ଚାଟେଶ୍ୱର ମନ୍ଦିର

ଲେଖା: ଶ୍ରୀକାନ୍ତ ସିଂହ

ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଚାଟେଶ୍ୱର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ l ଏହି ମନ୍ଦିରଟିକୁ ତୃତୀୟ ଅନଙ୍ଗଭୀମ ଦେବ ନିର୍ମାଣ କରାଇଥିଲେ l ଏହା ଏକ ପାତାଳ ଫୁଟା ଶିବ ମନ୍ଦିର, ଭୂମିପତନ ଠାରୁ ପ୍ରାୟ ୧୫ ଫୁଟ ଗଭୀରରେ ଶିବଲିଙ୍ଗ ବିରାଜମାନ କରିଛନ୍ତି l

ଏହି ଚାଟେଶ୍ୱର ମନ୍ଦିର କଟକ ଜିଲ୍ଲା ସାଲେପୁର ବ୍ଲକର ପାଗା-ବହୁଗ୍ରାମ ନିକଟସ୍ଥ କିଶିନପୁର ଗ୍ରାମରେ ଅବସ୍ଥିତ l ଅନଙ୍ଗଭୀମ ଦେବଙ୍କ କନ୍ୟା କ୍ରିଷ୍ଣାଙ୍କ ନାମାନୁସାରେ ଗାଁଟିର ନାଁ କିଶିନପୁର ହୋଇଥିବା ଜଣାଯାଏ l


ଖୁବ ସୁନ୍ଦର ପ୍ରାକୃତିକ ପରିବେଶ ତଥା ବୃକ୍ଷଲତା ଘେରା ସବୁଜ ବନାନୀରେ ଧୋବଧାଉଳିଆ ମହାଦେବ ମନ୍ଦିରଟିର ଦୃଶ୍ୟ ଅତୀବ ମନୋରମ l ବର୍ଷର ଯେ କୌଣସି ସମୟରେ ଚାହିଁଲେ ଏହି ଚାଟେଶ୍ୱର ମନ୍ଦିର ଭ୍ରମଣରେ ଯାଇ ଦିଅଁଙ୍କ ଦର୍ଶନ କରିହେବ l

A 12th Century Monument – Chateswar Temple. This is a great historical place of Cuttack district of Salepur block near Paga Bahugram and located at the Kishinapur village.

This temple was built in 12th Century AD by king Anangabhima Deva III, And this temple is  one of the ancient Siva Temples of Cuttack district.

A Patalaphuta Siva Linga is worshipped in this temple and the lungs is placed at a level of around 15 feet down to the ground. This is a very beautiful and a historical temple with lots off greenery.

Leave a Comment

Your email address will not be published. Required fields are marked *

Scroll to Top