Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ବନ୍ଧନ ଦଳେଇ କଳା ମେଘମାଳା ଆକାଶର ଅଗଣା ଛାଡ଼ି ଲମ୍ବି ଆସିଲେ ମାଟିକୁ, ମାଟିହୁଏ ମହୋତ୍ସବମୟ। ବଡ଼ଠାକୁରଙ୍କ ନୀତିକାନ୍ତିରେ ନୂଆ ଅଙ୍ଗରାଗ ସୃଷ୍ଟି ହୁଏ ବିହ୍ୱଳ ଭକ୍ତସମାଜ ପାଇଁ ଭକ୍ତ ଭଗବାନଙ୍କ ମିଳନର ପର୍ବର ଉନ୍ମେଷ ଘଟେ। ଜ୍ୟେଷ୍ଠମାସ ପୂର୍ଣ୍ଣମୀ ତିଥି ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି #ଶ୍ରୀମନ୍ଦିର ଛାଡ଼ି ସ୍ନାନମଣ୍ଡପକୁ ବିଜେ କରନ୍ତି…
ଲେଖା: ଋଷିରାଜ ପଟ୍ଟନାୟକ ଆମ ଭଞ୍ଜଭୂମଣ୍ଡଳ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଜୈବବିବିଧତା ସମଗ୍ର ବିଶ୍ୱର ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କୁ ସବୁ ସମୟରେ ଆକୃଷ୍ଟ କରିଆସିଛି । ଶିମିଳିପାଳରେ ଥିବା ଅନେକ ଛୋଟ ପାହାଡ଼, ଉପତ୍ୟକା, ଅଧିତ୍ୟକା ଘଞ୍ଚ ଅରଣ୍ୟାନୀ ପରିବେଷ୍ଟିତ । ଜାତୀୟ ସର୍ବେକ୍ଷଣ ସଂସ୍ଥା, ଡେରାଡୁନ ପକ୍ଷରୁ ପ୍ରକାଶିତ ‘ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ’ରେ…
ଲେଖା: ଅରବିନ୍ଦ ମହାନ୍ତି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରର ଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା ଏହା ଅକ୍ଷୟ…
ଲେଖା: ଡାକ୍ତର କିଶୋର ବିଶ୍ୱଜିତ ଜେନା ଓଡ଼ିଆଙ୍କର ଚଳନ୍ତି ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ, ଅଦ୍ଭୁତ ମାନବୀୟ ଲୀଳା ତାଙ୍କର ! ସ୍ନାନପୂର୍ଣ୍ଣିମାରେ ପ୍ରଭୁ ୧୦୮ ସୁବାସିତ ଗରା ଜଳରେ ସ୍ନାନମଣ୍ଡପରେ ସ୍ନାନକରି ଜ୍ବରରେ ପଡନ୍ତି ଓ ୧୫ ଦିନ ଧରି ଅଣସର ଘରେ ରହି ପ୍ରଭୁ ଗୁପ୍ତନୀତିରେ ସେବା ପାଆନ୍ତି, ସେ ମଧ୍ୟରୁ “ଫୁଲୁରିଲାଗି” ନୀତି…
ଲେଖା: ଦେଵ ତ୍ରିପାଠୀ ଭବିଷ୍ୟବାଣୀ କ୍ଷେତ୍ରରେ ନଷ୍ଟ୍ରାଡମସଙ୍କ ସ୍ଥାନ ବହୁ ଉଚ୍ଚରେ, ତାଙ୍କର ବାଣୀ ମାନ ବହୁସଂଖ୍ୟାରେ ସତ୍ୟ ପ୍ରମାଣିତ ହେବାର ପ୍ରବାଦ ଅଛି । ସେହିପରି ଆମ ରାଜ୍ୟରେ କଥାକଥାରେ ଦୃଷ୍ଟାନ୍ତ ଦିଆଯାଏ ମାଳିକାର । ସେହି ମାଳିକାର ସ୍ରଷ୍ଟା ଭାବେ ଦେବାଂଶୀ ସନ୍ଥ, ସିଦ୍ଧପୁରୁଷ ଅଚ୍ୟୁତାନନ୍ଦଙ୍କ ନାମ ସୁବିଦିତ । ଓଡ଼ିଆ ସାହିତ୍ୟ…