ ସର୍ବୋପରି ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏକ ନିଷ୍ଠାପର ଆତ୍ମା l ତଥାପି…

ଲେଖା: ଜଗନ୍ନାଥ ଦୋରା ଐତିହାସିକ କୀର୍ତ୍ତିରାଜି ଖଲ୍ଲିକୋଟ ସ୍ଥିତ ନିର୍ମଳଝର ! ଏହି କୀର୍ତ୍ତିରାଜି ଖଲ୍ଲିକୋଟ ରାଜବଂଶର ପ୍ରଜାନୁରଞ୍ଜନ ରାଜା ଅପରାଜିତ ବାଲୁକେଶ୍ଵର ମର୍ଦ୍ଦରାଜଙ୍କ ଦ୍ଵାରା ପ୍ରାୟତଃ 1676 ମସିହାରେ ନିର୍ମାଣ ହୋଇଥିଲା l ମାରୁଆ ପର୍ବତର ପାଦଦେଶରୁ ସୃଷ୍ଟି ଏହି ପୁଣ୍ୟତୟା ନିର୍ମଳଝର ମଧ୍ୟରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର,…

ସୌରଭିତ ସୃଷ୍ଟି: ଗଳ୍ପସମ୍ରାଟ ମନୋଜ ଦାସ ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିଗୁଡି଼କ ମଧ୍ୟରେ କେଵଳ ପଞ୍ଚମ ଓ ଦ୍ଵାଦଶ ଶ୍ରେଣୀର ସାହିତ୍ୟ ବହିରେ ମନୋଜ ଦାସଙ୍କ ଦୁଇଗୋଟି ଗଳ୍ପ ସ୍ଥାନ ପାଇଛି । ପ୍ରୋକ୍ତ ‘ଉପଯୁକ୍ତ ବେଶ ପକାଇ ଆସ’ କାହାଣୀଟି ପଞ୍ଚମ ଶ୍ରେଣୀ ଓଡ଼ିଆ ସାହିତ୍ୟ ବହିରୁ ସଂଗୃହୀତ ।…

ଲେଖା: ଶ୍ରୀକାନ୍ତ ସିଂହ ~ କଟକର ଶ୍ରୀଚୈତନ୍ୟ ମଠ ~ ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବାପାଇଁ ମଠଗୁଡ଼ିକ ସର୍ବଦା ତତ୍ପର ରହିଆସିଛନ୍ତି । ଆଦି ଶଙ୍କରାଚାର୍ଯ୍ୟ ପ୍ରଥମେ ମଠ ସଂସ୍କୃତିର ପରିକଳ୍ପନା ଓ ପ୍ରତିଷ୍ଠା କରିଥିଲେ…

ଲେଖା: ଅମ୍ବିକା ପଟ୍ଟନାୟକ ~ ଦିଗପହଣ୍ଡିର ସିଂହମୂର୍ତ୍ତି ~ କର୍ପୁର ଉଡ଼ିଯାଇଛି, କନା ପଡ଼ି ରହିଛି l ବଡ଼ଖେମୁଣ୍ଡି ଜମିଦାରୀର ରାଜଧାନୀ ଦିଗପହଣ୍ଡିର ଭଗ୍ନ ରାଜବାଟୀ (ଲୋକମୁଖରେ ‘ରଜାନହର’) ସିଂହଦ୍ଵାରରେ ଦୁଇଟି ବିଶାଳାକୃତି ବୈଷ୍ଣବ ଚିତାଧାରୀ ନିରୀହ ସିଂହ, ଦିଗପହଣ୍ଡିର ସିଂହମୂର୍ତ୍ତି ଭାବେ ବେଶ ପରିଚିତ, ଏକ ଗୌରବମୟ ଅତୀତର ମୂକସାକ୍ଷୀ l ପ୍ରାୟ ପାଞ୍ଚଫୁଟ…

ଲେଖା: ଶ୍ରୀକାନ୍ତ ସିଂହ ~ ଶ୍ରୀଗୋବିନ୍ଦ ମନ୍ଦିର ~ ଐତିହ୍ୟମୟୀ ନଗରୀ କଟକ, ଅଭିନଵ ବାରଣାସୀ କଟକ l ହଜାର ବର୍ଷରୁ କାହିଁ କେତେ ପୁରୁଣା ସହର ଓଡ଼ିଶାର ପ୍ରାଣକେନ୍ଦ୍ର କଟକ l ଛାତି ତଳେ ଅନେକ ଇତିହାସ, ଅନେକ କଥା ଆଉ ବୀରତ୍ୱର ଗାଥା, କେତେ ଯେ ଜୟପରାଜୟ, ଉତ୍ଥାନପତନ, ଶୌର୍ଯ୍ୟବୀର୍ଯ୍ୟ, ଆବେଗଅନୁରାଗ, ଆଘାତ…