ଲେଖା: ଅମ୍ବିକା ପଟ୍ଟନାୟକ
କୋରାପୁଟଠାରୁ ରେଳରେ ରାୟଗଡ଼ା ଅଭିମୁଖେ ଯାତ୍ରାକଲେ ପ୍ରାୟ ୨୦ କି.ମି. ପରେ ଦାମନଯୋଡ଼ି l ଏସିଆର ବୃହତ୍ତମ ଆଲୁମିନା କାରଖାନା l ଦାମନଯୋଡି ଷ୍ଟେସନ ପାଖରେ ଏକର ଏକର ବ୍ୟାପୀ ଏକ କଣ୍ଟାବାଉଁଶ ବଣ l
ଲୋକ ବିଶ୍ୱାସରେ ମା’ କଣ୍ଟା ବାଉଁଶୁଣୀ ଠାକୁରାଣୀଙ୍କ ଆସ୍ଥାନ l ସଚରାଚର ଯେମିତି “ଯା ଦେବୀ ଶିଳାରୁପେଣ ଗ୍ରାମମଧ୍ୟେତୁ ସଂସ୍ଥିତା” ସେମିତି ନୁହେଁ l ମା’ ଏଠି ଶୂନ୍ୟରୂପିଣୀ l ପ୍ରାୟତଃ ପରିଷ୍କାର ପରିଚ୍ଛନ୍ନ ଏଇ କଣ୍ଟା ବାଉଁଶ ତୋଟା ମଧ୍ୟରେ ଏକ ନିର୍ଦିଷ୍ଟ ଜାଗାରେ ଦୁଇ ତିନୋଟି ବାଉଁଶଝାଡ଼ ମା’ଙ୍କ ବିଜେପୀଠ ରୂପେ ନାଲିକନା, ଫୁଲ, ଧୁପ, ଦୀପ ଶୋଭିତ l କେଉଁ କାଳୁ ମା’ କଣ୍ଟା ବାଉଁଶୁଣୀ ଆରାଧିତା l
ଚିତ୍ର ସୌଜନ୍ୟ: ଅବିଭକ୍ତ କୋରାପୁଟ ସମାଚାର (AKS)
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…