ତ୍ରିଲୋଚନେଶ୍ୱର ମନ୍ଦିର

ଲେଖା: ରବୀନ୍ଦ୍ର କୁମାର ରଣା

ଯାଜପୁର ନଗରରେ ବିରଜା କ୍ଷେତ୍ର ଠାରୁ ମାତ୍ର ୩କି.ମି. ଦୂରରେ ତ୍ରିଲୋଚନେଶ୍ୱର ମନ୍ଦିର ଅବସ୍ଥିତ । ଏହି ଶୈବପୀଠଟି ପ୍ରାୟତଃ ଦଶମ ଶତାବ୍ଦୀର । ତ୍ରିଲୋଚନେଶ୍ୱର ମନ୍ଦିର ଅତ୍ୟନ୍ତ ମନୋମୁଗ୍ଧକର କାରୁକାର୍ଯ୍ୟ ସମ୍ପନ୍ନ । ଏହି ମନ୍ଦିର ଭାରତୀୟ ପ୍ରତ୍ନତ୍ତତ୍ୱ ସର୍ବେକ୍ଷଣ ଅଧୀନରେ ରହିଛି ।

ମନ୍ଦିରର ଚତୁଃପାର୍ଶ୍ଵରେ ସୁନ୍ଦର ଉଦ୍ୟାନଟିଏ ଶୋଭାପାଉଛି. ସବୁଠୁ ଆକର୍ଷଣୀୟ ହେଉଛି ମନ୍ଦିରର ସାମ୍ନାରେ ଏକ କ୍ଷୁଦ୍ର ମନ୍ଦିରଟିଏ ଅବସ୍ଥିତ ଏବଂ ଏହାର ଗଠନଶୈଳୀ ଦକ୍ଷିଣ ଭାରତୀୟ କଳାକୃତି ପରି । 

1 thought on “ତ୍ରିଲୋଚନେଶ୍ୱର ମନ୍ଦିର”

  1. Pingback: Varahi (Barahi) Temple - Famous 9th Century Temple of Chaurashi

Leave a Comment

Your email address will not be published. Required fields are marked *

Scroll to Top