ଲେଖା: ଶ୍ରୀକାନ୍ତ ସିଂହ

ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଚାଟେଶ୍ୱର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ l ଏହି ମନ୍ଦିରଟିକୁ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରାଇଥିଲେ l ଏହା ଏକ ପାତାଳ ଫୁଟା ଶିବ ମନ୍ଦିର, ଭୂମିପତନ ଠାରୁ ପ୍ରାୟ ୧୫ ଫୁଟ ଗଭୀରରେ ଶିବଲିଙ୍ଗ ବିରାଜମାନ କରିଛନ୍ତି l

ଏହି ଚାଟେଶ୍ୱର ମନ୍ଦିର କଟକ ଜିଲ୍ଲା ସାଲେପୁର ବ୍ଲକର ପାଗା-ବହୁଗ୍ରାମ ନିକଟସ୍ଥ କିଶିନପୁର ଗ୍ରାମରେ ଅବସ୍ଥିତ l ଅନଙ୍ଗଭୀମ ଦେବଙ୍କ କନ୍ୟା କ୍ରିଷ୍ଣାଙ୍କ ନାମାନୁସାରେ ଗାଁଟିର ନାଁ କିଶିନପୁର ହୋଇଥିବା ଜଣାଯାଏ l


ଖୁବ ସୁନ୍ଦର ପ୍ରାକୃତିକ ପରିବେଶ ତଥା ବୃକ୍ଷଲତା ଘେରା ସବୁଜ ବନାନୀରେ ଧୋବଧାଉଳିଆ ମହାଦେବ ମନ୍ଦିରଟିର ଦୃଶ୍ୟ ଅତୀବ ମନୋରମ l ବର୍ଷର ଯେ କୌଣସି ସମୟରେ ଚାହିଁଲେ ଏହି ଚାଟେଶ୍ୱର ମନ୍ଦିର ଭ୍ରମଣରେ ଯାଇ ଦିଅଁଙ୍କ ଦର୍ଶନ କରିହେବ l

A 12th Century Monument – Chateswar Temple. This is a great historical place of Cuttack district of Salepur block near Paga Bahugram and located at the Kishinapur village.

This temple was built in 12th Century AD by king Anangabhima Deva III, And this temple is  one of the ancient Siva Temples of Cuttack district.

A Patalaphuta Siva Linga is worshipped in this temple and the lungs is placed at a level of around 15 feet down to the ground. This is a very beautiful and a historical temple with lots off greenery.

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago