Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ୧୯୧୭ ମସିହା, କଟକ । ଓଡ଼ିଆ ବଜାରର ସେଇ ଦୁଇ ମହଲା ପ୍ରାସାଦର ନିରୋଳା କୋଠରୀରେ ବସି ପରାଧୀନ ଭାରତର ବାସ୍ତବ ରୂପକୁ ନିରେଖି ଦେଖୁବାକୁ ଚେଷ୍ଟା କରୁଥିଲା ୨୦ ବର୍ଷର ଯୁବକ ଜଣେ ! ଏ ଜତିର ଗତିକୁ ନେଇ ସେ ଥିଲା ବ୍ୟଥିତ, ବିବ୍ରତ ! ପ୍ରଥମ ଥର…

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଉତ୍କଳ ଏବଂ ଉତ୍କଳୀୟତାର ପ୍ରତିଟି ବିଷୟକୁ ଗୌରବାନ୍ଵିତ କରିବାରେ ରାଧାନାଥ ହିଁ ଥିଲେ ସବୁ ଦୃଷ୍ଟିରୁ ଏକ ସ୍ତମ୍ଭୀୟ ବ୍ୟକ୍ତିତ୍ଵ (Pivotion Personality)। ସେ ଥିଲେ ପ୍ରଥମ ଜାତୀୟତାବାଦୀ କବି ଯିଏ ଛବିଳ ଓଡ଼ିଶାର ସ୍ଵପ୍ନ ଦେଖିଥିଲେ। ଛବିଳ ଓଡ଼ିଶାକୁ ମଧ୍ୟ ସେହି ଭାବରେ ବର୍ଣ୍ଣନା କରିଥିଲେ। ଏହି…

ସୌରଭିତ ସୃଷ୍ଟି: କବୀ ଅପର୍ଣ୍ଣା ଦେବୀ ଶ୍ରୀମତୀ ଅପର୍ଣ୍ଣା ଦେବୀ, ଆମ ସାହିତ୍ୟରେ ଜଣେ ଅନାଲୋଚିତ କବୀ ପ୍ରତିଭା। ପ୍ରାକ-ସ୍ଵାଧୀନତା କାଳରେ ଜନ୍ମିତ ଏହି ପ୍ରତିଭା ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ଅନେକ ଗଳ୍ପ, କାବ୍ୟ, ଉପନ୍ୟାସ, କବିତା ରଚନା କରି । ଆଜି ଓଡ଼ିଶାର ପାଲାଗାୟକଗଣ ପାଲା ପରିବେଷଣ କରିବା ସମୟରେ ତାଙ୍କରି କାବ୍ୟର…

ଲେଖା: ସୁକାନ୍ତି ସାହୁ ପୁରାଣ ଶାସ୍ତ୍ର ମାନଙ୍କ ମଧ୍ୟରେ ମତ୍ସ୍ୟ ପୁରାଣ, ସ୍କନ୍ଧ ପୁରାଣ, କାଳିକା ପୁରାଣ ଓ ଦେବୀ ଭାଗବତ ଇତ୍ୟାଦି ଗ୍ରନ୍ଥରେ ଏକଶହ ଆଠଗୋଟି ତନ୍ତ୍ରପୀଠର ନାମ ସମ୍ପର୍କରେ ସୂଚନା ଅଛି। କିନ୍ତୁ ତନ୍ତ୍ରସାର ଗ୍ରନ୍ଥରେ ଭାରତବର୍ଷରେ ଏକାବନ ଗୋଟି ତନ୍ତ୍ରପୀଠର ପ୍ରାଧାନ୍ୟ ସ୍ଵୀକାର କରାଯାଇଛି। ଏହି ଏକାବନ ଗୋଟି ତନ୍ତ୍ରପୀଠର ଐତିହାସିକ…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ନୟାଗଡ଼ ଜିଲା ଅନ୍ତର୍ଗତ ରାଜ ରଣପୁରର ମୈନାକ ପର୍ବତରେ କାହିଁ କେଉଁ ଅନାଦି କାଳରୁ ପୂଜା ପାଇଆସୁଛନ୍ତି ମା’ ମଣିନାଗ । ବିଶ୍ୱାସ କରାଯାଏ ମା’ ହେଉଛନ୍ତି ସର୍ବ ଦୁଃଖ ନିବାରିଣୀ। ସେ ଭକ୍ତଙ୍କ ଦୁଃଖ ଖଣ୍ଡନ କରିଥାନ୍ତି। ରାଜ ରଣପୁରଠାରୁ ଅନତି ଦୂରରେ ମା’ମଣିନାଗଙ୍କୁ ଦର୍ଶନ କରିବାକୁ ବହୁ…

