Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଶିଶିର ସାହୁ ମନୋଜ ସେ ଓଡ଼ିଶାର ଏମିତି ଜଣେ ଯୋଦ୍ଧା ଯିଏ ତିନି ଦିନ ପାଇଁ ବାଣପୁରକୁ ଇଂରେଜ କବଳରୁ ସ୍ବାଧୀନ କରିଦେଇଥିଲେ ! ଏ ଘଟଣାକୁ ବାଣପୁର ବିଦ୍ରୋହ ତଥା ପଞ୍ଚୁଆ ଫତୁରି କୁହାଯାଏ । ୰ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ତାଙ୍କର “ଓଡ଼ିଶାର ସ୍ଵାଧୀନତା ସଂଗ୍ରାମର ଇତିହାସ” ପୁସ୍ତକରେ ବାଣପୁର ବିଦ୍ରୋହ ବା…
ଲେଖା: ନିରଞ୍ଜନ ସାହୁ ଗୋଟିଏ ପରେ ଗୋଟିଏ ସଫଳତାର ସହ ଭାରତର ବିଭିନ୍ନ ରାଜ୍ୟର ଶାସନଭାର ହାତକୁ ନେବାପରେ ଇଂରେଜ ସରକାରଙ୍କ ଦୃଷ୍ଟି ଓଡ଼ିଶା ଉପରୁ ବାଦ୍ ଯାଇନଥିଲା। ନିଜର ଶୌର୍ଯ୍ୟ ପାଇଁ ବିଦିତ ଓଡ଼ିଶାକୁ ଆକ୍ରମଣ କରି ନିଜ ଅକ୍ତିଆରକୁ ନେବା ଥିଲା ଇଂରେଜ ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ। ୧୮୦୩ ମସିହାରେ…
ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଶାର ପ୍ରଥମ ବିଦ୍ୟାଳୟ । ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀ ୧୮୦୩ରେ ମରହଟ୍ଟାମାନଙ୍କ କବଳରୁ ଦଖଲ କଲା ମାତ୍ର ୩/୪ ଘଣ୍ଟାର ଲଢ଼େଇ ପରେ । ଇଂରେଜମାନଙ୍କ ନିକଟରୁ ପରାସ୍ତ ହୋଇ ମରହଟ୍ଟାମାନେ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗରୁ ପଳାୟନ କରିଥିଲେ । ମାତ୍ର ଇଂରେଜମାନଙ୍କୁ କ୍ରମାଗତ ଭାବେ ଓଡ଼ିଶାର ସ୍ଥାନୀୟ…
ଲେଖା: ନିରଞ୍ଜନ ସାହୁ ୧୮୦୪ ମସିହା ବେଳକୁ ଇଂରେଜ ବିରୋଧୀ ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସୁଥାଏ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଘଟିତ ହୋଇଗଲା ୧୮୧୭ ମସିହାରେ। ଏହାର ପରେ ପରେ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ତେଜି ଉଠୁଥାଏ, ବ୍ୟାପି ଯାଉଥାଏ ଓଡ଼ିଶାର କୋଣ ଅନୁକୋଣକୁ, ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ସବୁସ୍ଥାନକୁ।…
ଲେଖା: ନିରଞ୍ଜନ ସାହୁ ଇଂରେଜ ବିରୋଧୀ ଆନ୍ଦୋଳନର ମୁକ୍ତିପାଗଳ ମୁକ୍ତିଯୋଦ୍ଧା ପଦ୍ମନାଭ ଛୋଟରାୟ ଥିଲେ ବକ୍ସି ଜଗବନ୍ଧୁଙ୍କ ସହଯୋଗୀ। ସେ ଥିଲେ ଜଣେ ଦଳବେହେରା, କେତେକ ଗଡ଼ର ଅଧିପତି, ନିର୍ଭିକତାର ପ୍ରତୀକ ଓ ପ୍ରବୀଣ ଯୁଦ୍ଧବିଶାରଦ। ଜଣେ ବିଶ୍ଵସ୍ତ ଓ ଅନ୍ତରଙ୍ଗ ସହଯୋଗୀ ଭାବରେ ବକ୍ସିଙ୍କର ଯୁଦ୍ଧ ସମୟରେ ସହାୟତା କରୁଥିଲେ। ଭୁବନେଶ୍ୱର ସହରର ଅଧୁନା…
ଲେଖା: ଦେଵ ତ୍ରିପାଠୀ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ଲୋକମୁଖରେ ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି…