Tag ଲିଙ୍ଗରାଜ ପାଣିଗ୍ରାହୀ

ଲିଙ୍ଗରାଜ ପାଣିଗ୍ରାହୀ (Lingaraj Panigrahi)

ଲେଖା: ଅମ୍ରିତେଶ ଖଟୁଆ ସ୍ଵତନ୍ତ୍ର ଓଡ଼ିଶା ଗଠନ ସମୟର ଯେଉଁ ଗୌରବାବହ ଇତିହାସ ସ୍ମରଣୀୟ, ତହିଁରେ ବିଶିଷ୍ଟ ଆଇନଜୀବୀ, ବିଚାରପତି, ଶିକ୍ଷାମନ୍ତ୍ରୀ, ବାଚସ୍ପତି ତଥା କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ ସମ୍ଯକ୍ ରୂପେ ଆଦରଣୀୟ । ଗଞ୍ଜାମ ଜିଲ୍ଲାର ପୋଲସରାରେ ୨୧ ମାର୍ଚ୍ଚ ୧୮୯୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଲିଙ୍ଗରାଜ ପାଣିଗ୍ରାହୀ।  ପିତା ଗୋପୀନାଥ ପାଣିଗ୍ରାହୀ…

ସମ୍ବଲପୁର ହିତୈଷିଣୀ : ପ୍ରତିଷ୍ଠା ଦିବସ 

ଲେଖା: ଅମ୍ରିତେଶ ଖଟୁଆ ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା ସହ ରାଜ୍ଯରେ ପ୍ରଭୂତ ସମୁନ୍ନତି ଫଳେ ପ୍ରଧାନପାଟ ଜଳପ୍ରପାତଠାରୁ ନେଇ ବିବିଧ ସ୍ଥଳରେ ବୈଦ୍ୟୁତିକ ଶକ୍ତିର ପରିଚାଳନାର ଶୁଭଲଗ୍ନ ହେଲା! ଓଡ଼ିଆ ଇତିହାସରେ ତାହା ଥିଲା ଅନ୍ୟତମ…