ଲେଖା: ନିରଞ୍ଜନ ସାହୁ “ବାବୁ ଭିକାରୀ ଚରଣ, ବହି ଖଣ୍ଡିକ ପାଇଲି। ରୋଗ ଶଯ୍ୟାରେ ଏକା ନିଃଶ୍ବାସରେ ଶେଷ କଲି। ସମାଜକୁ ଦଶ ନଖରେ ବିଦାରି ପକେଇଛୁ ।” ଏହା ଥିଲା ବ୍ୟାସକବି ଫକୀରମୋହନଙ୍କ ମନ୍ତବ୍ୟ, ‘ସଂସାର ଚିତ୍ର‘ ନାଟକ ପଢ଼ିବା ପରେ। ତେବେ କିଏ ଏହି ଭିକାରୀ ଚରଣ ? ପୁତ୍ର କନ୍ୟା…

ଲେଖା: ଦେଵ ତ୍ରିପାଠୀ ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ ତଥା ମହାନ ସାହିତ୍ୟିକ କାହ୍ନୁଚରଣ ମହାନ୍ତି । ସାହିତ୍ୟ ସାଧନା ପ୍ରତି ମନ ବଳାଇଲା ସମୟରେ କାହ୍ନୁଚରଣଙ୍କ ଧାରଣା ଥିଲା ଯେ, ସଂସ୍କୃତରେ କବିତା ଲେଖି ହିଁ ସେ ଯଥାର୍ଥ କବି ହୋଇପାରିବେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ,…

ଲେଖା: ଦେଵ ତ୍ରିପାଠୀ ମହାନ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନସୁନ୍ଦର ଦେବ ଗୋସାଇଁ (ଲୋକମୁଖରେ ମୋହନ ଗୋସାଇଁ ଭାବରେ ପରିଚିତ)ଙ୍କ ଜନ୍ମତିଥିରେ (୧୮୯୨ ମସିହା ଅଗଷ୍ଟ ୮/ପ୍ରକାରାନ୍ତରେ ଅଗଷ୍ଟ ୭) ଅନ୍ତରଙ୍ଗ କଳିଙ୍ଗ ତାଙ୍କର ସ୍ମୃତିଚାରଣ କରୁଛି I ପୁରୀରେ ଜନ୍ମଗ୍ରହଣ କରିଥିବା ଏହି…

ଲେଖା: ଦେଵ ତ୍ରିପାଠୀ ୧୪୩୫ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇ ପ୍ରାୟ ୧୫୪୦ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିବା ଓଡିଶା ଇତିହାସର ଗାରିମାମୟ ସୂର୍ଯ୍ୟବଂଶୀ ରାଜାମାନଙ୍କ ଶାସନକାଳର ବହୁ ଅନୁଶାସନ ବା ଖୋଦିତ ଲେଖା ଦକ୍ଷିଣ ପଶ୍ଚିମବଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ତାମିଲନାଡୁର ଦକ୍ଷିଣ ଆର୍କଟ ଜିଲ୍ଲା ପର୍ଯ୍ୟନ୍ତ ଏବଂ ଆନ୍ଧ୍ରପ୍ରଦେଶର Warangal, କୁର୍ଣ୍ଣୁଲ ଆଦି ଜିଲ୍ଲାମାନଙ୍କରେ ଆବିଷ୍କୃତ…

ଲେଖା: ନିରଞ୍ଜନ ସାହୁ ‘ଉତ୍କଳ ଦୀପିକା’ ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସଂବାଦପତ୍ର । ଊନବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗ ପ୍ରାରମ୍ଭ ବେଳକୁ ଓଡ଼ିଶା ଭୂମିରେ ଦେଖା ଦେଇଥିଲା ସାମାଜିକ, ସାଂସ୍କୃତିକ ବିପର୍ଯ୍ୟୟର ଧୂମକେତୁ । ସେହି ସମୟକୁ ପ୍ରାକୃତିକ ବିପର୍ଯ୍ୟୟ ନଅଙ୍କ ଦୁର୍ଭିକ୍ଷ ଏବଂ ତା ସହ ଓଡ଼ିଆ…