Physical Address
Sai Samarpanam, Satya Vihar, Bhubaneswar
ଲେଖା: ଆଦିତ୍ୟ କୁମାର ନାୟକ ଓଡ଼ିଶାର ଅନାଲୋଚିତ ଲୋକନୃତ୍ୟ ଚାଙ୍ଗୁନୃତ୍ୟ । ପାହାଡ଼ି ଝରଣାର ମନମତାଣିଆ କୁଳୁକୁଳୁ ନାଦ ପରି ଆଦିବାସୀଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତ ନୃତ୍ୟସଙ୍ଗୀତରେ ପରିପୂର୍ଣ୍ଣ । ନୃତ୍ୟ ଗୀତ ଆଦିବାସୀଙ୍କର ଜୀବନର ଏକ ଅବିଛେଦ୍ୟ ଅଙ୍ଗ । ଆଉ ସବୁଠୁ ବଡ଼ କଥା ହେଲା ଅନ୍ୟ ନର୍ତ୍ତକନର୍ତ୍ତକୀ ଅନ୍ୟର ମନରଞ୍ଜନ ପାଇଁ…
ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ । ଏହି କାନ୍ଦଣା ଗୀତ ଶୁଣୁଥିବା ଲୋକର ଆଖିରୁ ଆପେ ଆପେ ଲୁହ ଝରି ଯାଇ ଥାଏ । ଏପରି ଲୋକ ଗୀତ ଆଜି ବି କିଛି କିଛି ଗ୍ରାମରେ ବଞ୍ଚିରହିଛି ଏବଂ ବଞ୍ଚେଇ ରଖିଥିବା ଲୋକମାନେ ସତରେ ଅନନ୍ୟ ସମ୍ମାନର ହକଦାର . .
ଲେଖା: ଋଷିରାଜ ପଟ୍ଟନାୟକ ଦ୍ଵିତୀୟ ଶ୍ରୀକ୍ଷେତ୍ର ଆମ ବାରିପଦା ନାମକରଣ ପଛର କଥା ! ମୟୂରଭଞ୍ଜ ଜିଲ୍ଲାର ପ୍ରାଣ କେନ୍ଦ୍ର ବାରିପଦା । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ବା ସଦର ମହକୁମା ହେଉଛି ଏହି ବାରିପଦା । ଓଡ଼ିଶାର ଉତ୍ତରାଞ୍ଚଳରେ ସମୁଦ୍ର ପତନରୁ ୩୬ ମିଟର (୧୧୮ଫୁଟ) ଉଚ୍ଚରେ ଅବସ୍ଥିତ ଥିବା ଏହି…
ଲେଖା: ଦେଵ ତ୍ରିପାଠୀ ଯଦି କେହି ମୟୂରଭଞ୍ଜ ଜିଲ୍ଲାର ଖିଚିଂର ମା’ କୀଚକେଶ୍ୱରୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ଲଭିଥିବ ସେ କରୁଣାମୟୀ ମା’ଙ୍କର ମହିମାର ପରାକାଷ୍ଠା ଅଙ୍ଗେ ଅଙ୍ଗେ ନିଭାଇଥିବ, ଆହୁରି ମଧ୍ୟ ଦର୍ଶନ ପାଇଥିବ ମୁଗୁନିପଥରରେ ନିର୍ମିତ ଭାରତର ଏକମାତ୍ର ପ୍ରାଚୀନ ମନ୍ଦିର ମଧ୍ୟରେ ମାଙ୍କର ଦିବ୍ୟମୂର୍ତ୍ତିର । ଏକଦା ଏଇ ମୁଗୁନି…
ଲେଖା: ଦେଵ ତ୍ରିପାଠୀ କାଇଁ କେଉଁ କାଳର କଥା । ନଈର ସାମାନ୍ୟ ଭିତରକୁ ଯାଇ ବଡ଼ ପଥରଟି ଉପରେ ବସନ୍ତି ଦୁଇଟି ବାଳକ, ଦୁଇ ଭାଇ । ନଈପାଣି ଚହଲାନ୍ତି, ଖେଳନ୍ତି, ଗାଧାନ୍ତି ! ଦିନେ କିନ୍ତୁ କୌଣସି କାରଣରୁ ଦୁଇଭାଇଙ୍କ ଭିତରେ କଥା କଟାକଟି ହେଲା, ପରେ ବିବାଦ ଓ ଶେଷକୁ ଘନଯୁଦ୍ଧ…