ଲେଖା: ସଞ୍ଜୀବ ନନ୍ଦ

ପଞ୍ଚଧାର,  ପ୍ରକୃତିର ଲୀଳାୟିତ ବୈଚିତ୍ରମୟୀ ଅନନ୍ତ ସୃଷ୍ଟି ମଧ୍ୟରେ ପର୍ବତମାଳା ଅନ୍ୟତମ ଆକର୍ଷଣ । ଭୌଗୋଳିକ ଦୃଷ୍ଟିକୋଣରୁ ଉତ୍କଳ ଜନନୀର ମଧ୍ୟଭାଗରେ ଶୋଭା ପାଉଥିବା ଗିରିବର ପଞ୍ଚଧାର ପର୍ବତ,  ଆଠମଲ୍ଲିକ ନିକଟସ୍ଥ ଚିରସ୍ରୋତା ପୁଣ୍ୟତୋୟା ମହାନଦୀର ଟିକରପଡା ସାତକୋଶିଆଠାରେ ମା’ ବିନିକେୟି ପୀଠଠାରେ ନଦୀ ଉପରେ ମୁଁଣ୍ଡଟେକି ଆବହମାନ କାଳରୁ ଦଣ୍ଡାୟମାନ ।


ଲମ୍ବାରେ ପ୍ରାୟ ୫୫ କି.ମି. ଉଚ୍ଚତା ପ୍ରାୟ ୩୦୦୦ ଫୁଟର ବିଶାଳକାୟ ଏହି ଗିରିବର କେତେ ଯେ ଅଗଣିତ ଋଷି, କବି ତଥା ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିଆସିଛି । ଏଠିକାର ପରିବେଶ, ସୌରଭଶ୍ରୀ, ସୌନ୍ଦର୍ଯ୍ୟ ବିମଣ୍ଡିତା ସବୁଜିମା, ଝରଣାର କୁଳୁକୁଳୁ ନାଦ, କୋକିଳର କାକଳୀ ଏବଂ ଜଙ୍ଗଲ ଜୀବନୀ ସଂପର୍କରେ ଅନୁଧ୍ୟାନ କଲେ ସତରେ ଖୁବ୍ ଆନନ୍ଦ ଅନୁଭବ ହୁଏ ।

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago