ଲେଖା: ଶ୍ରୀକାନ୍ତ ସିଂହ

କବି ଜୟଦେବ, ଗୀତଗୋବିନ୍ଦ ଓ ଶ୍ରୀଜଗନ୍ନାଥ ଏ ସଭିଙ୍କର ମୂଳ ଉତ୍ସ ହେଉଛନ୍ତି ପ୍ରାଚୀତଟରେ ବିରାଜମାନ କରୁଥିବା ପ୍ରଭୁ ମାଧବାନନ୍ଦ l କୁହାଯାଏ, ଯେଉଁ ପଦ୍ୟାଂଶ “ଦେହି ପଦପଲ୍ଲବ ମୁଦାରମ୍”କୁ ଲେଖିବାବୁ ସଂକୋଚ ବୋଧ କରି କବି ଲେଖି ପାରି ନଥିଲେ; ତାହାକୁ ସ୍ବୟଂ ମାଧବ କବିଙ୍କ ଛଦ୍ମ ରୂପରେ ଆସି ଲେଖି ଯାଇଥିଲେ l ୟେ ହେଉଛନ୍ତି ସେହି ମାଧବାନନ୍ଦ, ଯାହାଙ୍କ ପାଇଁ ଗୀତ ଗୋବିନ୍ଦର ସୃଜନ l


ସବିନୟ ଅନୁରୋଧ, ଆପଣମାନେ ନିହାତି ଥରେ ମାଧବାନନ୍ଦ ମନ୍ଦିର ବୁଲି ଆସନ୍ତୁ l ଆମ ଐତିହ୍ୟ, ଆମ କୀର୍ତ୍ତି, ଆମ ଉତ୍କଳୀୟ ସଂସ୍କୃତି ଓ ଆମ ସୃଜନଶୀଳତାକୁ ପାଖରୁ ଥରେ ଅନୁଭବ କରନ୍ତୁ l

As per historian, Madhabananda Temple of Niali block of Cuttack was constructed by the Bhouma vansi king Anangabhima Dev in 13th century AD. Poet Jayadev who was born in the 12th century AD and grew up in a divine environment which worshipped Madhaba hence GitaGobinda was the result of his devotion to the Lord Madhaba. 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago