ମୁରୁଜ

4 years ago

ଲେଖା: ଅଶୋକା ନାୟକ ~ ଆମ ଓଡ଼ିଆ ଘରର ମୁରୁଜ କଳା ପରମ୍ପରା ~ ଓଡ଼ିଆ ଘରେ ସବୁ ପର୍ବପର୍ବାଣୀ, ଜନ୍ମଦିନ, ବାହାଘର, ଶ୍ରାଦ୍ଧରେ ମୁରୁଜ, ଝୋଟି,…

ରାମେଶ୍ୱର ମନ୍ଦିର

4 years ago

ଲେଖା: ଶ୍ରୀକାନ୍ତ ସିଂହ ~ ରାମେଶ୍ୱର ମନ୍ଦିର ~ ପୌରାଣିକ କଥାବସ୍ତୁ ଅନୁଯାୟୀ ତ୍ରେତୟା ଯୁଗରେ ରାବଣ ନିହତ ହେବା ପରେ ଭଗବାନ ରାମଚନ୍ଦ୍ର ପତ୍ନୀ ସୀତା…

ଜଳେଶ୍ବର ମନ୍ଦିର

4 years ago

~ ଜଳେଶ୍ବର ମନ୍ଦିର ~ ଲେଖା: ଅମୃତେଶ ଖଟୁଆ  ସେହି #ସ୍ଵର୍ଣ୍ଣାଦ୍ରି_କ୍ଷେତ୍ର ! ଯାହାକୁ 'ସାରଳା ମହାଭାରତ'ରେ ବର୍ଣ୍ଣନା କରାଯାଏ ଯେ କୀର୍ତ୍ତି ଓ ବାସଙ୍କ ଦ୍ଵାରା…

ଦୀପାଵଳି

4 years ago

ଲେଖା: ଶିଶିର ମନୋଜ ସାହୁ ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ'ଣ ! ୧. ଦୀପାବଳୀ ୨.…

ପିମ୍ପେଇ ଅମାଵାସ୍ୟା

4 years ago

ଲେଖା: ଶିଶିର ମନୋଜ ସାହୁ ~ ଓଡ଼ିଶାର ପିମ୍ପେଇ ଅମାଵାସ୍ୟା ~  କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି (ଅମାଵାସ୍ୟା), ଦିଆଲି ଓ ଦେଵାଲୀ ବୋଲି…

ଆମ୍ବିଳିଝରିର ପ୍ରାଚୀନ କୂଅ

4 years ago

ଲେଖା: ଶ୍ରୀକାନ୍ତ ସିଂହ ~ ଆମ୍ବିଳିଝରିର ପ୍ରାଚୀନ କୂଅ ~ ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ…

ଚଉଷଠି ଯୋଗିନୀ ମନ୍ଦିର

4 years ago

ଲେଖା: ତ୍ରିଲୋଚନ ସ୍ୱାଇଁ ~ ଚଉଷଠି ଯୋଗିନୀ ମନ୍ଦିର ~ କଟକ ପୁରୀ ଜାତୀୟ ରାଜପଥର ଉତ୍ତରା ଛକରୁ, ବାଳକାଟି ବଜାର ଦେଇ ଆଗକୁ ଗଲେ ମାତ୍ର…

ବଉଳା ଗାଈ

4 years ago

ସୌରଭିତ ସୃଷ୍ଟି: ବଳରାମ ଦାସ କବି ବାଲ୍ମୀକି ପ୍ରଭୁ ରାମଚନ୍ଦ୍ରଙ୍କର ଜୀବନ କାହାଣୀକୁ ନେଇ ସଂସ୍କୃତରେ ସାତଖଣ୍ଡ ରାମାୟଣ ଲେଖିଲେ। ଏହି ସଂସ୍କୃତ କାହାଣୀକୁ ପଢି ବୁଝି ଜଗନ୍ନାଥ…

ଆମ ଲୋକସାହିତ୍ୟ

4 years ago

ଉପସ୍ଥାପନା : ଶୁଭରଞ୍ଜନ ପୃଷ୍ଟି ~ ଆମ ଲୋକସାହିତ୍ୟ ~ "ଜହ୍ନିଫୁଲ ଠୋ ଠା, କାକୁଡିଫୁଲ ଠୋ ଠା, ଗୁଣ୍ଡୁଚିମୂଷା କହିଯାଇଛି, ଚାଉଳ ମୁଠେ ରଖିଥା" ।।…

ବଣ୍ଡା ଓ ଗାଦବା

4 years ago

ଲେଖା: ଶିଶିର ମନୋଜ ସାହୁ ~ ବଣ୍ଡା ଓ ଗାଦବା ~ ବଣ୍ଡା ଓ ଗାଦବା ଦୁଇ ଭାଇ ଅତି ପ୍ରାଚୀନ କାଳରେ ଅଵିଭକ୍ତ କୋରାପୁଟ ଜିଲ୍ଲାର…