ଲେଖା: ଶିଶିର ସାହୁ ମନୋଜ

କୋଜାଗର ଶବ୍ଦର ନିରୁକ୍ତି —  କଃ(କିଏ) + ଜାଗୃ ଧାତୁ (ଚେଇଁବା) କର୍ତ୍ତୃ. ଅ.

ସାଧାରଣତଃ ଆଶ୍ୱିନ ପୂର୍ଣ୍ଣିମା ଵା କୁମାର ପୂର୍ଣ୍ଣିମାକୁ (କୁଆଁର ପୁନେଁଇ) କୋଜାଗର ପୂର୍ଣ୍ଣିମା କୁହାଯାଏ ।


ଲୋକଵିଶ୍ଵାସ ଅନୁସାରେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘର ଘର ବୁଲି ଦେଖନ୍ତି ଓ ପଚାରନ୍ତି, “କୋ ଜାଗର୍ତ୍ତି ?” ଅର୍ଥାତ୍ କିଏ ଚେଇଁ ଅଛି ? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।

ଆଗେ ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହେଇ ଥିବା ଚାନ୍ଦଭୋଗ ଖୁଆଖୋଇ ହେଇ କୁମାରକୁମାରୀ ମାନେ ଆପଣା ଆପଣା ମଧ୍ୟରେ ଚାନ୍ଦ ଡ଼କାଡ଼କି ହେଇ ମୈତ୍ରୀ ପ୍ରତିଷ୍ଠା କରୁଥିଲେ ଆଜିର ଆଧୁନିକ ଯୁଗରେ ଏ ପରମ୍ପରା ଲୁପ୍ତ ହୋଇସାରିଛି ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 day ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago