ଲେଖା: ରବୀନ୍ଦ୍ର କୁମାର ରଣା

ନିମାପଡ଼ାରେ ତେରୁଣ୍ଡିଆ ଗ୍ରାମରେ ଦେଖିବାକୁ ମିଳେ ଦଶମ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ଗ୍ରାମେଶ୍ୱର ମନ୍ଦିର । 

(ଗ୍ରାମେଶ୍ୱର ମହାଦେବ)

ନାଲି ଇଟାରେ ନିର୍ମିତ ଏଇ ସୁନ୍ଦର ପ୍ରାଚୀନ ମନ୍ଦିର ନିମାପଡ଼ା-ଗୋପ ରାସ୍ତାରେ ଧୀରପୁର ଛକରୁ ୫କି.ମି. ଦୂରରେ ଅବସ୍ଥିତ ।ସେହିପରି ନିମାପଡ଼ା-ବଳଙ୍ଗା ରାସ୍ତାରେ ଅଲଣ୍ଡା ଗ୍ରାମରେ ଦଶମ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ବୁଦ୍ଧନାଥ ମନ୍ଦିର ଓ ଏବଂ ନିମାପଡା-ବାଲିପାଟଣା ରାସ୍ତାରେ ହଂସପଡା ଗ୍ରାମରେ ସପ୍ତଦଶ ଶତାବ୍ଦୀରେ ନିର୍ମିତ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ସଂରକ୍ଷିତ ନୀଳକଣ୍ଠେଶ୍ଵର ମନ୍ଦିର ପରି ପ୍ରାଚୀନ ମନ୍ଦିରମାନ ମଧ୍ୟ ଦୃଶ୍ୟମାନ ।

(ବୁଦ୍ଧନାଥ ମନ୍ଦିର)

ତେବେ ହଂସପଡାରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିର ଗ୍ରାମ ଠାରୁ ଦୂରରେ ନିକାଞ୍ଚନ ଜାଗାରେ ଅବସ୍ଥିତ, ଯେଉଁଠିକୁ ବର୍ଷାଦିନେ ଦୁଇ ଚକିଆ ଯାନରେ ଯିବା କଷ୍ଟକର । 

(ନୀଳକଣ୍ଠେଶ୍ଵର ମନ୍ଦିର)

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago