Physical Address
Sai Samarpanam, Satya Vihar, Bhubaneswar

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଥିବା ଏହି ଚନ୍ଦନଯାତ୍ରା ମହୋତ୍ସବରେ ଶ୍ରୀମନ୍ଦିରରେ କେତେକ ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ ! ~ ଚନ୍ଦନଯାତ୍ରା ~ ଉକ୍ତ ଦିନ ଶ୍ରୀଗ୍ରହମାନଙ୍କ ସକାଳଧୂପ ଶେଷ ହେବାପରେ ତିନି ବାଡରେ ମଇଲମ ହୋଇ ମହାସ୍ନାନ କରାଯାଏ ! ଏହାପରେ ପୂର୍ବଦିନ ଠାରୁ ଅଧିବାସିତ ହୋଇଥିବା ଚନ୍ଦନ ପିଙ୍ଗଣ…

~ ଲକ୍ଷେଶ୍ଵର ମନ୍ଦିର ଓ କୁଆଖାଇ ~ ଲେଖା: ଅମୃତେଶ ଖଟୁଆ ନିଃସର୍ଗର ଦେଶ ଉତ୍କଳ । ଅସ୍ମିତାର ଆଗ୍ନେୟ ତେଜପୁଞ୍ଜରେ ଏହାର ଦଗ୍ଧକନକ ସଦୃଶ ପ୍ରାକୃତିକ ନିଚ୍ଛକତା ଓ ସୁଷମାସମୃଦ୍ଧି ସମଗ୍ର ଭାରତବର୍ଷରେ ଅନବଦ୍ୟ ସୌନ୍ଦର୍ଯ୍ୟର ବିଜ୍ଞାପକ ଅଟେ । ଏହାର ମୃତ୍ତିକାର ମୂର୍ତ୍ତିମନ୍ତ ପରିଗ୍ରହ ଭାବସମୁଦ୍ରର ରସସମ୍ବେଦୀ ତଟିନୀମାନଙ୍କ ଦ୍ବାରା ପରିପାଳିତ । ଏହାର…

ଲେଖା: ଅଶୋକା ନାୟକ ~ ଘଡ଼ିପଥୁଲି ପୂଜା ~ ଅକ୍ଷୟ ତୃତୀୟା ଦିନ ସକାଳୁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇପଡେ। ସମସ୍ତେ ଜାଣନ୍ତି ବାହାର ଚନ୍ଦନଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୋଇଥାଏ। କିନ୍ତୁ କେବଳ ପୁରୀ ଆଉ ଏହାର ଆଖପାଖର ଲୋକ ଅକ୍ଷୟ ତୃତୀୟା ଦିନ ହେଉଥିବା ଏହି ଘଡ଼ିପଥୁଲି ପୂଜା ସହ ପରିଚିତ…

ଲେଖା: ଅଶୋକା ନାୟକ ~ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ଚନ୍ଦନ ମଉଜ ~ ସାଙ୍ଗ, ଭାଙ୍ଗ, ସଙ୍ଗୀତ ଓ ପଙ୍ଗତର କ୍ଷେତ୍ର ଶ୍ରୀକ୍ଷେତ୍ର। ପୁରୀ ଲୋକଙ୍କୁ ବୁଝିବାକୁ ହେଲେ ଏହି ଚାରୋଟି ବିଷୟରେ ଜାଣିବାକୁ ହେବ। ଆଉ ଏହି ଚାରୋଟିର ବ୍ୟାଖ୍ୟା ପାଇଁ ଚନ୍ଦନଯାତ୍ରାରେ ହେଉଥିବା ଚନ୍ଦନ ମଉଜ ବିଷୟରେ ଜାଣିବାକୁ ପଡିବ। କିନ୍ତୁ ଗତ…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୪୨ ଦିନ ବ୍ୟାପୀ ଚନ୍ଦନ ୨ ଭାଗରେ ବିଭକ୍ତ ହୋଇ ପାଳିତ ହୋଇଥାଏ। ପ୍ରଥମ ୨୧ ଦିନ ବାହାର ଚନ୍ଦନ ଓ ତତ୍ପର ୨୧ ଦିନ ଭିତର ଚନ୍ଦନ । ଚନ୍ଦନ ସମୟରେ ଶ୍ରୀଜୀଉମାନଙ୍କ ପାଖେ ଆଲଟ ଲାଗି ହୋଇଥାଏ। ଏହା ଏକ ଗୁପ୍ତସେବା…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶ୍ରୀକ୍ଷେତ୍ରରେ ଅବସ୍ଥିତ ପଞ୍ଚ ମହାଦେବ ମଧ୍ୟରେ ଗୌଡ଼ବାଡ଼ ସାହିର ପ୍ରତିଷ୍ଠିତ ଶ୍ରୀଯମେଶ୍ୱର, ମାଣିକର୍ଣ୍ଣିକା ସାହିର ଶ୍ରୀକପାଳମୋଚନ, ଶ୍ରୀଲୋକନାଥ, ମାର୍କଣ୍ଡେୟ ପୁଷ୍କରିଣୀର ତୀରଦେଶରେ ଶ୍ରୀମାର୍କଣ୍ଡେଶ୍ୱର ଏବଂ ଇନ୍ଦ୍ରଦ୍ୟୁମ୍ନ ସରୋବର ସମୀପରେ ଶ୍ରୀନୀଳକଣ୍ଠେଶ୍ୱର ଅତ୍ୟନ୍ତ ରହସ୍ୟମୟ ଅଟନ୍ତି । ଏହା ପଞ୍ଚମହାଦେବ ବା ପଞ୍ଚପାଣ୍ଡବ ମଧ୍ୟ କୁହାଯାଏ । ଏହା ଯଥାକ୍ରମେ :…

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣିବିମାନ’ ଶବ୍ଦ ବହୁ ପ୍ରାଚୀନ । ବିମାନ ଶବ୍ଦର ଅର୍ଥ ଯାନ ବା ଦେବଯାନ। ସାଧାରଣତଃ ମଣିରୂପକ ବୈଦୂର୍ଯ୍ୟଭରା ବିମାନକୁ ମଣିବିମାନ କୁହାଯାଏ । ପଞ୍ଚଦଶ ଶତାବ୍ଦୀରୁ ଅଷ୍ଟ।ଦଶ ଶତାବ୍ଦୀ ମଧ୍ୟରେ ଲେଖା ଯାଇଥିବା ଅନେକ ପଦ୍ୟାବଳୀରୁ ମଣିବିମାନ ଶବ୍ଦ ଦୃଷ୍ଟିଗୋଚର ହୋଇଥାଏ। ସେଥିମଧ୍ୟରୁ ବନମାଳୀଙ୍କ ପଦ୍ୟାବଳୀର…

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଚନ୍ଦନ ମଣ୍ଡପରେ ଠାକୁରମାନଙ୍କ ସ୍ନାନବେଶ, ଭୋଗ ଇତ୍ୟାଦି ନୀତି ବଢିବା ପରେ ରାତ୍ରଚାପ ନୀତିକୁ ବିଜେ କରିଥାନ୍ତି। ଏହି ରାତ୍ରଚାପ ପୁଷ୍କରିଣୀରେ ତିନି ଘେରା ଭ୍ରମଣ କରିଥାଏ। ଏହାପରେ ଠାକୁରମାନଙ୍କ ଅନ୍ୟାନ୍ୟ ନୀତି ସଂପାଦିତ ହୋଇ ଚାପ ଉପରୁ ବିମାନ ଓ ପାଲିଙ୍କିରେ ଉପବେଶନ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିଥାନ୍ତି।…

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ପୁଣ୍ୟଯୁକ୍ତ ତୃତୀୟା, ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ । ବୈଶାଖ ଶୁକ୍ଳ ତୃତୀୟା, ଅକ୍ଷି ତୃତୀୟା । ସତ୍ୟଯୁଗ ଏ ଦିନ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ । ଚାଷୀମାନେ ଏ ଅକ୍ଷି ତୃତୀୟା ଜମିରେ ପ୍ରଥମେ ଧାନ ବୁଣନ୍ତି । ଏହି ଦିନ ଶ୍ରୀ…

ଲେଖା: ଦେଵ ତ୍ରିପାଠୀ “ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା, ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା, ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା”…