Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ଭୋଜନ

  • adminadmin
  • November 17, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

ଭୋଜନ କରିଵା ଅର୍ଥକୁ ସୁଚେଇଵା ପାଇଁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି । ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ ।

● ଖା, ଖାଆ→ଖାଇବା, ଖାଏମା, ଖାଦ୍ୟ (ଖାଦ୍ ଧାତୁ)

● ଭୁଞ୍ଜ→ଭୁଞ୍ଜଇ, ଭୁଜ (ଧାନ), ଭୋଜନ

● ଗିଳ୍→ଗିଳିବା, ଗିଳ୍.ବା (ଗିଳ୍ ଧାତୁ-ଗ୍ରାସ କରିବା)

● ଗେବିଵା→ବଡ଼ ବଡ଼ ଭାତଗୁଣ୍ଡା କରି ଖାଇବା କ୍ରିୟା

● ଗେମ୍ଫ→ଗେମ୍ଫିବା (ଗଡ଼ଜାତ) ନିରବଚ୍ଛିନ୍ନ ଭାବେ ଦୃତଗତିରେ ଖାଇ ଚାଲିବା କ୍ରିୟା

● ଜମଵା→ଜମ୍ ଧାତୁ(ଭୋଜନ କରିବା ଅର୍ଥରେ ଏ ଶବ୍ଦଟି ଓଡ଼ିଆ ଛଡ଼ା ମରାଠୀ ଚଳୁଥିଲେ ହେଁ ଗୁଜୁରାଟୀରେ ଏହା ବହୁପ୍ରଚଳିତ)

● ସାମ୍ପୁଡି଼ବା→ବାଲେଶ୍ବରରେ ଏହି ନିଆରା ଶବ୍ଦଟି ଚଳୁଅଛି; ସବୁକିଛି ଖାଇଯିବା ଅର୍ଥରେ ଵ୍ୟଵହାର କରାଯାଏ (ତାମିଲରେ ସାପ୍’ଟିଆ ଶବ୍ଦ ସହିତ ଏହାର ଅର୍ଥଗତ ସାମ୍ୟ ଥିଲା ବେଳେ ଓଡ଼ିଆ ହାମ୍ପୁଡି଼ବା ଶବ୍ଦ ସହିତ ମଧ୍ଯ ଶବ୍ଦଗତ ଓ ଆଂଶିକ ଅର୍ଥଗତ ସାମ୍ୟ ଦୃଶ୍ୟହୁଏ)

● ହାମ୍ପୁଡି଼ବା→ଡାଲି ଓ ତିଅଣ ଭଳି ତରଳ ଖାଦ୍ୟ ପଦାର୍ଥ ପାଇଁ ହାମ୍ପୁଡି଼ବା ଭଳି ଶବ୍ଦ ମଧ୍ଯ ଓଡ଼ିଆ ଭାଷାରେ ଚଳୁଅଛି !

ସେଇଭଳି ଦାନ୍ତରେ ରଗଡ଼ି ରଗଡ଼ି କରି ଖାଇବା କ୍ରିୟା ପାଇଁ ଆମ ଭାଷାରେ ଚୋବେଇବା ଶବ୍ଦ ମଧ୍ଯ ଚଳୁଅଛି ।

© ଶବ୍ଦଭେଦ

Image: Shibasish Mohapatra 
Spread the love
Previous Post ଵନିଵା
Next Post ଜେଲିଫିସ୍

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ରାଣୀ ଶୁକଦେଇ 
ଏ ଜାତି ଗାଲମାଧବ (Part 1)

Popular Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

August 9, 2026

Ananta Purushottam Deba Mandira

August 1, 2026

ଅରଣା ମଇଁଷି ରହିଛି ଅନାଇ

August 1, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer