ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ
ଶ୍ରୀକ୍ଷେତ୍ରରେ ଅବସ୍ଥିତ ପଞ୍ଚ ମହାଦେବ ମଧ୍ୟରେ ଗୌଡ଼ବାଡ଼ ସାହିର ପ୍ରତିଷ୍ଠିତ ଶ୍ରୀଯମେଶ୍ୱର, ମାଣିକର୍ଣ୍ଣିକା ସାହିର ଶ୍ରୀକପାଳମୋଚନ, ଶ୍ରୀଲୋକନାଥ, ମାର୍କଣ୍ଡେୟ ପୁଷ୍କରିଣୀର ତୀରଦେଶରେ ଶ୍ରୀମାର୍କଣ୍ଡେଶ୍ୱର ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର ସମୀପରେ ଶ୍ରୀନୀଳକଣ୍ଠେଶ୍ୱର ଅତ୍ୟନ୍ତ ରହସ୍ୟମୟ ଅଟନ୍ତି । ଏହା ପଞ୍ଚମହାଦେବ ବା ପଞ୍ଚପାଣ୍ଡବ ମଧ୍ୟ କୁହାଯାଏ ।
ଏହା ଯଥାକ୍ରମେ :
୧. ଶ୍ରୀ ଯମେଶ୍ୱର : ଯୁଧିଷ୍ଠିର
୨. ଶ୍ରୀ ଲୋକନାଥ : ଭୀମ
୩. ଶ୍ରୀ ମାର୍କଣ୍ଡେଶ୍ୱର : ଅର୍ଜୁନ
୪. ଶ୍ରୀ କପାଳମୋଚନ : ନକୁଳ
୫. ଶ୍ରୀ ନୀଳକଣ୍ଠେଶ୍ୱର : ସହଦେଵ
ଏହି ପଞ୍ଚ ମହାଦେବଙ୍କ ମଧ୍ୟରୁ ଶ୍ରୀ ଯମେଶ୍ୱର ହରିହରାତ୍ମକ ବିଗ୍ରହ ହୋଇଥିବା ବେଳେ ଅନ୍ୟ ମହାଦେବ ଚନ୍ଦ୍ରଶେଖର ବିଗ୍ରହ ଅଟନ୍ତି। ଏହି ପଞ୍ଚ ମହାଦେବ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ହୋଇ ଚନ୍ଦନଯାତ୍ରାରେ ସ୍ୱ ସ୍ୱ ବିମାନରେ ଆରୂଢ ହୋଇ ଯାତ୍ରା କରିଥାନ୍ତି।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago