Tag ଓଡ଼ିଆ ଭାଷାମାରଣ

ଓଡ଼ିଆ ଭାଷାମାରଣର ଅୟମାରମ୍ଭ

ଲେଖା: ଦେଵ ତ୍ରିପାଠୀ ୧୮୬୮ ମସିହା । ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟ । ଦୁର୍ଭିକ୍ଷ ରାକ୍ଷସର ଆଁ ଭିତରେ ପଡ଼ି ଛଟପଟ ହନ୍ତସନ୍ତ ହେଉଥିଲେ ଲକ୍ଷ ଲକ୍ଷ ଓଡ଼ିଆ ! ଦୈବୀବଳରୁ ଯାହା କ୍ଷତି ହୋଇଥିଲା ତତୋଧିକ କ୍ଷତି ଥିଲା ମନୁଷ୍ୟକୃତ ! ତତ୍କାଳୀନ ଧୂର୍ତ୍ତ ହୀନମନା କୁଚକ୍ରୀ ବଙ୍ଗାଳୀ କିରାଣୀ ଗୋଷ୍ଠୀ ଦ୍ଵାରା…